ଆମରାଜ୍ୟ

ଜୁନ ୧୯ ଓ ୨୬ରେ ସମବାୟ ସମିତି ନିର୍ବାଚନ, ସୂଚନା ଦେଲେ ରାଜ୍ୟ ସମବାୟ ନିର୍ବାଚନ କମିସନର

ଭୁବନେଶ୍ବର: ଆସନ୍ତା ଜୁନ ୧୯ ଓ ୨୬ ତାରିଖରେ ୭୦୭୬ ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ହେବ ବୋଲି ରାଜ୍ୟ ସମବାୟ ନିର୍ବାଚନ କମିସନର ସୁନ୍ଦରଲାଲ...

ଶ୍ରୀମନ୍ଦିର ପ୍ରତି ଯେଉଁ ବିପଦ ଆଶଙ୍କା କରାଯାଉଛି ସେମିତି କିଛି କ୍ଷତି ହେବ ନାହିଁ: ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ବର: ଶ୍ରୀମନ୍ଦିର ଚାରିପାର୍ଶ୍ବରେ ଗାତ ଖୋଲିବାକୁ ନେଇ ବିବାଦ ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ ନିଜର ବିବୃତ୍ତି ରଖିଛନ୍ତି। ଶ୍ରୀ...

ଦୁଇଦିନିଆ ଭାରତ ବନ୍ଦ: ସାମିଲ୍ ହେଲାନି ପେଟ୍ରୋଲିମ୍ ଡିଲର ସଂଘ

କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ସଂଗଠନ ପକ୍ଷରୁ ବିକ୍ଷୋଭ ଓ ରେଳରୋକ ଭୁବନେଶ୍ବର: ୧୨ ଦଫା ଦାବି ନେଇ ଆଜିଠୁ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ସଂଗଠନ ପକ୍ଷରୁ ଦୁଇଦିନିଆ...

ରାଉରକେଲାର ନିର୍ମାଣାଧୀନ ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ

ରାଉରକେଲା: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଉରକେଲାର ବିପିୟୁଟି ପରିସରରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରିଛନ୍ତି।  ତାଙ୍କ ସହ...

ଆଜିଠାରୁ ଆରମ୍ଭ ହେଲା ୧୨ ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ

ଭୁବନେଶ୍ୱର: ଆଜିଠାରୁ ୧୨ ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ ରାଜ୍ୟ ବ୍ୟାପି ଆରମ୍ଭ ହୋଇଛି। ରାଜ୍ୟର ୫୪ ଟି କେନ୍ଦ୍ରରେ ପ୍ରଥମେ ଆଜି ଟିକାକରଣ ଆରମ୍ଭ...

ଚିଲିକା ବିଧାୟକ ବିଜେଡିରେ ନାହାନ୍ତି, ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ: ସସ୍ମିତ ପାତ୍ର

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଗତକାଲି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡ଼ି ମଡ଼ାଇବା ଘଟଣାକୁ କେନ୍ଦ୍ର କରି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ମୁହଁ...

ସିଏମ୍‌ସିର ୪୯୦ କୋଟି ବଜେଟ୍‌କୁ ଅନୁମୋଦନ, ଗତବର୍ଷ ତୁଳନାରେ ଏବର୍ଷ ୩୦ କୋଟି ଆୟ ହ୍ରାସ

କଟକ: କଟକ ମହାନଗର ନିଗମର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଚିଠା ବଜେଟ ପ୍ରସ୍ତୁତ ହୋଇଛି। ଏଥିର ବଜେଟର ଆକାର ୪୯୦ କୋଟି ଟଙ୍କା ଛୁଇଁଛି। ସିଏମ୍‌ସିର ବିଭିନ୍ନ...

ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡର ଜେନେରାଲ ମ୍ୟାନେଜରଙ୍କ ଘର ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦର୍ଜୀ। ଆଜି ତାଙ୍କର ସମ୍ବଲପୁର ଜିଲ୍ଲାର ବୁର୍ଲା କର୍ପୋରେଟ୍...

ଏପ୍ରିଲ ୨୯ରୁ ମେ’ ୬ ତାରିଖ ଯାଏ ମାଟ୍ରିକ ପରୀକ୍ଷା

ଭୁବନେଶ୍ବର: ଏପ୍ରିଲ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଦିନ ୧୨ଟାରେ ମାଟ୍ରିକ ପରୀକ୍ଷା...

ଡକାୟତି ଯୋଜନା ପୂର୍ବରୁ ଖୋର୍ଦ୍ଧାରୁ ରାଜପଥ ଲୁଟେରା ଗ୍ୟାଙ୍ଗ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ମୋନାଲିସା ଇଂଲିଶ ମିଡିୟମ ସ୍କୁଲ ପଛ ପଟ ଟିଏଲସି ପଡ଼ିଆରୁ ପାଞ୍ଚ କୁଖ୍ୟାତ ଡ଼କାୟତଙ୍କୁ ଗିରଫ କରିଛି ପୋଲିସ । ବିଳମ୍ବିତ...

ସମାଜସେବୀ ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶାର ସମାଜସେବୀ ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ ।  ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୁତି...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପରେ ସୁବର୍ଣ୍ଣପୁର ର ଜଳପରି ଅର୍ପିତାକୁ ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ

ସୁବର୍ଣ୍ଣପୁର ୫/୩ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ନିବାସୀ ପ୍ରଶାନ୍ତ ସେଠୀ ଓ ରଶ୍ମିତା ସେଠୀଙ୍କ ଝିଅ ରାଧାରାଣୀ ରାଜେଶ୍ବରୀ ସେଠୀ ଓରଫ୍ ଅର୍ପିତା ସେଠୀ(୬) ଏତେ...

ରାଜଧାନୀରୁ ଧରାପଡିଲା ୧୨ କୋଟି ଟଙ୍କାର ସୁନା, ଟ୍ରେନ ଯୋଗେ ମୁମ୍ବାଇରୁ ଆସିଥିଲା ୩୨ କିଲୋଗ୍ରାମରୁ ଅଧିକ ସୁନା

ଭୁବନେଶ୍ୱର: ରେଳଷ୍ଟେସନରୁ ଧରାପଡିଲା ପ୍ରାୟ ୩୨କିଲୋଗ୍ରାମରୁ ଅଧିକ ଓଜନର ସୁନା | ଏହି ସୁନାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହୋଇଥିବାବେଳେ ସୁନା ଅଳଙ୍କାରଗୁଡିକ ମୁମ୍ବାଇରୁ...

ସମ୍ବଲପୁର: ବିଜେଡି ୧୬ ଓ ବିଜେପି ୨ଟି ଜିଲ୍ଲା ପରିଷଦ ଆସନରେ ବିଜୟୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଗତକାଲି ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଜିଲ୍ଲା ପରିଷଦ ପାଇଁ ଭୋଟଗଣତି  ୯ଟି ଜୋନକୁ ନେଇ ହୋଇଥିଲା। ଏଥିରେ ବିଜେଡି ୭ଟି ଜୋନରେ...

ଗଜପତି ଜିଲ୍ଲାର ୪ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି ଆଗୁଆ, ୩ଟିରେ କଂଗ୍ରେସ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିବା ଦେଖାଯାଉଛି। ଆଜି ସକାଳ ୮ଟାରୁ ଭୋଟ ଗଣତି ଜାରି...