ଆମରାଜ୍ୟ

୨ ଦିନରେ ଆଉ ୬ ଆକ୍ରାନ୍ତ ଚିହ୍ନଟ

ପାରମ୍ପରିକ ଉତ୍ସବ ଉପରେ କଟକଣା ଜାରିକଲେ ଜିଲ୍ଲାପାଳଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଗତକାଲି ଓ ଆଜି ୨ ଦିନରେ ମୋଟ ୬ କରୋନା ଆକ୍ରାନ୍ତ ଭଦ୍ରକ ଜିଲ୍ଳାରୁ ଚିହ୍ନଟ...

କାନ୍ତକବି ମଞ୍ଚପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା

ଭଦ୍ରକ(ପ୍ରବାହ ନ୍ୟୁଜ୍‌):. କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରେରଣାଦାୟୀ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ...

ମୋ ବସ୍‌ରେ ଡିଜିଟାଲ୍ ପେମେଣ୍ଟ ଅ।ଦାୟ

ଭୁବନେଶ୍ୱର, (ନି.ପ୍ର) : ମୋ ବସରେ ଅ ।ରମ୍ଭ ହେଲା ଡିଜିଟାଲ୍ ପେମେଣ୍ଟ । ଏହା ୨ଟି ରୁଟ୍ ପାଇଁ ଅ ।ରମ୍ଭ ହୋଇଛି । ଏହା...

ପୁଣି ଡିଏଲ୍ ଓ ଏଲଏଲ୍ ପାଇଁ ସ୍ଲଟ ବୁକିଂ ବାତିଲ କଲେ ପରିବହନ କମିସନର

ଭୁବନେଶ୍ୱର,(ନି.ପ୍ର) : ଅ ।ଜିଠାରୁ ଡ୍ରାଇଭିଂ ଲାଇସେନ୍ସ ( ଡିଏଲ୍‌) ଓ ଲର୍ଣ୍ଣିଂ ଲାଇସେନ୍ସ (ଏଲଏଲ) ପାଇଁ ସ୍ଲଟ ବୁକିଂ ହେ ବୋଲି ଗତକାଲି ପରିବହନ କମିସନର...

ରଜରେ କରୋନା ମାଡିବା ଅ।ଶଙ୍କା

ଭୁବନେଶ୍ୱର,(ନି.ପ୍ର) : ଲକଡାଉନ୍ କୋହଳ ପରେ ଜନ ସମାଗମ, ସାମାଜିକ ସମାବେଶ, ଯାନବାହାନ ଚଳାଚଳ, ଦୋକାନ ବଜାରରେ ଭିଡ଼ ଜମାଉଛନ୍ତି । ଗୋଟିଏ ଦିନ ପରେ ଓଡ଼ିଶାର...

କିମ୍‌ସ କୋଭିଡ ହସପିଟାଲରେ ହଜାରେ ରୋଗୀ ଚିକିତ୍ସିତ

ଭୁବନେଶ୍ୱର, (ନି.ପ୍ର) : କିମ୍‌ସ ଓଡ଼ିଶା କୋଭିଡ ହସପିଟାଲରେ ଜୁନ ୧୧ ସୁଦ୍ଧା ୧୦୨୦ ରୋଗୀ ଚିକିତ୍ସିତ ହୋଇଛନ୍ତି । ଓଡ଼ିଶାର ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସିତ...

ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ଜଷ୍ଟିସ୍ ସାବିତ୍ରୀ ରଥଙ୍କ ଶପଥ

କଟକ, (ନି.ପ୍ର) : ଓଡିଶା ହାଇକୋର୍ଟରେ ବିଚାରପତି ଭାବେ ଗୁରୁବାର ଜଷ୍ଟିସ୍ ସାବିତ୍ରୀ ରଥ ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟର ପୁରୁଣା କନ୍‌ଫରେନ୍ସ ହଲରେ ନିରାଡ଼ମ୍ବର...

ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ବାତିଲ

ଭୁବନେଶ୍ୱର, (ନି.ପ୍ର) : ଶିକ୍ଷା ବର୍ଷ ୨୦୧୯-୨୦ରେ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ବାକି ଥିବା ପରୀକ୍ଷା ବାତିଲ ହୋଇଛି । ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ...

ୟଙ୍ଗ୍ ଅର୍ବାନ ୱିମେନ୍ ଫୋରମ୍‌ର ପ୍ରତିନିଧିଙ୍କୁ ଡିଗିନିଟି କିଟ୍ ବିତରଣ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ମହିଳା ଓ ଯୁବତୀ ମାନଙ୍କର ଋତୁସ୍ରାବ ସଂକ୍ରାନ୍ତିୟ ଅନ୍ଧବିଶ୍ୱାସକୁ ଦୂର କରିବା, ପରିଷ୍କାର ଓ ପରିଚ୍ଛନ୍ନତାକୁ ଅଧିକ ପ୍ରାଧାନ୍ୟ ଦେବା ଲକ୍ଷ୍ୟରେ ଆକ୍ସନ୍‌ଏଡ୍‌,...

ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ସୀମାନ୍ତ ଜିଲାକୁ ପଙ୍ଗପାଳ ଅ ।ଲର୍ଟଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ରାଜ୍ୟରେ ସମ୍ଭାବ୍ୟ ପଙ୍ଗପାଳ ଉପଦ୍ରବ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯଇଛି...

ଶ୍ରୀ ଜଗନ୍ନାଥଙ୍କ ସେନାପଟା ଓ ବାହୁଟ ସେବା ପାଇଁ ପଠାଗଲା ବଉଳଗଛ

ସାକ୍ଷୀଗୋପାଳ, (ପ୍ରବାହ ନ୍ୟୁଜ୍‌): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରାରେ ସେବାପାଇଁ ମଙ୍ଗଳବାର ର୍ନିଜଳା ଏକାଦଶୀଦିନ ବଉଳ କାଠ ସାକ୍ଷୀଗୋପାଳରୁ ପଠାଯାଇଛି । କାହିଁ କେଉଁକାଳରୁ ପରମ୍ପରା...

ଦୁର୍ଦ୍ଦିନରେ ଦୁଗ୍ଧଚାଷୀ

ଭୁବନେଶ୍ୱର, (ନି.ପ୍ର) : ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କ୍ଷେତ୍ରରେ ଓମ୍ଫେଡର ଅଘୋଷିତ କଟକଣା ଏବେ ଘରୋଇ ଦୁଗ୍ଧ କମ୍ପାନୀ ଗୁହିକୁ ସୁହାଇଛି । ଓମ୍‌ମ୍ଫେଡ ଦ୍ୱାରା ଅନୁବନ୍ଧିତ...

ରାଜ୍ୟରେ ବଢୁଛି କଏଦୀ ସଂଖ୍ୟା

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ରାଜ୍ୟରେ ବର୍ତ୍ତମାନ ୮୬ଟି ଜେଲ୍ ରହିଥିବାବେଳେ ପ୍ରତିବର୍ଷ କଏଦୀଙ୍କ ସଂଖ୍ୟା ବଢ଼ି ଚାଲିଛି । ପୂର୍ବବର୍ଷ ତୁଳନାରେ ୨୦୧୯ରେ ପ୍ରାୟ ୬.୪୩ ପ୍ରତିଶତ...

ଲୁଟୁଛି ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥା

କଟକ, (ପ୍ରବାହ ନ୍ୟୁଜ୍‌): ମହାମାରୀ କରୋନା ଭୂତାଣୁ ସଂକ୍ରମଣ ପାଇଁ ସାରା େଦେଶ,ରାଜ୍ୟ ସହିତ ଜିଲ୍ଲ୍‌ା ଓ ସହର ଗୁଡିକରେ କୋକୁଅ । ଭୟ ଦିନକୁଦିନ ବଢିବାରେ...