ଆମରାଜ୍ୟ

ଖୋର୍ଦ୍ଧା ସମବାୟ ସମିତି କାର୍ଯ୍ୟାଳୟର ପାରିପାର୍ଶ୍ବିକ ପରିସ୍ଥିତି ଶୋଚନୀୟ : ଭୟଭୀତ ଅବସ୍ଥାରେ କର୍ମଚାରୀ : ସାର ଓ ବିହନରୁ ବଞ୍ଚିତ ଅନେକ ଚାଷୀ

ଖୋର୍ଦ୍ଧା : ୩/୮(ପ୍ରବାହ ନିଉଜ୍) : ଖୋର୍ଦ୍ଧା ଜିଲ୍ଲାର ଚାଷୀ ମାନଙ୍କ କାରବାରର ମୁଖ୍ୟ ମାଧ୍ୟମ ହୋଇଥିବା ଖୋର୍ଦ୍ଧା କେନ୍ଦ୍ର ସମବାୟ ସମିତିର ଜିଲ୍ଲା ବ୍ୟାପୀ ଶାଖା...

କାଇପଦର ବୋଖାରୀ (ପିରବାବା) ପୀଠର ଉନ୍ନତିକରଣ ଆରମ୍ଭ : ଦରଘା ସମ୍ମୁଖରୁ ଜବର ଦଖଲ ଉଛେଦ

ଖୋର୍ଦ୍ଧା : ୩୦/୦୭(ପ୍ରବାହ ନିଉଜ୍) ଓଡିଶା ସରକାର ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ଉନ୍ନତି କରଣ ପାଇଁ ପଦକ୍ଷେପ ଗ୍ରହଣ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଥିବା ବେଳେ...

ଖୋର୍ଦ୍ଧା ଜିଲ୍ଲା ବିଜେଡିର କାର୍ଯ୍ୟକାରିଣୀ ତଥା ସାଙ୍ଗଠନିକ ବୈଠକ ପୋଷ୍ଟରରେ ନିଜ ଫଟୋ ନଦେଖି ବିଧାୟକ କ୍ଷବ୍ଧ

ଖୋର୍ଦ୍ଧା : ୨୩/୦୭(ପ୍ରବାହ ନିଉଜ୍) ଖୋର୍ଦ୍ଧା ଜିଲ୍ଲା ବିଜେଡି ପକ୍ଷରୁ କାର୍ଯ୍ୟକାରିଣୀ ତଥା ସାଙ୍ଗଠନିକ ବୈଠକ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।  ଏହି...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ବିଜେପିର ବ୍ଲକ୍ ଅଫିସ ଘେରାଉ

ଖୋର୍ଦ୍ଧା : ୦୯/୦୭(ପ୍ରବାହ ନିଉଜ୍) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଵ ଭାରତୀୟ ସ୍ତରରେ ଏକ ଜନ କଲ୍ୟାଣକାରୀ ଯୋଜନା ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାକୁ...

ଓଡ଼ିଶା ଡ୍ରାଇଭର ମହାସଂଘର ଅଭିନବ ପ୍ରୟାସ :: ଗାଡିଚାଳକଙ୍କୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଖୋର୍ଦ୍ଧା : ୦୪/୦୭(ପ୍ରବାହ ନିଉଜ୍) କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରି ରଖିଥିବା ବେଳେ ସାରା ଦେଶ ଜଟିଳ ପରିସ୍ଥିତି ମଧ୍ୟରେ ଗତି କରୁଥିବା ବେଳେ...

ସ୍ନାନ ପୂର୍ଣ୍ଣିମାରେ ପୂର୍ଣବିଗ୍ରହ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିରାଡ଼ମ୍ବର ସ୍ନାନଯାତ୍ରା

ଖୋର୍ଦ୍ଧା : ୨୪/୦୬(ପ୍ରବାହ ନିଉଜ୍) ଭକ୍ତ ଓ ଭଗବାନଙ୍କ ଭାବଭକ୍ତିର ପବିତ୍ର ସମ୍ପର୍କ ଭିତରେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ପୁର୍ଣିମା ଦିନ ଅପେକ୍ଷାରତ ଶ୍ରଦ୍ଧାଳୁ...

ପରଲୋକରେ ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ର

ଭୁବନେଶ୍ୱର : ୧୯/୦୬(ପ୍ରବାହ ନିଉଜ୍) ବିଶିଷ୍ଠ ଓଲିଉଡ୍‌ ସିଙ୍ଗର ତପୁ ମିଶ୍ରଙ୍କ ପରଲୋକ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତପୁ ମିଶ୍ରଙ୍କ ଦେହାନ୍ତ...

ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ରକ୍ତଦାନ ଶିବିର

ଭୁବନେଶ୍ୱର,Prabaha news ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ କୋରାନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂରକରିବା ପାଇଁ ବିଜୁ ଯୁବ ଜନତା ଦଳ ତରଫରୁ ଓଡିଶା...

ରିଷ୍ଠ ବ୍ୟୁରୋକ୍ରାଟ୍ ଓ ସାରସ୍ୱତ ସ୍ରଷ୍ଟା
ବିଷ୍ଣୁପଦ ସେଠୀଙ୍କ କବିତା ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ବରିଷ୍ଠ ବ୍ୟୁରୋକ୍ରାଟ୍ ବିଷ୍ଣୁପଦ ସେଠୀଙ୍କର ଏକ କବିତା ପୁସ୍ତକ ଉନ୍ମୋଚିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉନ୍ମୋଚନ କରିଛନ୍ତି ।...

“ଘରୋଇ ପରିଚାରିକାଙ୍କ ସାମାଜିକ ନିରାପତ୍ତାକୁ ସୁଦୃଢ କରାଯାଉ’

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଅ ।ନ୍ତର୍ଜାତିକ ଘରୋଇ ପରିଚାରିକା ଦିବସ ଅବସରରେ ସିସିଡବ୍ଲ୍ୟୁଡି ଓ ଅ ।କ୍ସନ୍‌ଏଡ୍‌ଙ୍କ ମିଳିତ ଅ ।ନୁକୁଲ୍ୟରେ ସ୍ଥାନୀୟ ମଣ୍ଡପ ବସ୍ତିଠାରେ ଏକ...

ଧରାପଡ଼ିଲେ ଡକାୟତ ଗ୍ୟାଙ୍ଗ ୭ ସଦସ୍ୟ

ଧରାପଡ଼ିଲେ ଡକାୟତ ଗ୍ୟାଙ୍ଗ ୭ ସଦସ୍ୟଚର୍ଚ୍ଚିତ ଗଡ଼ଖୋର୍ଦ୍ଧା ମନ୍ଦିର ଚୋରି ସହ ଏକାଧିକ ମାମଲାରେ ସମ୍ପୃକ୍ତଖୋର୍ଦ୍ଧା, (ପ୍ରବାହ ନ୍ୟୁଜ୍‌): ଖୋର୍ଦ୍ଧା ଓ ଅ ।ଖପାଖ ଅଞ୍ଚଳରେ ଗତ...

କିସ୍‍ ବିଶ୍ୱବିଦ୍ୟାଳୟ ଓ ଜି.ଏମ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମିଳିତ ସହଯୋଗକିସ୍‍ ବିଶ୍ୱବିଦ୍ୟାଳୟ ଓ ଜି.ଏମ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମିଳିତ...

ଜନଶୂନ୍ୟ ବେଗୁନିଆ ରେଳ ଷ୍ଟେସନ

ବେଗୁନିଆ ,prabaha news-ପ୍ରତିଦିନ ଲୋକମାନଙ୍କର କୋଳାହଳମୟ ସାଙ୍ଗକୁ ଟ୍ରେନ ଚାଲିବାର ଶବ୍ଦ ପରିବେଶକୁ ଚଳଚଞ୍ଚଳ କରୁଥିଲା । ହେଲେ ସଂପ୍ରତି ମହାମାରୀ କରୋନା ଯୋଗୁଁ ନୀରବତା ବିରାଜମାନ କରି...

ତୈଳ ଦରବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ଆହ୍ୱାନରେ ଖୋର୍ଦ୍ଧା ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ କଲା ନଗର କଂଗ୍ରେସ

ଖୋର୍ଦ୍ଧା : ୧୧/୬ (ପ୍ରବାହ ନିଉଜ୍) ପେଟ୍ରୋଲ ଓ ଡିଜେଲ ଏବଂ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରତିବାଦର ଆଜି ପ୍ରଦେଶ କଂଗ୍ରେସ ଦଳ ତରଫରୁ ରାଜ୍ୟର ବିଭିନ୍ନ ପେଟ୍ରୋଲ...

ଜନ୍ମ ଦିବସରେ ଜନତାଙ୍କ ପାଇଁ ରକ୍ତଦାନ କଲେ ବିଶିଷ୍ଟ ସମାଜସେବୀ

ଳାହାଣ୍ଡି ଜିଲ୍ଲାର ପରିଚିତ ମୁହଁ, ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ଙ୍କ ଆଜି ଜନ୍ମ ଦିବସ । ଜନ୍ମ ଦିବସକୁ ଲୋକେ ବିଭିନ୍ନ ଢ଼ଙ୍ଗରେ ଏପରିକି...