ଆମରାଜ୍ୟ

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଧାଡ଼ି ବୃକ୍ଷ ରୋପଣ ଅଭିଯାନ ପରିଚାଳିତ

ଝାରସଗୁଡ଼ା, ୧୪ ନଭେମ୍ବର, ୨୦୨୨: ବେଦାନ୍ତ ଆଲୁମିନିୟମ, ଭାରତର ବୃହତ ଆଲୁମିନିୟମ ନିର୍ମାତା ରାଜ୍ୟ ରାଜମାର୍ଗ ପାଶ୍ୱର୍ରେ ୧୦ କିମି ବ୍ୟାପୀ ଧାଡ଼ି ବୃକ୍ଷରୋପଣ କରିଛି ।...

ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ : ସ୍ଥାୟୀ ନିଯକ୍ତିରୁ ବାଦ୍ ପଡିଛନ୍ତି ଖୋର୍ଦ୍ଧା ଜିଲ୍ଲାର ସ୍ବାସ୍ଥ୍ୟ ଠିକା କର୍ମଚାରୀ

ଖୋର୍ଦ୍ଧା:୧୩/୧୧(ପ୍ରବାହ ନିଉଜ)  ରାଜ୍ୟରୁ ଠିକା ନିଯୁକ୍ତି ପ୍ରକ୍ରିୟାକୁ ଶେଷ କରିବାର ଐତିହାସିକ ନିଷ୍ପତି ଓଡ଼ିଶା ସରକାରଙ୍କ ଦ୍ଵାରା ନିଆଯାଇ ୫୭ହଜାର ଠିକା କର୍ମଚାରୀଙ୍କୁ ସ୍ଥାୟୀ ଭାବେ ନିଯୁକ୍ତ...

ଟାଟା ଷ୍ଟିଲ ମାଇନିଂର ଫେରୋ ଆଲୟେଜ କାରଖାନା କଳିଙ୍ଗ ସୁରକ୍ଷା ଉତ୍କର୍ଷତା ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର, ନଭେମ୍ବର ୧୨, ୨୦୨୨: ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍‌ଏମ୍‌ଏଲ୍‌) ର ଗୋପାଳପୁର ଓ ଆଠଗଡ଼ଠାରେ ଅବସ୍ଥିତ ଫେରୋ ଆଲୟେଜ କାରଖାନାକୁ ଗୁଣବତ୍ତା ଓ ପରିବେଶ...

ଷ୍ଟେଟ  ବ୍ୟାଙ୍କରେ ସତର୍କତା ସଚେତନତା ସପ୍ତାହ-2022 ପାଳନ

ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଲ ତରଫରୁ ସତର୍କତା ସଚେତନତା ସପ୍ତାହ-2022 ତା 31 ଅକ୍ଟୋବର 2022 ରୁ 06 ନଭେମ୍ବର 2022 ପର୍ଯ୍ୟନ୍ତ  ପାଳନ ହୋଇଯାଇଛି...

ଟାଟା ଷ୍ଟିଲ ମାଇନିଂର ଫେରୋ ଆଲୟେଜ କାରଖାନା କଳିଙ୍ଗ ସୁରକ୍ଷା ଉକôର୍ଷତା ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର, ନଭେମ୍ବର ୧୨, ୨୦୨୨: ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍) ର ଗୋପାଳପୁର ଓ ଆଠଗଡ଼ଠାରେ ଅବସ୍ଥିତ ଫେରୋ ଆଲୟେଜ କାରଖାନାକୁ ଗୁଣବତ୍ତା ଓ ପରିବେଶ...

