ଆମରାଜ୍ୟ

ଜିଲ୍ଲାର ଶ୍ରେଷ୍ଠ ଥାନା ଅଧିକାରୀ ଏସ୍‌ଆଇ ଦିପକ୍‌

ନୟାଗଡ଼଼ , (ପ୍ରବାହ ନ୍ୟୁଜ): କର୍ମ କରିଚାଲ ଆପେ ଆପେ ଫଳ ତୁମ ପଛେ ପଛେ ଆସିବ । ଫଳ ପାଇବାର ଆଶା ନେଇ କାମ କରନି,...

ଜଙ୍ଗଲ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି

ସଂରକ୍ଷିତ ଜଙ୍ଗଲରୁ ମାଟି ପଥର ଲୁଟ୍‌ଲୁଟୁଛନ୍ତି ମୂଲ୍ୟବାନ ଗଛସୁରକ୍ଷାକର୍ମୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀନୟାଗଡ଼଼ , (ପ୍ରବାହ ନ୍ୟୁଜ): କେତେକ ଜଙ୍ଗଲ ସୁରକ୍ଷାକର୍ମୀକୁ ହାତବାରେସି କରି ଜଙ୍ଗଲ, ପାହାଡରେ...

ନବଜାତ ଶିଶୁପୁତ୍ରର ମୃତ ଶରୀର ଉଦ୍ଧାର

ନୟାଗଡ଼଼ , (ପ୍ରବାହ ନ୍ୟୁଜ): ମା’ ମମତା ମୟୀ, ମା’ ଛୁଆମାନଙ୍କ ପାଇଁ ସ୍ୱର୍ଗ, ସ୍ନେହ ଆଦର ପସରା । କିନ୍ତୁ କେତେକ ମା’ ଅଛନ୍ତି ନିଜର...

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କୋଭିଡ୍ ସମୀକ୍ଷା

ନୟାଗଡ଼଼ , (ପ୍ରବାହ ନ୍ୟୁଜ୍‌): କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଶୁକ୍ରବାର ପୂର୍ବାହ୍ନରେ ନୟାଗଡ଼ ଗସ୍ତ କରି ନୟାଗଡ଼ ସର୍କିଟ୍ ହାଉସଠାରେ ପହଞ୍ôଚ ନୟାଗଡ଼...

ଅନାହାରରେ ଜୀବନଗଲା ଘଟଣା ରାଜ୍ୟ ସରକାରଙ୍କୁ ଅନ୍ଧାରରେ ରଖିଲା ଜିଲ୍ଲା ପ୍ରଶାସନ!

ନୟାଗଡ଼଼ , (ପ୍ରବାହ ନ୍ୟୁଜ୍‌): ମୋ ରାଜ୍ୟରେ କୌଣସି ଲୋକ ଭୋକ ଉପବାସରେ ଜୀବନ କାଟିବେ ନାହିଁ । ସମସ୍ତଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ...

୩୮ ଲକ୍ଷ ପିଲା ଅନ୍‌ଲାଇନ୍ ଶିକ୍ଷାଦାନରୁ ବଞ୍ଚିତ

କେବଳ ୬୧.୯୩% ପିଲାଙ୍କ ଘରେ ରହିଛି ଟିଭିଗଠନ ହୋଇଛି ୨, ୭୯, ୭୫୫ଟି ହ୍ୱାଟ୍‌ସଆପ୍ ଗ୍ରୁପ୩୧.୯୫% ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ ଫୋନରେ ଶିକ୍ଷା ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଶ୍ରେଣୀ...

ଧର୍ମପରାୟଣ ମହିଳାଙ୍କ ପରଲୋକ

କଟକ, (ପ୍ରବାହ ନ୍ୟୁଜ୍‌): କେଶରପୁର ଅଞ୍ଚଳର ଧର୍ମପରାୟଣ ମହିଳା ତଥା ସ୍ଥାନୀୟ ନିବାସୀ ଶଚୀନ୍ଦ୍ର ମହାପାତ୍ରା (ବାବୁଲି)ଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ମହାପାତ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ...

ରାଜଧାନୀରେ ଲକ୍‌ଡାଉନ୍ ଓ ଶଟ୍‌ଡାଉନ କମାଇଛି ଦୁର୍ଘଟଣା

୩ ମାସରେ ୬୬ ପ୍ରତିଶତ ହ୍ରାସପ୍ରଥମ ତ୍ରୈମାସରେ ୧୮୯ ଓ ଦ୍ୱିତୀୟରେ ୬୪ ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ରାଜଧାନୀରେ ଲକ୍‌ଡାଉନ ଓ ଶଟ୍‌ଡାଉନ କମାଇଛି ଦୁର୍ଘଟଣା ।...

