ଆମରାଜ୍ୟ

ସଙ୍ଗୀତା ମୋଟର୍ସ କର୍ମଚାରୀ ଚିତରଞ୍ଜନ ଆତ୍ମହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ଚନ୍ଦନର ବାପାଙ୍କୁ ଚାନ୍ଦବାଲିରୁ ଉଠାଇଲା ପୁଲିସ

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଦ୍ରକରେ ଚହଳ ସୃଷ୍ଟି କରିଥିବା ସଂଗୀତା ମୋଟର୍ସ କର୍ମଚାରୀ ଚିତରଂଜନ ଜେନା ଆତ୍ମହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସଂଗୀତା ମୋଟର୍ସ ମାଲିକ...

ଅନାହାର ଜୀବନଗଲା ଘଟଣା ଏସ୍‌ଆରସିଙ୍କ ପାଖରେ ଘଟଣାର ତଦନ୍ତ ଦାବି କଲ୍‌ା ଜିଲ୍ଲା କଂଗ୍ରେସ

ନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ କାଳିଆମ୍ବା ଗ୍ରାମର ସ୍ୱର୍ଗତ ଲୋକନାଥ ଜାନୀଙ୍କ ଝିଅ ଦୁଃଖୀ ଜାନୀ(୪୬) ପେଟକୁ ଦାନା ମୁଠେ ନପାଇ ଅନହାରରେ...

ଉଠା ଜଳସେଚନ ପ୍ରକଳ୍ପ ନାଁରେ ସାଢେ ୧୨ଲକ୍ଷ ଚଳୁ ମସୁଧା

ନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): ବାଟବଣା ଯୋଜନାରେ, ବିକାଶ ଏଠି ସ୍ୱପ୍ନ । ପାଣି ପଞ୍ଚାୟତ ନାଁରେ ହରିଲୁଟ୍ ହେଉଛି ସରକାରୀ ଅର୍ଥ । ଅଧାବିଧା କାମରେ ପଡିରହୁଛି...

ସେବା ଉତ୍ସବ-୨୦୨୦ ଉଦ୍‌ଯାପିତ ଅନ୍ୟୁନତ ଲୋକଙ୍କ ଆଖିରେ ସ୍ୱପ୍ନ ଭରିଲା ଅନୁଷ୍ଠାନ

ନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): ଜୁଲାଇ ୧ରୁ ଆରମ୍ଭ ହୋଇଥିବା ସେବା ଉତ୍ସବ-୨୦୨୦ ବାହାଡାଝୋଲା ଅରବିନ୍ଦ ଶିକ୍ଷା ଅନୁଷ୍ଠାନ ପରିସରରେ ସେବା ଉତ୍ସବ ଅନୁଷ୍ଠାନର ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ...

ଅଢ଼େଇ ବର୍ଷରେ ୧୪ ହାତୀ ମୃତ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ବନ ବିଭାଗ ଅଧିକାରୀଙ୍କ ଖାମଖିଅ ।ଲ ମନୋଭାବ ଯୋଗୁ ଓଡିଶା ଏବେ ହାତୀଙ୍କ ଲାଗି ଅସୁରକ୍ଷିତ ସ୍ଥାନ ପାଲଟିଛି । ହାତୀ ସୁରକ୍ଷା...

ଅଣସଂଗଠିତ ଶ୍ରମିକ ମାନଙ୍କୁ ସରକାର ତୁରନ୍ତ ସାହାଯ୍ୟ କରନ୍ତୁ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ମହାମାରୀ କରୋନାର ତାଡନା, ସଟ୍‌ଡାଉନ୍ ଓ ଲକ୍‌ଡାଉନ୍ ଅଣସଂଗଠିତ ଶ୍ରମିକ ମାନଙ୍କୁ ଅଣନିଶ୍ୱାସୀ କରିସାରିଲାଣି । ଜୀବନଜୀବିକା ପାଇଁ ବଞ୍ଚିବାର ରାହା ଦିନକୁ...

ଦୁର୍ଗମ ଅଞ୍ଚଳରେ ସହାୟତା କରୁଛି ‘ପ୍ରହର’

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଅସହାୟ ଲୋକଙ୍କ ସମସ୍ୟାର ନିଦାନ ପାଇଁ ସମର୍ପିତ ଏକ ଅଣ-ସରକାରୀ ସଂସ୍ଥା, ପ୍ରହର (ପବ୍ଲିକ୍ ରେସ୍ପନ୍ସ ଏଗେନେଷ୍ଟ ହେଲ୍ପଲେସନେସ୍ ଏଣ୍ଡ ଏକସନ୍ ଫର୍...

