ବାଲୁଗାଁ ସାନ୍ତରାପୁରରେ ଶ୍ରୀ ଶ୍ରୀ ଦଧିବାମନ ଦେବଙ୍କ ଝୁଲଣ ଯାତ୍ରା ମହାଡମ୍ବରରେ ପାଳିତ
ଖୋର୍ଦ୍ଧା ଜିଲ୍ଲା ଚିଲିକା ବାଲୁଗାଁ (ସାନ୍ତରାପୁର ରେ )ମହାଆଡମ୍ବରର ସହିତ ଝୁଲଣ ଯାତ୍ରା ପାଳିତ ହେଉଛି. ଏହି ଉତ୍ସବରେ ମନ୍ଦିରର ତଷ୍ଟି ତ୍ରିନାଥ ପଣ୍ଡା ଓ ସମ୍ପାଦକ...
ଖୋର୍ଦ୍ଧା ଜିଲ୍ଲା ଚିଲିକା ବାଲୁଗାଁ (ସାନ୍ତରାପୁର ରେ )ମହାଆଡମ୍ବରର ସହିତ ଝୁଲଣ ଯାତ୍ରା ପାଳିତ ହେଉଛି. ଏହି ଉତ୍ସବରେ ମନ୍ଦିରର ତଷ୍ଟି ତ୍ରିନାଥ ପଣ୍ଡା ଓ ସମ୍ପାଦକ...
ଭୁବନେଶ୍ୱର, ୮ ।୮: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି । ଏଥିରେ...
ନୁଆଦିଲ୍ଲୀ: ବିଜେଡିର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ମିଳିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ।ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟଭାବେ ଶ୍ରୀ...
ଭୁବନେଶ୍ୱର: ବିଶ୍ୱ ସ୍ତନ୍ୟପାଳନ ସପ୍ତାହ ଅଭିଯାନ ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ସ୍ତନ୍ୟପାନର ଫାଇଦା ସମ୍ପର୍କରେ ସଚେତନତା ବୃଦ୍ଧି ଘଟାଇବା...
ଭୁବନେଶ୍ୱର: ଏଣିକି ହୃଦ୍ଘାତ ହୋଇଥିବା ରୋଗୀଙ୍କୁ ବଞ୍ଚାଇବା ସହଜ ହେବ । ସ୍ଥାନ, କାଳ ଓ ସମୟ ଭିତ୍ତିରେ ଅନେକ ବ୍ୟକ୍ତି ହୃଦ୍ଘାତର ସମ୍ମୁଖୀନ ହୋଇଥାନ୍ତି ।...
ଖୋର୍ଦ୍ଧା(ନିପ୍ର,)ଖୋର୍ଦ୍ଧା ପ୍ରକଳ୍ପ ନିର୍ଦେଶକ ଆତ୍ମା ସହଯୋଗ ରେ ଖୋର୍ଦ୍ଧା ବ୍ଲକ ପଲ୍ଲା ତୋଟାପଡା ପଂଚାୟତ କାର୍ଯ୍ୟାଳୟ ପରିସରରେ ଥିବା ମହିଳା ମହାସଂଘ ଗୃହରେ ଆଗ୍ରହୀ ମହିଳା ସ୍ୱୟଂ...
‘ସତ୍ୟ, ଶିବ ଓ ସୁନ୍ଦର ମନ୍ତ୍ର ଆପଣାଇଲେ ପାଠକୀୟ ଆଦୃତି ମିଳିବ’ଖବରକାଗଜର ସ୍ୱାତନ୍ତ୍ରତା ସବୁଦିନ ରହିବ: ପ୍ରଦୀପ ଅମାତପ୍ରଶ୍ନ କରିବାର ଅଧିକାର ବ୍ୟାହତ ନ ହେବା ଭଲ:...