ନିଯୁକ୍ତି ସୃଷ୍ଟି ହେଉ

ଅଭିମନ୍ୟୁ ମହାପାତ୍ର କରୋନା ମହାମାରୀ ଦେଶ ଓ ରାଜ୍ୟ ଅ ।ର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଛି । କହିବାକୁ ଗଲେ ଅ ।ର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି ।...

ଅଢ଼େଇ ବର୍ଷରେ ୧୪ ହାତୀ ମୃତ

ଭୁବନେଶ୍ୱର/କେନ୍ଦୁଝର, (ପ୍ରବାହ ନ୍ୟୁଜ୍‌): ବନ ବିଭାଗ ଅଧିକାରୀଙ୍କ ଖାମଖିଅ ।ଲ ମନୋଭାବ ଯୋଗୁ ଓଡିଶା ଏବେ ହାତୀଙ୍କ ଲାଗି ଅସୁରକ୍ଷିତ ସ୍ଥାନ ପାଲଟିଛି । ହାତୀ ସୁରକ୍ଷା...

ଚିନିଶିଳ୍ପରୁ ଯନ୍ତ୍ରାସଂ ଲୁଟ୍‌

ଚିନିଶିଳ୍ପରୁ ଯନ୍ତ୍ରାସଂ ଲୁଟ୍‌କ୍ରିୟାନୁଷ୍ଠାନ କମିଟି ସମ୍ମୁଖରେ ଧରା ପଡିଲା ଯନ୍ତ୍ରାସଂ ବୋଝେଇ ଗାଡିନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): ଜିଲ୍ଲା ପ୍ରଶାସନର ଅପାରଗତା ଯୋଗୁଁ ଶ୍ରୀହିନ ହେବାକୁ ବସିଛି ନୟାଗଡ଼...

କୋଭିଡ୍‌-୧୯ ସମୟରେ ଘରେ ଘରେ ପହଞ୍ଚାଉଛନ୍ତି ବ୍ୟାଙ୍କ ସେବା

ନିଆରା ବ୍ୟକ୍ତିତ୍ୱ ବାବୁଲାଲ୍‌କୋଭିଡ୍‌-୧୯ ସମୟରେ ଘରେ ଘରେ ପହଞ୍ଚାଉଛନ୍ତି ବ୍ୟାଙ୍କ ସେବାନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): କୋଭିଡ୍‌-୧୯ ପାଇଁ ଲାଗିରହିଥିବା ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ର ନିଆରା ବ୍ୟକ୍ତିତ୍ୱ । ବ୍ୟାଙ୍କରେ...

ଫୋକସ୍ ଫାଉଣ୍ଡେସନ୍ ତରଫରୁ ବୃକ୍ଷ ରୋପଣ

ନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): ସାରା ରାଜ୍ୟରେ ବନ ମହୋତ୍ସବ ପାଳିତ ହେଉଥିବା ବେଳେ ନୂଆଗାଁ ବ୍ଲକ୍ ଏଥିରୁ ବାଦ୍ ପଡିନି । ଗଛ ଲଗାଇବାର ପ୍ରୟାସ ପିଲାଟି...

ଦୁଇ ବାଲ୍ୟ ବିବାହ ବନ୍ଦ

ଚାଇଲ୍ଡ୍ ଲାଇନ୍ ଓ ପୋଲିସ ଚଢଉଦୁଇ ବାଲ୍ୟ ବିବାହ ବନ୍ଦନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): ନୟାଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଏବଂ ବିଭିନ୍ନ ସଂସ୍ଥା, ସଂଗଠନମାନଙ୍କରେ ବାଲ୍ୟ ବିବାହ...

ଦୁର୍ଦ୍ଦିନରେ ଗଣମାଧ୍ୟମ କର୍ମଚାରୀ

ଭୁବନେଶ୍ୱର, (ଅଭିମନ୍ୟୁ ମହାପାତ୍ର): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଚାଲିଥିଲା ତାଲା ବନ୍ଦ । ଏବେ ସାମୟିକ ଲକ୍‌ଡାଉନ୍ ଓ ଶଟ୍‌ଡାଉନ ମଧ୍ୟ...