ପଣ୍ୟ କାରବାରରେ ୧ ନମ୍ବର ପାରାଦୀପ ବନ୍ଦର

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ପଣ୍ୟ କାରବାର କ୍ଷେତ୍ରରେ ପାରାଦୀପ ବନ୍ଦରର ନୂଅ । ରେକର୍ଡ । ପ୍ରଥମ ଥର ଲାଗି ଦେଶର ସମସ୍ତ ବୃହତ ବନ୍ଦର ମ୍ମରେ...

ଏସ୍‌ବିଆଇର ୬୫ତମ ବ୍ୟାଙ୍କ ଦିବସ ପାଳିତ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ବୁଧବାର ତାର ୬୫ତମ ବ୍ୟାଙ୍କ ଦିବସ ପାଳନ କରିଛି । ଏହି ଅବସରରେ ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ବିଭିନ୍ନ ପ୍ରକାର...

ଏସ୍‌ବିଆଇ ଦ୍ୱାରା ଆନ୍ତର୍ଜାତୀୟ ଏମଏସଏମଇ ଦିବସ ପାଳିତ

ବିନା ସିକୁରିଟୀରେ ୨୦,୮୧୨ ଗ୍ରାହକଙ୍କୁ ୬୪୫ କୋଟି ଟଙ୍କା ମଞ୍ଜୁରଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଭାରତୀୟ ଷ୍ଟେଟ ବ୍ୟାଙ୍କ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଏମ.ଏସ.ଏମ.ଇ ଦିବସ ପାଳିତ ହୋଇ ଯାଇଛି...

ଶ୍ରାବଣ ସୋମବାରେ ମନ୍ଦିର ଯିବେନି କାଉଡ଼ିଆ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଅରମ୍ଭ ହେଉଛି ପବିତ୍ର ଶ୍ରାବଣର ପ୍ରଥମ ସୋମବାର । ଏହିଦିନ ଲକ୍ଷଲକ୍ଷ କାଉଡ଼ିଆ ପାଣି ନେଇ ବିଭିନ୍ନ ଶୈବପୀଠରେ ମହାପ୍ରଭୁ ଶିବଶଙ୍କରଠାରେ ଜଳ...

ଲକ୍‌ଡାଉନ ମାନୁ ନାହଁନ୍ତି ଲଭ୍ ବାର୍ଡସ

ମଲ୍ ବନ୍ଦ । ସିନେମା ହଲ୍ ବନ୍ଦ । ରେଷ୍ଟୁରାଣ୍ଟରେ ବସି ହେଉନି । ପାର୍କରେ ହଜାରେ କଟକଣା । ରୁମ୍‌କୁ କାହାକୁ ନ ଅ ।ଣିବା...

ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମନ୍ତ୍ର ଦେଲେ ନବୀନ ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ପୁରୀ ଅ ।ଜି ସାରା ଦୁନିଅ ।କୁ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ପୁରୀ ଅ ।ଜି ସାରା ଦୁନିଅ ।କୁ ବାଟ ଦେଖାଇଛି । କୋଭିଡ ଗାଇଡଲାଇନ ମାନି କିପରି କାମ କରିବାକୁ ହେବ ସେଥିପାଇଁ...

ଅନାହାରରେ ଜୀବନ ଯିବା ପ୍ରସଙ୍ଗ ! କାରଣ ଖୋଜୁଛି ସ୍ୱତନ୍ତ୍ର ଟିମ୍

ନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): ପେଟକୁ ଦାନା ମୁଠେ ନପାଇ ପାହାଡ଼ ପର୍ବତ ବୁଲି ବୁଲି ରୋଜଗାର ଅନେଶ୍ୱଣ କରି ଶେଷରେ ଅନାହାରରେ ୪୬ବର୍ଷିଆ ମହିଳା ଦୁଖୀର ଚାଲିଗଲା...

ପୁରୀରେ ବାହୁଡା ପାଇଁ କର୍ଫ୍ୟୁ

୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ ଟା ପର୍ଯ୍ୟନ୍ତ କର୍ଫ୍ୟୁଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବାହୁଡ଼ାଯାତ୍ରା ପାଇଁ...