ଓଡ଼ିଶାରେ ବିଭିନ୍ନ ଜଳସେଚନ ପ୍ରକଳ୍ପର ସ୍ଥିତି ଏବଂ ଭାରତ ସରକାରଙ୍କ ବିଭିନ୍ନ ଜଳସେଚନ ଯୋଜନା ଅଧୀନରେ ରାଜ୍ୟକୁ ମିଳୁଥିବା ଲାଭ ସମ୍ପର୍କରେ ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି...
ରାୟଗଡ଼ା: ୦୪/୦୮(ନି. ପ୍ର):- “ଯତ୍ନଶୀଳ ମନୁଷ୍ୟ ହିଁ ସର୍ବୋକୃଷ୍ଠ ସୁରକ୍ଷା” ଏହାକୁ ପ୍ରମାଣିତ କରିବା ପାଇଁ ସଂକଳ୍ପ ବଦ୍ଧ ହୋଇଛନ୍ତି ଥେରୁବାଲି ସ୍ଥିତ ଇମ୍ଫା କମ୍ପାନୀ । ...
ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ପକ୍ଷରୁ ଅନୁଗୁଳ ଜିଲ୍ଲାର ବଇଣ୍ଡାଠାରେ ରାଜ୍ୟର ୩୪୦ତମ ଶାଖାକୁ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଏ. ଉଦୟ ଭାଷ୍କର ରେଡ୍ଡୀ ଉଦ୍ଘାଟନ...
ଭୁବନେଶ୍ୱର, ୨ ।୮: କ୍ୟୁସିଆଇ ନାବେଟ ର୍ୟାଙ୍କିଂରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍ ପଲିଟେକ୍ନିକ୍ ଓଡ଼ିଶାର ପ୍ରଥମ ସ୍ଥାନ ଅଧିକାର କରିଛି। ସଂପ୍ରତି ଗୁଣାତ୍ମକ ଶିକ୍ଷା...
•ଭୂତ୍ତଳ ଜଳ ଉତ୍ତୋଳନକୁ ଶୂନ୍ୟ ସ୍ତରକୁ ନେବା ପାଇଁ ଯୋଜନା•୨୦୩୦ ସୁ୍ଦ୍ଧା ଭୁପୃଷ୍ଠ ଜଳ ବ୍ୟବହାର ୩୦ ପ୍ରତିଶତ ହ୍ରାସ କରିବା•ଜଳ ପରିଚାଳନା ପାଇଁ ଡିଜିଟାଲ ଡାସବୋର୍ଡ଼...
ଭୁବନେଶ୍ବର: ଭୁବନେଶ୍ୱରର ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଅଭିନେତା ପପୁ ପମପମ୍ ଓ ତାଙ୍କର ସହଯୋଗୀ ଗିଟୁ। ପୋକ୍ସୋ କୋର୍ଟ ଉଭୟଙ୍କୁ କ୍ଲିନଚିଟ୍...
ଭୁବନେଶ୍ୱର ୧/୮/୨୨: ଫୁସଫୁସ୍ ରୋଗ ଚିକିତ୍ସାରେ ଜେନେଟିକ ପରୀକ୍ଷାଷ୍ଟେରିଓଟାକ୍ଟିକ୍ ବଡିରେଡିଓ ଥେରାପ, ଥାଇରଇଡ କ୍ୟାନ୍ସର ଡଗ୍ର ଡେଲିଭରି ମେକାନିଜିମ୍ର ସଂଯୋଗିକରଣ ଏବଂ ଇମ୍ୟୁନୋଥେରାପି ସହ ନୂତନ ଗବେଷଣା...
ଭୁବନେଶ୍ୱର: ଭାରତର ଅଗ୍ରଣୀ ଇସ୍ପାତ ନିର୍ମାତା ଓ ଖଣି ସଂସ୍ଥା ରୁଙ୍ଗ୍ଟା ମାଇନ୍ସ ଲିମିଟେଡ୍ (ଆର୍ଏମ୍ଏଲ୍) ପକ୍ଷରୁ ଏହାର ସିଏସ୍ଆର୍ ଅଭିଯାନର ଅଂଶ ସ୍ୱରୂପ ବଡ଼ବିଲ୍ରେ ଏକ...