ସାହିତ୍ୟ

ଆକାଶ ବାଇଜୁସ୍‍ ତାହାର ସର୍ବବୃହତ୍‍ ଏବଂ ବହୁ ପ୍ରତୀକ୍ଷିତ ଜାତୀୟ ପ୍ରତିଭା ଅନ୍ୱେଷଣ ପରୀକ୍ଷା, ଆନ୍ଥେ ୨୦୨୩ ଶୁଭାରମ୍ଭ

୭ମରୁ ୧୨ଶ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ୧୦୦% ପର୍ଯ୍ୟନ୍ତ ବୃତ୍ତି ଏବଂ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରୁଛି • ୭ମରୁ ଦ୍ୱାଦଶ ଶ୍ରେଣୀ ଛାତ୍ର...

କିମ୍‍ସରେ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର, ସଳଖିଲା ବଙ୍କା ମେରୁଦଣ୍ଡ

ଭୁବନେଶ୍ୱର: ମେରୁଦଣ୍ଡ ବଙ୍କା ହୋଇଯାଇଥିବା ଜନୈକା ବାଳିକାଙ୍କଠାରେ ସଫଳ ଅସ୍ତ୍ରୋପଚାର ଏହାକୁ ସଳଖ କରି ପାରିଛନ୍ତି କିମ୍‍ସର ଡାକ୍ତର। ସ୍କୋଲିଓସିସ୍ ନାମକ ଗୁରୁତର ମେରୁଦଣ୍ଡ ସମସ୍ୟା ସହ...

କିମ୍‍ସରେ ବିଶ୍ୱ ଆଇଭିଏଫ୍ ଦିବସ

ବନ୍ଧ୍ୟାତ୍ୱ ନିରାକରଣ ଦିଗରେ ‘କିମ୍‌ସ-ସିଆରଏମ’ ସଫଳତା ହାର ୬୦ ପ୍ରତିଶତ ଭୁବନେଶ୍ୱର,୨୬ ।୭: ଓଡ଼ିଶାରେ କିମ୍‍ସର ସେଣ୍ଟର ଫର୍ ରିପ୍ରଡକ୍ଟିଭ୍ ମେଡିସିନ୍ (ସିଆରଏମ୍‌) ୬୦ ପ୍ରତିଶତ ସଫଳତା...

କିମ୍‌ସରେ ଖୁବ ଶୀଘ୍ର ବର୍ଣ୍ଣ ୟୁନିଟ୍‌ମାଗଣାରେ ହେବ ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର

ଭୁବନେଶ୍ୱର ୧୫ ।୭: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ ସାଇନ୍‍ସେସ (କିମ୍‍ସ) ହସ୍ପିଟାଲରେ ଖୁବ ଶୀଘ୍ର ବର୍ଣ୍ଣ ୟୁନିଟ୍  କାର୍ଯ୍ୟକାରୀ କରାଯିବା ସହ ଗ୍ରହଣ ଖଣ୍ଡିଆର ମାଗଣା...

ବରଷା ଆସିଲା

ବରଷା ଆସିଲା ଧରଣୀ ହସିଲାହସିଲାତ ଚାଷୀ ଭାଇଖରା ବରଷାକୁ ଖାତିରି ନକରିକାମ କରେ ଆମ ପାଇଁ ।ବିଲବାଡ଼ି ସବୁ ପାଣି ଦେଖାଗଲାହସିଲା ବେଙ୍ଗୁଲି ରାଣୀଗାଆଁ ଲୋକେ ଆମ...

କାନାଡ଼ା ଅନ୍ତର୍ଜାତୀୟ ଅଲଟ୍ରାସାଉଣ୍ଡ ସମ୍ମିଳନୀରେ କିମ୍‍ସ ଯନ୍ତ୍ରଣା ବିଶେଷଜ୍ଞ

ଭାରତୀୟ ଚିକିତ୍ସା କୌଶଳ ଉପରେ ବକ୍ତବ୍ୟ ଦେଇ ପ୍ରଶଂସିତ ଭୁବନେଶ୍ୱର, ୩୦ । ୬: କିମ୍‍ସ ଭୁବନେଶ୍ୱରର ଯନ୍ତ୍ରଣା ବିଶେଷଜ୍ଞ ଡା. ରାଜେନ୍ଦ୍ର ସାହୁ ନିକଟରେ କାନାଡ଼ାର...

