ସୁକିନ୍ଦାରେ ଆଦିମ ଜନଜାତି ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ‘ଆକାଂଶା’ ର ଶୁଭାରମ୍ଭପାଶ୍ୱର୍ବର୍ତ୍ତୀ ଗ୍ରାମର ୨୦ ଜଣ ଛାତ୍ରଛାତ୍ରୀ ପ୍ରକଳ୍ପରେ ସାମିଲ
ସୁକିନ୍ଦା, ଜୁନ୍ ୦୬, ୨୦୨୨: ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍) ପକ୍ଷରୁ ଏହାର ସିଏସ୍ଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍...