ସାହିତ୍ୟ

ଆମ୍ରି ହସ୍ପିଟାଲରେ ବିଶ୍ଵ ଫିଜିଓଥେରାପୀ ଦିବସ ପାଳିତ

ଭୁବନେଶ୍ଵର : ଆମ୍ରି ହସ୍ପିଟାଲ୍‌ ଭୁବନେଶ୍ବର ପକ୍ଷରୁ ବିଶ୍ବ ଫିଜିଓଥେରାପି ଦିବସ ଉପଲକ୍ଷେ ଆଜି କଣ୍ଟିନିଅସ୍ ଫିଜିଓଥେରାପି ଏଜୁକେସନ୍‌ (ସିପିଇ) ପଞ୍ଚମ ସଂକ୍ରମଣ  ଆୟୋଜନ କରାଯାଇଥିଲା ।...

ଅପରିଭାଷିତ – କାହ୍ନା

RJ Anjali Patra ମୋ କାହ୍ନା ପାଇଁ କି ଖୋଲିଦେଇଛି ମୁଁ ….."ଭାଷାବିନ୍ଧାଣୀ" ର ଶବ୍ଦ ପେଡିକୁ,ସାଇତି ଥିବା ସଭିଙ୍କର ଅଭିଳାଷ ଉପହାର ପାଇଁ ।ବୁଢିଆଣୀ ଜାଲ...

ବିନ୍ଦେଶ୍ୱର ପାଠକଙ୍କ ସ୍ମୃତିରେ

୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ସମାରୋହ ଚାଲିଥିବା ସମୟରେ, ଏକ ଦୁଃଖଦ ଖବର ଆମକୁ ମିଳିଲା। ବିନ୍ଦେଶ୍ୱର ପାଠକ ଆଉ ଆମ ଗହଣରେ ନାହାନ୍ତି, ଏକଥାକୁ ବିଶ୍ୱାସ...

ଆଣ୍ଠୁ ଗଣ୍ଠି ବାତ ରୋଗ କଣ ଓ ଏହାର ନିରାକରଣ

ଡାକ୍ତର ପ୍ରଦୀପ ଶେଖର ପାତ୍ର ଭାପୁର: 14/8/23(ନି ପ୍ର):(ଶ୍ରୀକାନ୍ତ କୁମାର ରାଉତ ):ବର୍ତମାନ ଯୁଗ ରେ ସମସ୍ତଙ୍କ ପାଖରେ ଆଣ୍ଠୁ ଗଣ୍ଠି ବାତ ରୋଗ ଏକ ମୁଖ୍ୟ...

ନାବେଟ୍‍ କ୍ୟୁସିଆଇ ରାଙ୍କିଂ-୨୦୨୩କିଟ୍‍ ପଲିଟେକ୍‍ନିକ ଲଗାତର ରାଜ୍ୟରେ ପ୍ରଥମ

ଭୁବନେଶ୍ୱର, ୮ ।୮: କ୍ୱାଲିଟି କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ (କ୍ୟୁସିଆଇ)ର ନ୍ୟାସ୍‍ନାଲ୍‍ ଆକ୍ରିଡିଟେସନ୍‍ ବୋର୍ଡ ଫର ଏଜୁକେସନ୍‍ ଆଣ୍ଡ ଟ୍ରେନିଂ (ନାବେଟ୍‍) କ୍ୟୁସିଆଇ ରାଙ୍କିଂ ୨୦୨୩ରେ ଉଭୟ...

ଡକ୍ଟର ଇତି ସାମନ୍ତଙ୍କୁ ‘ସୃଜନର ସନ୍ଧାନୀ ସମ୍ମାନ’ ପ୍ରଦାନ

‘ମହୀୟସୀ ଗରୀୟସୀ: ଭାରତୀୟ ନାରୀପ୍ରତିମା’ଏକ ସଂଗ୍ରହଣୀୟ ସଂକଳନ: ସଂସ୍କୃତି ମନ୍ତ୍ରୀ ଭୁବନେଶ୍ୱର : ୨୭ା୦୭- ନିକଟରେ ଉନ୍ମୋଚିତ ହୋଇଯାଇଥିବା ସୁସାହିତ୍ୟିକା ଡକ୍ଟର ଇତି ସାମନ୍ତଙ୍କ ମନ୍ମୟ-ପ୍ରବନ୍ଧ ପୁସ୍ତକ...

ଆକାଶ ବାଇଜୁସ୍‍ ତାହାର ସର୍ବବୃହତ୍‍ ଏବଂ ବହୁ ପ୍ରତୀକ୍ଷିତ ଜାତୀୟ ପ୍ରତିଭା ଅନ୍ୱେଷଣ ପରୀକ୍ଷା, ଆନ୍ଥେ ୨୦୨୩ ଶୁଭାରମ୍ଭ

୭ମରୁ ୧୨ଶ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ୧୦୦% ପର୍ଯ୍ୟନ୍ତ ବୃତ୍ତି ଏବଂ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରୁଛି • ୭ମରୁ ଦ୍ୱାଦଶ ଶ୍ରେଣୀ ଛାତ୍ର...

କିମ୍‍ସରେ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର, ସଳଖିଲା ବଙ୍କା ମେରୁଦଣ୍ଡ

ଭୁବନେଶ୍ୱର: ମେରୁଦଣ୍ଡ ବଙ୍କା ହୋଇଯାଇଥିବା ଜନୈକା ବାଳିକାଙ୍କଠାରେ ସଫଳ ଅସ୍ତ୍ରୋପଚାର ଏହାକୁ ସଳଖ କରି ପାରିଛନ୍ତି କିମ୍‍ସର ଡାକ୍ତର। ସ୍କୋଲିଓସିସ୍ ନାମକ ଗୁରୁତର ମେରୁଦଣ୍ଡ ସମସ୍ୟା ସହ...

