ଟିକିରି, କାଶୀପୁର ଅଞ୍ଚଳରେ ଡାଇରିଆ ନିୟନ୍ତ୍ରଣ ଦିଗରେ ଉତ୍କଳ ଆଲୁମିନାର ପ୍ରୟାସ
ଭୁବନେଶ୍ୱର/ଟିକିରି: ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଏହାର ପାରିପାଶ୍ୱର୍ିକ ଗ୍ରାମଗୁଡିକରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ...
