କୁକୁର କାମୁଡିଥିବା ଗାଈ କ୍ଷୀରରେ ପ୍ରସ୍ତୁତ ପ୍ରସାଦ ଖାଇ ଗ୍ରାମବାସୀ ଆତଙ୍କିତ, ଲସର୍ଦ୍ଦା ଗ୍ରାମରେ ପହଁଚିଲେ ଡାକ୍ତରୀ ଦଳ
ବଡ଼ବିଲ,୧୯/୧ (ଧରଣୀଧର ମହାନ୍ତ): କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଲାଣି ପଞ୍ଚାୟତର ଲସର୍ଦା ଗ୍ରାମରେ କୁକୁର କାମୁଡା ଗାଈ କ୍ଷୀରରେ ପ୍ରସ୍ତୁତ ପ୍ରସାଦ ସେବନ କରି ଗ୍ରାମବାସୀ...
