ଆମରାଜ୍ୟ

ଉଠା ଜଳସେଚନ ପ୍ରକଳ୍ପ ନାଁରେ ସାଢେ ୧୨ଲକ୍ଷ ଚଳୁ ମସୁଧା

ନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): ବାଟବଣା ଯୋଜନାରେ, ବିକାଶ ଏଠି ସ୍ୱପ୍ନ । ପାଣି ପଞ୍ଚାୟତ ନାଁରେ ହରିଲୁଟ୍ ହେଉଛି ସରକାରୀ ଅର୍ଥ । ଅଧାବିଧା କାମରେ ପଡିରହୁଛି...

ସେବା ଉତ୍ସବ-୨୦୨୦ ଉଦ୍‌ଯାପିତ ଅନ୍ୟୁନତ ଲୋକଙ୍କ ଆଖିରେ ସ୍ୱପ୍ନ ଭରିଲା ଅନୁଷ୍ଠାନ

ନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): ଜୁଲାଇ ୧ରୁ ଆରମ୍ଭ ହୋଇଥିବା ସେବା ଉତ୍ସବ-୨୦୨୦ ବାହାଡାଝୋଲା ଅରବିନ୍ଦ ଶିକ୍ଷା ଅନୁଷ୍ଠାନ ପରିସରରେ ସେବା ଉତ୍ସବ ଅନୁଷ୍ଠାନର ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ...

ଅଣସଂଗଠିତ ଶ୍ରମିକ ମାନଙ୍କୁ ସରକାର ତୁରନ୍ତ ସାହାଯ୍ୟ କରନ୍ତୁ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ମହାମାରୀ କରୋନାର ତାଡନା, ସଟ୍‌ଡାଉନ୍ ଓ ଲକ୍‌ଡାଉନ୍ ଅଣସଂଗଠିତ ଶ୍ରମିକ ମାନଙ୍କୁ ଅଣନିଶ୍ୱାସୀ କରିସାରିଲାଣି । ଜୀବନଜୀବିକା ପାଇଁ ବଞ୍ଚିବାର ରାହା ଦିନକୁ...

ଦୁର୍ଗମ ଅଞ୍ଚଳରେ ସହାୟତା କରୁଛି ‘ପ୍ରହର’

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଅସହାୟ ଲୋକଙ୍କ ସମସ୍ୟାର ନିଦାନ ପାଇଁ ସମର୍ପିତ ଏକ ଅଣ-ସରକାରୀ ସଂସ୍ଥା, ପ୍ରହର (ପବ୍ଲିକ୍ ରେସ୍ପନ୍ସ ଏଗେନେଷ୍ଟ ହେଲ୍ପଲେସନେସ୍ ଏଣ୍ଡ ଏକସନ୍ ଫର୍...

ଏସ୍‌ବିଆଇର ୬୫ତମ ବ୍ୟାଙ୍କ ଦିବସ ପାଳିତ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ବୁଧବାର ତାର ୬୫ତମ ବ୍ୟାଙ୍କ ଦିବସ ପାଳନ କରିଛି । ଏହି ଅବସରରେ ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ବିଭିନ୍ନ ପ୍ରକାର...

ଏସ୍‌ବିଆଇ ଦ୍ୱାରା ଆନ୍ତର୍ଜାତୀୟ ଏମଏସଏମଇ ଦିବସ ପାଳିତ

ବିନା ସିକୁରିଟୀରେ ୨୦,୮୧୨ ଗ୍ରାହକଙ୍କୁ ୬୪୫ କୋଟି ଟଙ୍କା ମଞ୍ଜୁରଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଭାରତୀୟ ଷ୍ଟେଟ ବ୍ୟାଙ୍କ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଏମ.ଏସ.ଏମ.ଇ ଦିବସ ପାଳିତ ହୋଇ ଯାଇଛି...

ଶ୍ରାବଣ ସୋମବାରେ ମନ୍ଦିର ଯିବେନି କାଉଡ଼ିଆ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଅରମ୍ଭ ହେଉଛି ପବିତ୍ର ଶ୍ରାବଣର ପ୍ରଥମ ସୋମବାର । ଏହିଦିନ ଲକ୍ଷଲକ୍ଷ କାଉଡ଼ିଆ ପାଣି ନେଇ ବିଭିନ୍ନ ଶୈବପୀଠରେ ମହାପ୍ରଭୁ ଶିବଶଙ୍କରଠାରେ ଜଳ...

ଲକ୍‌ଡାଉନ ମାନୁ ନାହଁନ୍ତି ଲଭ୍ ବାର୍ଡସ

ମଲ୍ ବନ୍ଦ । ସିନେମା ହଲ୍ ବନ୍ଦ । ରେଷ୍ଟୁରାଣ୍ଟରେ ବସି ହେଉନି । ପାର୍କରେ ହଜାରେ କଟକଣା । ରୁମ୍‌କୁ କାହାକୁ ନ ଅ ।ଣିବା...

ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମନ୍ତ୍ର ଦେଲେ ନବୀନ ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ପୁରୀ ଅ ।ଜି ସାରା ଦୁନିଅ ।କୁ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ପୁରୀ ଅ ।ଜି ସାରା ଦୁନିଅ ।କୁ ବାଟ ଦେଖାଇଛି । କୋଭିଡ ଗାଇଡଲାଇନ ମାନି କିପରି କାମ କରିବାକୁ ହେବ ସେଥିପାଇଁ...

ଅନାହାରରେ ଜୀବନ ଯିବା ପ୍ରସଙ୍ଗ ! କାରଣ ଖୋଜୁଛି ସ୍ୱତନ୍ତ୍ର ଟିମ୍

ନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): ପେଟକୁ ଦାନା ମୁଠେ ନପାଇ ପାହାଡ଼ ପର୍ବତ ବୁଲି ବୁଲି ରୋଜଗାର ଅନେଶ୍ୱଣ କରି ଶେଷରେ ଅନାହାରରେ ୪୬ବର୍ଷିଆ ମହିଳା ଦୁଖୀର ଚାଲିଗଲା...

ପୁରୀରେ ବାହୁଡା ପାଇଁ କର୍ଫ୍ୟୁ

୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ ଟା ପର୍ଯ୍ୟନ୍ତ କର୍ଫ୍ୟୁଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବାହୁଡ଼ାଯାତ୍ରା ପାଇଁ...

୫ ଆଇଏଏସଙ୍କୁ ସବ୍ କଲେକ୍ଟର ନିଯୁକ୍ତି

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ୨୭ ଜୁନ୍ - ରାଜ୍ୟ ସରକାର ଓଡ଼ିଶା କ୍ୟାଡ଼ରର ୨୦୧୭ ବ୍ୟାଚର ୫ଜଣ ଆଇଏଏସଙ୍କୁ ସବ୍ କଲେକ୍ଟର ଭାବେ ନିଯୁକ୍ତି ମିଳିଛି ।...

କଟକରେ କରୋନା ମୁକାବିଲା : ସହଯୋଗ କରୁଛନ୍ତି ସାହି ପୂଜା କମିଟି

ଭୁବନେଶ୍ୱର/କଟକ, (ପ୍ରବାହ ନ୍ୟୁଜ୍‌): କଟକ ସହରରେ କୋଭିଡ୍‌-୧୯ ନିୟନ୍ତ୍ରଣ ପାଇଁ କଟକ ମହାନଗର ନିଗମ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କଟକ ସହରର ୫୯ଟି...

You may have missed