ଟିପିଏସ୍ଓଡିଏଲ୍ ପକ୍ଷରୁ ସୁରକ୍ଷା ଓ କୌଶଳ ବିକାଶ ପ୍ରତିଷ୍ଠାନ “ଟିଏସ୍ଏସ୍ଡିଆଇ” ଉଦଘାଟିତ

• ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ କର୍ମଚାରୀ ଏବଂ ବ୍ୟବସାୟ ସହଯୋଗୀଙ୍କ ସୁରକ୍ଷା ସମ୍ପର୍କିତ କୌଶଳ ବିକାଶକୁ ସୁନିଶ୍ଚିତ କରାଯିବ ବ୍ରହ୍ମପୁର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ...

‘ଜାତୀୟ ଶିକ୍ଷା ଦିବସ’ରେ ଓଡ଼ିଆ ଇଞ୍ଜିନିୟରିଂ ପୁସ୍ତକର ଉନ୍ମୋଚନ କଲେ ମାନ୍ୟବର ରାଷ୍ଟ୍ରପତି

ମାତୃଭାଷାରେ ଶିକ୍ଷାଦାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳ ବିଚାରଧାରା ଏବଂ ଦକ୍ଷତା ବିକଶିତ କରିବ- ମାନ୍ୟବର ରାଷ୍ଟ୍ରପତି ଓଡ଼ିଆଜନମାନସଓଓଡ଼ିଆଭାଷାପାଇଁସ୍ମରଣୀୟଦିନ– ଧର୍ମେନ୍ଦ୍ରପ୍ରଧାନ ‘ଜାତୀୟ ଶିକ୍ଷା ଦିବସ’ରେ ମାର୍ଗଦର୍ଶନ ଦେବା ପାଇଁ...

ଭୁବନେଶ୍ବରରେ ଶିକ୍ଷା ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ନିଜ ବିଦ୍ୟାଳୟ ଓ ଛାତ୍ରୀନିବାସ ପରିଦର୍ଶନ କରି ପୁରୁଣା ସ୍ମୃତିକୁ ମନେ ପକାଇଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ଭୁବନେଶ୍ବରର ଜୟଦେବ ଭବନ ଠାରେ...

ଓଜେଏସ୍‍ ପରୀକ୍ଷାରେ କିସ୍‍ ଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୧୧ ।୧୧: ପ୍ରଥମ ଥର ଲାଗି କିସର ଛାତ୍ର ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍‍) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା...

ଖୋର୍ଦ୍ଧା ଜିଲ୍ଲାର ସ୍ବାସ୍ଥ୍ୟ ଠିକା କର୍ମଚାରୀ ସଂଘର ଏକ ସ୍ବତନ୍ତ୍ର ବୈଠକ ଆସନ୍ତା ୧୩.୧୧.୨୦୨୨ ରେ ମୈତ୍ରୀ ଭବନ ଠାରେ ଅନୁଷ୍ଠିତ ହେବାକୁ ଯାଉଛି

ଠିକା ନିଯୁକ୍ତି ଯୁଗ ଶେଷ ପରି ଐତିହାସିକ ନିଷ୍ପତି ସରକାର ଙ୍କ ଦ୍ଵାରା ନିଆଯାଇଥିଲେ ମଧ୍ୟ ସେଥିରୁ ଜାତୀୟ ସ୍ବାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ...

ସେବା ଗ୍ରୁପ୍‌କୁ ଶବବାହକ ଭ୍ୟାନ ଯୋଗାଇଲା ଜେଏସ୍‌ଡବ୍ଲ୍ୟୁ

ବଡ଼ବିଲ: ଗୋଷ୍ଠୀସେବାର ଏକ ଅଂଶବିଶେଷ ଭାବେ ଜେଏସ୍‌ଡବ୍ଲ୍ୟୁ ବଡ଼ବିଲର ଏକ କମ୍ୟୁନିଟି ସେଣ୍ଟର ସେବା ଗ୍ରୁପ୍‌କୁ ଗୁରୁବାର ଏକ ମର୍ଚୁରୀ ଭ୍ୟାନ ବା ଶବବାହକ ଗା଼ଡ଼ି ପ୍ରଦାନ...