ଭୁବନେଶ୍ୱରରୁ ଆକାଶ ବାଇଜୁସ୍‍ର ୪ ଛାତ୍ର ଛାତ୍ରୀଙ୍କର ଜେଇଇ ଆଡ୍‍ଭାନ୍ସଡ୍‍ ୨୦୨୩ରେ ଉଲ୍ଲେଖନୀୟ ସଫଳତା ହାସଲ

ଭୁବନେଶ୍ୱର, ୧୮ ଜୁନ ୨୦୨୩ : ଟେଷ୍ଟ ପ୍ରସ୍ତୁତି କ୍ଷେତ୍ରରେ ଜାତୀୟ ସ୍ତରରେ ଅଗ୍ରଣୀ ରହିଥିବା ଆକାଶ ବାଇଜୁସ୍‍ର ଭୁବନେଶ୍ୱରରୁ ୪ ଛାତ୍ର ଛାତ୍ରୀ ସମ୍ମାନଜନକ ଯୁଗ୍ମ...

ନିଆରା ରଜ

ଡ଼ାକ୍ତର ସୁଜାତା ପ୍ରିୟମ୍ବଦା ରାୟଆୟୁର୍ବେଦ ଚିକିତ୍ସକ ଚାହୁଁ ଚାହୁଁ ଆଜି ସରିଗଲା ରଜକେତେ ଅନୁଭୂତି ଦେଇ,ରେଳ ଦୁର୍ଘଟଣା ମନରୁ ଲିଭିନିସଭିଙ୍କୁ ଦିଏ କନ୍ଦାଇ।ରଜ ପାଳିଵାକୁ ମନ କରିଥିଲେଘରେ...

ଏନ୍‍ଆଇଆର୍‍ଏଫ୍‍ ର‌୍ୟାଙ୍କିଂଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୧୬ତମ ସ୍ଥାନରେ କିଟ୍‍

ଭୁବନେଶ୍ୱର, ୫ ।୬: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରତିବର୍ଷ ପ୍ରକାଶ ପାଉଥିବା ନ୍ୟାସ୍‍ନାଲ୍‍ ଇନ୍‍ଷ୍ଟିଚ୍ୟୁସନାଲ୍‍ ର‌୍ୟାଙ୍କିଂ ଫ୍ରେମ୍‍ ୱାର୍କ (ଏନ୍‍ଆଇଆର୍‍ଏଫ୍‍) ସୋମବାର ପ୍ରକାଶ ପାଇଛି।...

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ବିଶ୍ୱ ଋତୁସ୍ରାବ ସପ୍ତାହ ଅବସରରେ ୨୩୦୦ରୁ ଅଧିକ ଗ୍ରାମୀଣ ମହିଳାଙ୍କ ମଧ୍ୟରେ ଋତୁସ୍ରାବ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ

ମାସିକ ଋତୁସ୍ରାବ ସ୍ୱଚ୍ଛତା ସପ୍ତାହ ପାଳନ କରି କମ୍ପାନୀ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ଉନ୍ନତି ପାଇଁ ପ୍ରତିବଦ୍ଧତାକୁ ପୁନଃ ପ୍ରମାଣିତ କରିଛି ଭୁବନେଶ୍ୱର, ୩୧ ମଇ ୨୦୨୩...

+୨ ବିଜ୍ଞାନ ଓ ବାଣିଜ୍ୟରେ କିସ୍‍ର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର, ୩୧ ।୫: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି।...

କେତେବେଳେ କୋଉ କଥା

କେତେବେଳେ କୋଉ କଥା: କବି ରକ୍ଷକ ନାୟକଙ୍କ ପ୍ରଥମ ଗଳ୍ପ ସଂକଳନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନର ଉନ୍ମୋଚିତ । ପାଖରେ ପ୍ରକାଶକ (ପ୍ରାଚୀ...

କିମ୍‍ସରେ ଟ୍ରମା କେୟାର ଉପରେ କର୍ମଶାଳା

ଭୁବନେଶ୍ୱର୨୦ା୫: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ (କିମ୍‌ସ)ରେ ଆଡ୍‍ଭାନ୍‍ସଡ୍‍ ଟ୍ରମା କେୟାର ଉପରେ  ଦୁଇ ଦିନିଆ କର୍ମଶାଳା ଓ ନିରନ୍ତର ଡାକ୍ତରୀ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ...

ଡିଏଭି ବେଦାନ୍ତ ଲାଞ୍ଜିଗଡ଼ର ଛାତ୍ରଛାତ୍ରୀମାନେ ସିବିଏସଇ ପରୀକ୍ଷା ୨୦୨୩ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି

ଲାଞ୍ଜିଗଡ, ୧୯ ମଇ ୨୦୨୩ : ବେଦାନ୍ତ ଲିମିଟେଡ, ଲାଞ୍ଜିଗଡ ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ ଏହାର ଦାୟିତ୍ୱରେ ଥିବା ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ...

You may have missed