ସାହିତ୍ୟ

ବିକାଶ ଦିଗରେ ଓଡ଼ିଶା

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୧ବର୍ଷରୁ ଉର୍ଦ୍ଧ୍ୱହେବ ଓଡ଼ିଶା ଶାସନର ମଙ୍ଗ ଧରିଛନ୍ତି । ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଭାବେ ସେ ବେଶ୍ ସୁନାମ...

କହ ଏଠି ନିଜର କିଏ ?

ସଵୁ ଏଠି ମିଛ ମାୟାଆଜି ଯିଏ ନିଜରକାଲି ପରା ସେ ସାତପରଇନ୍ଦ୍ରଜାଲ ଭରା ଏ ସଂସାରମାୟା ମୋହରେ ପରିପୂର୍ଣ୍ଣଜିଵ ଥିବା ଯାଏ ଏଠି ସଭିଏଁନିଜରପ୍ରାଣ ଛାଡିଗଲେ ନୁହେଁଏଠି...

ଦେଶର ଅର୍ଥନୀତିକୁ ବାଟକୁ ଆଣିବା ମୋଦିଙ୍କ ହାତରେ ନାହିଁ

ଡ଼ ଷ୍ଟାଲିନ ମିଶ୍ରସୂଚନା ପ୍ରଯୁକ୍ତିବିତ, ସିଙ୍ଗାପୁର ଦେଶର ଅର୍ଥନୀତି କୁ ବାଟକୁ ଅ ।ଣିବା ମୋଦି ଙ୍କ ହାତରେ ନାହିଁ, ତାହେଲେ ଅଛି କାହା ହାତରେ ?...

ସଂସ୍କାର ଦିଗରେ ସମବାୟ ବ୍ୟାଙ୍କ

ତୁଷାରକାନ୍ତି ପଣ୍ଡାଦେଶରେ ଥିବା ସମବାୟ ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣବାହାରେ ରହିିଥିବାରୁ ଏହାର କାର୍ଯ୍ୟ କ୍ଷେତ୍ରରେ ରହିଥିବା ତ୍ରୁଟିଯୋଗୁ ବ୍ୟାଙ୍କଗୁଡିକ ବିପୁଳ ପରିମାଣର କ୍ଷତି ସହିବାର...

ଗ୍ରହାଣୁ ଧକ୍କାରେ ନଷ୍ଟ ହୋଇଯିବ ପୃଥିବୀ ଏଭଳି ସାମ୍ଭାବ୍ୟ ପ୍ରଳୟକୁ ନେଇ ବୈଜ୍ଞାନିକ ଚିନ୍ତିତ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): \"ଗ୍ରହାଣୁ ଧକ୍କାରେ ଦିନେ ପୃଥିବୀ ନଷ୍ଟ ହୋଇଯିବ\' ଏଭଳି ଏକ ଭୟାନକ ଖବର ନେଇ ଲୋକେ ଭୟଭୀତ ହୋଇଯାଇଛନ୍ତି । ସାଧାରଣ ଲୋକଙ୍କଠାରୁ...

ଭିକ୍ଷାବୃତ୍ତି

ଡକ୍ଟର ବାସୁଦେବ ମିଶ୍ରପ୍ରାଚୀନ କାଳରେ ସିଦ୍ଧ ଗୁରୁମାନେ ଗ୍ରାମଠାରୁ ଦୂରବର୍ତ୍ତୀ ଘଞ୍ଚ ବନାନୀମଧ୍ୟରେ ପ୍ରତିଷ୍ଠା କରୁଥିôଲେ ଆଶ୍ରମ ଗୁରୁକୁଳ ବିଦ୍ୟାଳୟ । ନିର୍ଦ୍ଦିଷ୍ଟ ବୟସରେ ଉପନୀତ ହେବା...

ମୋ ଜୀବନର ଅଙ୍କ

ତେଜସ୍ୱିନୀ ସାମଲ ରାସ୍ତା କଡରେ କାଗଜ ଠୁଲାବିକ୍ରି କଲାବେଳେଭୋକରେ ଫୁତଫାତରେ ହାତ ପାତିବା ବେଳେସଭିଙ୍କ ଠାରୁ ତଡା ଖାଏକେଇଟା ଟଙ୍କା ପାଇଁନୀରିହ ଜୀନର ଆଶା ସୁମରୀଚିକା ପାଲଟି...

ଦାରୁବ୍ରହ୍ମ ଜଗନ୍ନାଥ

ରଞ୍ଜନ କୁମାର ଦାସ******************* ରେ ଆତ୍ମନ୍ !ଶୂନ୍ୟେ ଶୂନ୍ୟେ ପାରି କର୍ଣ୍ଣ                      କର କର ତୁ ଶ୍ରବଣ,ଅଖିଳ ବ୍ରହ୍ମାଣ୍ଡ ଭେଦି                    ଶୁଭେ ମିଶି ନିଶୀ ଦିନ।                            ଓଁକାର ଶବଦେ...

ମହାନ୍ ବିଭୂତି ଶ୍ରୀମଜ୍ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ

ମନୋଜ କୁମାର ରଥ ଦେବଭୂମି ଭାରତବର୍ଷରେ ଏକ ନୂତନ ଯୁଗର ଆରମ୍ଭ ହୋଇଥିଲା ଯେତେବେଳେ ଖ୍ରୀ.ପୂ. ୫୦୭ ବର୍ଷରେ କେରଳର କାଲାଡ଼ି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଭଗବାତ୍‌ପାଦ...