ଆମରାଜ୍ୟ

୫ ଆଇଏଏସଙ୍କୁ ସବ୍ କଲେକ୍ଟର ନିଯୁକ୍ତି

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ୨୭ ଜୁନ୍ - ରାଜ୍ୟ ସରକାର ଓଡ଼ିଶା କ୍ୟାଡ଼ରର ୨୦୧୭ ବ୍ୟାଚର ୫ଜଣ ଆଇଏଏସଙ୍କୁ ସବ୍ କଲେକ୍ଟର ଭାବେ ନିଯୁକ୍ତି ମିଳିଛି ।...

କଟକରେ କରୋନା ମୁକାବିଲା : ସହଯୋଗ କରୁଛନ୍ତି ସାହି ପୂଜା କମିଟି

ଭୁବନେଶ୍ୱର/କଟକ, (ପ୍ରବାହ ନ୍ୟୁଜ୍‌): କଟକ ସହରରେ କୋଭିଡ୍‌-୧୯ ନିୟନ୍ତ୍ରଣ ପାଇଁ କଟକ ମହାନଗର ନିଗମ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କଟକ ସହରର ୫୯ଟି...

ରଥଯାତ୍ରା ବନ୍ଦ ପାଇଁ ଫିକ୍ସିଂ କରିଥିଲେ ରାଜ୍ୟ ସରକାର

ଆଇନମନ୍ତ୍ରୀ , ଏଜିଙ୍କୁ ବହିଷ୍କାର ଦାବି କଲା କଂଗ୍ରେସଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ରଥଯାତ୍ରା ବନ୍ଦ କରିବାକୁ ରାଜ୍ୟ ସରକାର ଭୟଙ୍କର ଷଡଯନ୍ତ୍ର ରଚିଥିଲେ ।ଏପରିକି ଅଦାଲତଙ୍କ ଆଢୁଆଳରେ...

ହୀରାକୁଦ ଜଳ ଭଣ୍ଡାରରୁ ୧୫ ଗେଟ୍ ଖୋଲା

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଛତିଶଗଡ଼ଠାରେ ବର୍ଷା ଲାଗି ରହିବା ଫଳରେ ସମ୍ପୃକ୍ତ ଜଳଭଣ୍ଡାର ଗେଟ୍ ଗୁଡ଼ିକ ଖୋଲିବା ସଂଖ୍ୟା ବୃଦ୍ଧି କରାଯାଇଛି ।...

ଗଞ୍ଜାମ ସ୍ଥିତି ସଙ୍ଗୀନ

୩ ନୁହେଁ, ଜଣଙ୍କର ମୃତ୍ୟୁ: ଜିଲ୍ଲାପାଳ୩ଜଣଙ୍କ ମୃତ୍ୟୁ ହୋଇଛି: ସରପଞ୍ଚପଞ୍ଚାୟତକୁ କଣ୍ଟେନମେଣ୍ଟ୍ ଘୋଷଣା କଲେ ସରପଞ୍ଚବ୍ରହ୍ମପୁର, (ପ୍ରବାହ ନ୍ୟୁଜ୍‌):କରୋନା ସଂକ୍ରମଣ ବ୍ୟାପୁଥିବାରୁ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ର...

ବଢ଼ୁଛି ସାଇବର କ୍ରାଇମ

ଶିକାର ହେଉଛନ୍ତି ନୀରିହ ଜନତାକଟକ, (ପ୍ରବାହ ନ୍ୟୁଜ୍‌): ବର୍ତ୍ତମାନ କରୋନା ଭୟରେ ଦେଶର ସମସ୍ତ ବର୍ଗର ଜନସାଧାରଣ ଅ ।ର୍ଥୀକ ସଂଙ୍କଟ ଦେଇ ଗତି କରୁଛନ୍ତି ।...

ପ୍ରଶାସନ ବାଲିଚୋରି ଉପରେ ଚଢ଼ାଉ; ୨୧ ଟ୍ରାକ୍ଟର ଜବତ

ଚଢ଼ାଉ ଖବର ଲିକେଜ; ଖସିଗଲେ ଶତାଧିକ ଟ୍ରାକ୍ଟର; ଚଢ଼ାଉ ସାମୟିକ ନହେଉ; ଅନେକ ଅଞ୍ଚଳ ବାକି ରହିଗଲାଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଣ୍ଡାରିପୋଖରୀ ତହସିଲ ଅଞ୍ଚଳର ବାଲିପୋଖରୀ ଏସକେପ...

ରାଷ୍ଟ୍ର ପୁରୁଷ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭାରତୀୟ ଜନତା ପାର୍ଟି ଭଦ୍ରକ ଜିଲ୍‌ଲା ତରଫରୁ ଜିଲ୍ଲା କାର୍ଯ୍ୟାଳୟରେ ରାଷ୍ଟ୍ରପୁରୁଷ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଇଛି ।...

