ସାହିତ୍ୟ

ସ୍ବେଛାସେବୀ ସଙ୍ଗଠନ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଭଦ୍ରକ : ୨୯/୮(ପ୍ରବାହ ନିଉଜ୍) ସ୍ଥାନୀୟ ସୂର୍ଯ୍ୟଶିଖା କ୍ଲବ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ଭଦ୍ରକର ଅଗ୍ରଣୀ ସ୍ବେଚ୍ଛlସେବୀ ସଙ୍ଗଠନ...

ସରଳା ଦେଵୀଙ୍କ ୧୧୭ତମ ଜୟନ୍ତୀ ଅବସରରେ ପ୍ରଫେସର ସୁଲୋଚନା ଦାସଙ୍କୁ ସରଳା ଦେଵୀ ସ୍ମୃତି ସମ୍ମାନ

କଟକ : ୨୦/୮(ପ୍ରବାହ ନିଉଜ୍) ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସରଳା ଦେଵୀ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଵିଶିଷ୍ଟ ସାହିତ୍ୟିକା ସରଳାଦେଵୀଙ୍କ ୧୧୭ତମ ଜୟନ୍ତୀ ସ୍ଥାନୀୟ...

ଚିତା ଲାଗି ଅମାବାସ୍ୟା ଓ ଆମ ଆରାଧ୍ୟ ଦେବତା ଜଗନ୍ନାଥ

ଶ୍ରାବଣମାସର ଅମାବାସ୍ୟା କୁ ଚିତା ଲାଗି ଅମାବାସ୍ୟା କୁହାଯାଇଥାଏ।ଏହି ଦିନ ଜଗତର ନାଥ ଜଗନ୍ନାଥଙ୍କ ବିଶେଷ ପୂଜାବିଧି ଅନୁଷ୍ଠିତ ହୋଇଥାଏ। ମଥାରେ ସ୍ୱର୍ଣ୍ଣ ଅଳଙ୍କାର ଝଲସି ଉଠେ।...

ସତ୍ୟ ଓ ନ୍ୟାୟର ପ୍ରତୀକ ନିମୁହିଁ ମନ୍ଦିର

ପ୍ରେମ ସତ୍ୟ ଓ ନ୍ୟାୟର ପ୍ରତୀକ ନିମୁହିଁମନ୍ଦିର।ନ୍ୟାୟରଅପେକ୍ଷାରେ ନ୍ୟାୟର ପ୍ରତୀକ । ସୁବର୍ଣ୍ଣପୁରର ଇତିହାସ, ପରମ୍ପରା, ସଂସ୍କୃତି ଓ ଚାଲିଚଳନ ସବୁଥିରେ ଭରି ରହିଥାଏ ଏକ ସ୍ୱତନ୍ତ୍ରମହକ।ଏହାରପାଣି ପବନପ୍ରାକୃତିକସୌନ୍ଦର୍ଯ୍ୟ...

ଖୁଚୁରା ମେଡ଼ିସିନ ଦୋକାନରୁ ଲକ୍ଷାଧିକ ଟଙ୍କାର ନିମ୍ନମାନର ଔଷଧ ଜବତ

ଖୋର୍ଦ୍ଧା : ୦୮/୦୭(ପ୍ରବାହ ନିଉଜ୍) ଖୁଚୁରା ମେଡ଼ିସିନ ଦୋକାନ ଉପରେ ଚଢାଉ କରି ସମ୍ପୃକ୍ତ ଦୋକାନରୁ ଲକ୍ଷାଧିକ ଟଙ୍କାର ନିମ୍ନମାନର ଔଷଧ ଜବତ କରିବା ସହ ଦୋକାନକୁ...

ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲାରେ ଗଡ଼ିଲା ସଚେତନତା ଅଭିଯାନ ରଥ

ଖୋର୍ଦ୍ଧା : ୫/୬ (ପ୍ରବାହ ନିଉଜ୍) ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଜନସଂଖ୍ୟା ନିୟନ୍ତ୍ରଣ ଓ...

ଖୋର୍ଦ୍ଧା ଜିଲ୍ଲାରେ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେଲା ନିମୋକୋକାଲ୍ କନଜୁଗେଟ ଟିକା (ପିସିଭି)

ଖୋର୍ଦ୍ଧା : ୩୦/୦୬(ପ୍ରବାହ ନିଉଜ୍) ନିମୋନିଆ ଜନିତ ଶିଶୁ ମୃତ୍ୟୁକୁ ରୋକିବା ପାଇଁ ସାରା ରାଜ୍ୟରେ ନିମୋକୋକାଲ କନଜୁଗେଟ ଟିକା (ପିସିଭି) କୁ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ...

ଅନ୍ତର୍ଜାତୀୟ ଯୋଗ ଦିବସରେ ମୁଖ୍ୟବାର୍ତ୍ତା ସୁସ୍ଥତା ପାଇଁ ଯୋଗ

ଖୋର୍ଦ୍ଧା : ୨୧/୦୬(ପ୍ରବାହ ନିଉଜ୍) : ପ୍ରକୃତି ସହ ମଣିଷ ଓ ମଣିଷର ମନ ସହ ଶରୀରର ମିଳନର ଏକମାତ୍ର ମାଧ୍ୟମ ହେଉଛି ଯୋଗାଭ୍ୟାସ । ପ୍ରାୟ...

ସତର୍କତା ସଚେତନତା ହିଁ କରୋନାର ବାର୍ତ୍ତାବହ ଜୟଶ୍ରୀ ପଟ୍ଟନାୟକ

କରୋନା ମହାମାରୀର ଆତଙ୍କରେ ଭୟଭୀତ ହୋଇ ସାହି, ପଡିଶା, ରାସ୍ତାଘାଟ ପ୍ରାୟ ଜନଶୂନ୍ୟ । କୋଉଠି କୋଉଠି ପାରା, ବୁଲା କୁକୁର, କାଉ , ବଣି ଓ...