କିମ୍‍ସରେ ବିଶ୍ୱ ଆଇଭିଏଫ୍ ଦିବସ

ବନ୍ଧ୍ୟାତ୍ୱ ନିରାକରଣ ଦିଗରେ ‘କିମ୍‌ସ-ସିଆରଏମ’ ସଫଳତା ହାର ୬୦ ପ୍ରତିଶତ ଭୁବନେଶ୍ୱର,୨୬ ।୭: ଓଡ଼ିଶାରେ କିମ୍‍ସର ସେଣ୍ଟର ଫର୍ ରିପ୍ରଡକ୍ଟିଭ୍ ମେଡିସିନ୍ (ସିଆରଏମ୍‌) ୬୦ ପ୍ରତିଶତ ସଫଳତା...

କିମ୍‌ସରେ ଖୁବ ଶୀଘ୍ର ବର୍ଣ୍ଣ ୟୁନିଟ୍‌ମାଗଣାରେ ହେବ ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର

ଭୁବନେଶ୍ୱର ୧୫ ।୭: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ ସାଇନ୍‍ସେସ (କିମ୍‍ସ) ହସ୍ପିଟାଲରେ ଖୁବ ଶୀଘ୍ର ବର୍ଣ୍ଣ ୟୁନିଟ୍  କାର୍ଯ୍ୟକାରୀ କରାଯିବା ସହ ଗ୍ରହଣ ଖଣ୍ଡିଆର ମାଗଣା...

ବରଷା ଆସିଲା

ବରଷା ଆସିଲା ଧରଣୀ ହସିଲାହସିଲାତ ଚାଷୀ ଭାଇଖରା ବରଷାକୁ ଖାତିରି ନକରିକାମ କରେ ଆମ ପାଇଁ ।ବିଲବାଡ଼ି ସବୁ ପାଣି ଦେଖାଗଲାହସିଲା ବେଙ୍ଗୁଲି ରାଣୀଗାଆଁ ଲୋକେ ଆମ...

କାନାଡ଼ା ଅନ୍ତର୍ଜାତୀୟ ଅଲଟ୍ରାସାଉଣ୍ଡ ସମ୍ମିଳନୀରେ କିମ୍‍ସ ଯନ୍ତ୍ରଣା ବିଶେଷଜ୍ଞ

ଭାରତୀୟ ଚିକିତ୍ସା କୌଶଳ ଉପରେ ବକ୍ତବ୍ୟ ଦେଇ ପ୍ରଶଂସିତ ଭୁବନେଶ୍ୱର, ୩୦ । ୬: କିମ୍‍ସ ଭୁବନେଶ୍ୱରର ଯନ୍ତ୍ରଣା ବିଶେଷଜ୍ଞ ଡା. ରାଜେନ୍ଦ୍ର ସାହୁ ନିକଟରେ କାନାଡ଼ାର...

ଭୁବନେଶ୍ୱରରୁ ଆକାଶ ବାଇଜୁସ୍‍ର ୪ ଛାତ୍ର ଛାତ୍ରୀଙ୍କର ଜେଇଇ ଆଡ୍‍ଭାନ୍ସଡ୍‍ ୨୦୨୩ରେ ଉଲ୍ଲେଖନୀୟ ସଫଳତା ହାସଲ

ଭୁବନେଶ୍ୱର, ୧୮ ଜୁନ ୨୦୨୩ : ଟେଷ୍ଟ ପ୍ରସ୍ତୁତି କ୍ଷେତ୍ରରେ ଜାତୀୟ ସ୍ତରରେ ଅଗ୍ରଣୀ ରହିଥିବା ଆକାଶ ବାଇଜୁସ୍‍ର ଭୁବନେଶ୍ୱରରୁ ୪ ଛାତ୍ର ଛାତ୍ରୀ ସମ୍ମାନଜନକ ଯୁଗ୍ମ...

ନିଆରା ରଜ

ଡ଼ାକ୍ତର ସୁଜାତା ପ୍ରିୟମ୍ବଦା ରାୟଆୟୁର୍ବେଦ ଚିକିତ୍ସକ ଚାହୁଁ ଚାହୁଁ ଆଜି ସରିଗଲା ରଜକେତେ ଅନୁଭୂତି ଦେଇ,ରେଳ ଦୁର୍ଘଟଣା ମନରୁ ଲିଭିନିସଭିଙ୍କୁ ଦିଏ କନ୍ଦାଇ।ରଜ ପାଳିଵାକୁ ମନ କରିଥିଲେଘରେ...

ଏନ୍‍ଆଇଆର୍‍ଏଫ୍‍ ର‌୍ୟାଙ୍କିଂଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୧୬ତମ ସ୍ଥାନରେ କିଟ୍‍

ଭୁବନେଶ୍ୱର, ୫ ।୬: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରତିବର୍ଷ ପ୍ରକାଶ ପାଉଥିବା ନ୍ୟାସ୍‍ନାଲ୍‍ ଇନ୍‍ଷ୍ଟିଚ୍ୟୁସନାଲ୍‍ ର‌୍ୟାଙ୍କିଂ ଫ୍ରେମ୍‍ ୱାର୍କ (ଏନ୍‍ଆଇଆର୍‍ଏଫ୍‍) ସୋମବାର ପ୍ରକାଶ ପାଇଛି।...