ରଥଯାତ୍ରା ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ଏବଂ ‘୮ବର୍ଷର କ୍ଷେବା, ସୁଶାସନ ଓ ଗରିବ କଲୟାଣ’ ପ୍ରଦଶଷନୀଉଦଘାଟିତ
ଭୁବନେଶ୍ବର/ପୁରୀ, ୦୧।୦୭ :ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀ ଠାରେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଂଚାର ବ୍ୟୁରୋ ପକ୍ଷରୁ ଆୟୋଜିତ...