ପ୍ରବାସୀଙ୍କୁ ଯୋଗାଇବ କର୍ମସଂସ୍ଥାନ

କଟକ କାର୍ଟ ମୋବାଇଲ ଲଣ୍ଡ୍ରୀର ଶୁଭାରମ୍ଭପ୍ରବାସୀଙ୍କୁ ଯୋଗାଇବ କର୍ମସଂସ୍ଥାନଉପକୃତ ହେବେ ୨୧ ହଜାର ଶ୍ରମିକକଟକ, (ପ୍ରବାହ ନ୍ୟୁଜ୍‌): ଅଗ୍ରଣୀ ବ୍ୟାଙ୍କ୍ (ୟୁକୋ ବ୍ୟାଙ୍କ୍‌), କଟକଙ୍କ ଅ ।ନୁକୂଲ୍ୟରେ...

ଜବରଦଖଲରେ ଶ୍ରୀମନ୍ଦିର ଭୂ ସମ୍ପତ୍ତି

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ପୁରୀ ରଥଯାତ୍ରା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ସାଧାରଣ ଲୋକଙ୍କ ମଧ୍ୟରେ ଯେଭଳି ଭାବାବେଗ ପ୍ରକାଶ ପାଇଛି...

ପ୍ରବାସୀ ଶ୍ରମିକଙ୍କ ରୋଜଗାର ଚିନ୍ତା

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ରାଜ୍ୟ ବାହାରୁ ଅ ।ସିଥିବା ଓଡ଼ିଅ । କୁଶଳୀ ଶ୍ରମିକଙ୍କୁ ଲାଗିଛି ରୋଜଗାର ଚିନ୍ତା । ସେମାନଙ୍କୁ ରାଜ୍ୟ ଭିତରେ କାମଧନ୍ଦା ଯୋଗାଇବା...

ସଂରକ୍ଷିତ ଜଙ୍ଗଲରେ ପଥର ମାଫିଆଙ୍କ ରାଜ୍‌

ଅନୁମତି ନଥିବା ଜାଗାରେ ପଥର ବ୍ଲାଷ୍ଟିଂ କରି ସରକାରଙ୍କ ରାଜସ୍ୱ ଲୁଟ୍ନୟାଗଡ଼଼ , (ପ୍ରବାହ ନ୍ୟୁଜ୍‌): ନୟାଗଡ଼ ଜିଲ୍ଲାର ଦୁଇଟି ବ୍ଲକ୍‌ର ସିମାନ୍ତରେ ପଥର ବ୍ଲାଷ୍ଟିଂ କରି...

ବର୍ଷାଋତୁ ଆସିଲା : ବିପଦ ଆଶଙ୍କାରେ ନଈକୂଳିଆବାସୀ

ନ୍ତ, (ପ୍ରବାହ ନ୍ୟୁଜ୍‌): ଆବାହନ କାଳରୁ ସାଳନ୍ଦି ନଦୀ ବନ୍ତ ବ୍ଲକର ଆଗରପଡା ଦେଇ ବହି ଯାଇଥିବା ବେଳେ ଏହାର ଶାଖା ପ୍ରଶାଖା ନଦୀ ଗୁଡ଼ିକ ଭଦ୍ରକ,ବାଲେଶ୍ୱର,କେନ୍ଦୁଝର...

ଋଣକିସ୍ତି ଆଦାୟ ବନ୍ଦ କରିବାକୁ ପ୍ରଗତିଶୀଳ ମହିଳାମଞ୍ଚର ଦାବି

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଘରୋଇ ପୁଞ୍ଜି ଲଗାଣକାରୀ ସଂସ୍ଥାମାନେ ବର୍ଷବର୍ଷ ଧରି ଗ୍ରାମୀଣ ମହିଳାମାନଙ୍କୁ ଟଙ୍କା ଋଣ ଦେଇ କିସ୍ତି ଆଦା କରିଆସୁଥିଲେ । ତେବେ କରୋନା...

ଭଦ୍ରକରେ ଏଆଇସିସିଟିୟୁ ଓ ଏଆଇସିଡବ୍ଲ୍ୟୁଏଫ୍ ପକ୍ଷରୁ ଶ୍ରମିକଙ୍କ ସାତଦଫାଦାବୀ ନେଇ ବିକ୍ଷୋଭ

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଦ୍ରକରେ ନିର୍ମାଣ ଶ୍ରମିକ ଓ ପ୍ରବାସୀ ଶ୍ରମିକମାନଙ୍କର ସାତଦଫା ଦାବୀ ନେଇ ଏଆଇସିସିଟିୟୁ ଓ ଏଆଇସିଡବ୍ଲ୍ୟୁଏଫ୍ ପକ୍ଷରୁ ସର୍ବଭାରତୀୟ ପ୍ରତିବାଦ ଦିବସରେ ମଣ୍ଡଳ...