ଓଡ଼ିଶାରେ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ସମୟରେ କଳିଙ୍ଗ ଷ୍ଟାଡିୟମ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ଲାଗି ଟିପିସିଓଡିଏଲ୍ ପ୍ରସ୍ତୁତ
ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ଲାଗି ବହୁ ଫିଡର ଉତ୍ସ ଚିହ୍ନଟ ବିଦ୍ୟୁତ୍ ସୁରକ୍ଷା ପଦକ୍ଷେପ ଓ ପ୍ରତ୍ୟକ୍ଷ ରକ୍ଷଣାବେକ୍ଷଣ କାର୍ଯ୍ୟ ଗ୍ରହଣ କରାଯାଇଛି ଯେକୌଣସି...
