ଆମରାଜ୍ୟ

ତୈଳ ଦରବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ଆହ୍ୱାନରେ ଖୋର୍ଦ୍ଧା ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ କଲା ନଗର କଂଗ୍ରେସ

ଖୋର୍ଦ୍ଧା : ୧୧/୬ (ପ୍ରବାହ ନିଉଜ୍) ପେଟ୍ରୋଲ ଓ ଡିଜେଲ ଏବଂ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରତିବାଦର ଆଜି ପ୍ରଦେଶ କଂଗ୍ରେସ ଦଳ ତରଫରୁ ରାଜ୍ୟର ବିଭିନ୍ନ ପେଟ୍ରୋଲ...

ଜନ୍ମ ଦିବସରେ ଜନତାଙ୍କ ପାଇଁ ରକ୍ତଦାନ କଲେ ବିଶିଷ୍ଟ ସମାଜସେବୀ

ଳାହାଣ୍ଡି ଜିଲ୍ଲାର ପରିଚିତ ମୁହଁ, ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ଙ୍କ ଆଜି ଜନ୍ମ ଦିବସ । ଜନ୍ମ ଦିବସକୁ ଲୋକେ ବିଭିନ୍ନ ଢ଼ଙ୍ଗରେ ଏପରିକି...

ଜିଲ୍ଳାପାଳଙ୍କ ଦ୍ୱାରା କୋଭିଡ୍ ସଚେତନତା ଅଭିଯାନ ରଥର ଶୁଭାରମ୍ଭ

ଖୋର୍ଦ୍ଧା : ୫/୬ (ପ୍ରବାହ ନିଉଜ୍) ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ୟୁନିସେଫର...

ଡାକ୍ତର ମନୋଜ ସାହୁଙ୍କୁ ସମ୍ମାନଜନକ “କାମରାଜର ଇନଷ୍ଟିଚୁଟ୍ ଅଫ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ-୨୦୨୧” ସମ୍ମାନ*

କୋରନା କାଳରେ ନିଜର ଜୀବନକୁ ବାଜି ଲଗାଇ ରୋଗୀଙ୍କ ଚିକିତ୍ସାରେ ନିଜକୁ ନିୟୋଜିତ କରୁଛନ୍ତି ଡାକ୍ତରମାନେ । ଏପରି ସମୟରେ ତାମିଲନାଡୁର ଥେନି ସ୍ଥିତ କାମରାଜର ଇନଷ୍ଟିଚୁଟ୍...

ବ୍ରାହ୍ମଣ ଓ ମୌଲାନା ଙ୍କୁ ବଣ୍ଟନ ହେଲା ଶୁଖିଲା ରାସନ୍ ।

କରୋନା କହର ରେ ଯେତେବେଳେ ସାରା ରାଜ୍ୟ କବଳିତ । ଏଭଳି ଏକ ଘଡିସନ୍ଧୀ ସମୟରେ ପୁଣି ସହଯୋଗ ର ହାତ ବଢ଼ାଇଛି ଜଜବା ଅନୁଷ୍ଠାନ ।...

କୋଭିଡ ମୁକାବିଲାରେ ୭୦ କୋଟି ବ୍ୟୟ କରିବ ଷ୍ଟେଟ ବ୍ୟାଙ୍କ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଦେଶରେ କରୋନା ମହାମାରୀ ସଂକ୍ରମଣର ମୁକାବିଲା ନିମନ୍ତେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୭୦ କୋଟି ଟଙ୍କା ବ୍ୟୟ କରୁଥିବା ସୂଚନା ମିଳିଛି ।...

୨୦୨୪-୨୫ ସୁଦ୍ଧା ଅ ।ସିବ ଉଡନ୍ତା ଟାକ୍ସି

ନୂଆଦିଲ୍ଲୀ, (ଏଜେନ୍ସି): ବିଜ୍ଞାନ ଓ ପ୍ରଯୁକ୍ତିର ଚମତ୍କାରିତା ବଳରେ ଖୁବଶୀଘ୍ର ରାସ୍ତାକୁ ଅ ।ସିବ ଉଡନ୍ତା ଟାକ୍ସି । ଫଳରେ ଏହାଦ୍ୱାରା ଟ୍ରାଫିକ ସଙ୍କେତ ନିକଟରେ ଦୀର୍ଘ...

ସଂକ୍ରମଣ କାଳରେ ଅସହାୟ ବର୍ଗଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ଜରୁରୀ

ନୂଆଦିଲ୍ଲୀ, (ଏଜେନ୍ସି): ମହିଳା, ଶିଶୁ, ବରିଷ୍ଠ ନାଗରିକ, ତଫସିଲଭୁକ୍ତ ଜାତି ଓ ଉପଜାତି ବର୍ଗର ଲୋକଙ୍କ ସମେତ ସମାଜର ସବୁ ଦୁର୍ବଳ ତଥା ଅସହାୟ ବ୍ୟକ୍ତିଙ୍କ ବିରୋଧରେ...

ମୁଣ୍ଡପିଛା ଆୟରେ ଭାରତକୁ ଟପିଲା ବାଂଲାଦେଶ

ନୂଆଦିଲ୍ଲୀ, (ଏଜେନ୍ସି): ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ମୁଣ୍ଡପିଛା ଅ ।ୟ କ୍ଷେତ୍ରରେ ବାଂଲାଦେଶଠାରୁ ପଛରେ ପଡିଯାଇଛି । ୨୦୨୦-୨୧ ଅ ।ର୍ଥିକ ବର୍ଷରେ ବାଂଲାଦେଶ...

ପାଣ୍ଡିଆନଙ୍କୁ ସମ୍ମାନଜନକ ପ୍ରସିଡେଣ୍ଟସ୍ ଅ।ୱାର୍ଡ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ରାଜ୍ୟରେ ହକିର ବିକାଶ ତଥା ଏହାକୁ ଅ ।ଗକୁ ବଢାଇବା ପାଇଁ ଉଲ୍ଳେଖନୀୟ ଅବଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି...

କୋଭିଡ ମୁକାବିଲାରେ ଆଗରେ ଓଡିଶା

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): କୋଭିଡ ମୁକାବିଲାରେ ପୁଣି ନବୀନ ସରକାରଙ୍କୁ ମିଳିଛି ପ୍ରଶଂସା । ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ପକ୍ଷରୁ ହୋଇଥିବା ଅନଲାଇନ୍ ସର୍ଭେରେ ସର୍ବାଧିକ...

କରୋନା ମହାମାରୀ କାଳରେ ଦୁଇ ରୋଗୀଙ୍କୁ ନୂଆ ଜୀବନ ଦେଲେ ସମ ହସ୍ପିଟାଲ ଡାକ୍ତର ମନୋଜ ସାହୁ ଓ ତାଙ୍କ ଟିମ୍‌*

କରୋନାର କଠୋର ସମୟରେ ଯେଉଁଠି ପ୍ରତ୍ୟକ ଦିନ ଜୀବନ ଚାଲି ଯାଉଛି, ସେହିଠାରେ ଗୋଟିଏ ଗୋଟିଏ ଜୀବନ ବଂଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଡାକ୍ତର ।...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା : ସାମ୍ବାଦିକଙ୍କୁ ଟୀକାକରଣ ପାଇଁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର : ୦୪/୦୫/୨୦୨୧: ସାରା ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ବର୍ତ୍ତମାନ ପୁଣି ଆଉ ଖୁସି ଖବର । ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ସାମ୍ବାଦିକ ମାନଙ୍କୁ...

+୨ ପରୀକ୍ଷା ବାତିଲ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ଶିକ୍ଷାର୍ଥୀ

ଖୋର୍ଦ୍ଧା : ୦୩/୦୫/୨୦୨୧ : ଯୁକ୍ତ ପରୀକ୍ଷା ବାତିଲ ଦାବିରେ ଖୋର୍ଦ୍ଧା ଅନୁଖଣ୍ଡ ଅଧୀନରେ ଥିବା ସମସ୍ତ ଜୁନିୟର କଲେଜରେ ଯୁକ୍ତଦୁଇ ପରୀକ୍ଷାକୁ ବାତିଲ କରିବା ଦାବିରେ...

ଆଇଏନ୍‌ଏସ୍ ଚିଲିକାରେ କୋଭିଡ ସଂକ୍ରମିତଙ୍କ ନିମନ୍ତେ ପ୍ରସ୍ତୁତ ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ସେଣ୍ଟର

ଖୋର୍ଦ୍ଧା : ୦୨/୦୪/୨୦୨୧: ସାରା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ଦ୍ରୁତଗତିରେ ବଢିଚାଲିଛି। ଦୈନିକ ସଂକ୍ରମଣ ସଂଖ୍ୟା ଏବେ ୪ ଲକ୍ଷ ଉପରେ ପହଞ୍ଚିଛି। ଏପଟେ...