ସମ୍ପାଦକୀୟ

ବର୍ଷାର ଦୃଶ୍ୟ

ପ୍ରିୟଦର୍ଶିନୀ ମହାନ୍ତି(ଶିକ୍ଷୟିତ୍ରୀ) ମେଘ ସବାରିରେ ବରଷା ଅ ।ସଇପବନରେ ଦୋଳି ଖେଳି,ବରଷି ବରଷି ତୃଷା ମେଣ୍ଟାଏ ସେହୋଇଯାଏ ଦେହେ ବୋଳି । ବଇଶାଖ ନିଦାଘେ ମାଟି ମା\'...

ମହାନ୍ ବିଭୂତି ଶ୍ରୀମଜ୍ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ

ମନୋଜ କୁମାର ରଥ ଦେବଭୂମି ଭାରତବର୍ଷରେ ଏକ ନୂତନ ଯୁଗର ଆରମ୍ଭ ହୋଇଥିଲା ଯେତେବେଳେ ଖ୍ରୀ.ପୂ. ୫୦୭ ବର୍ଷରେ କେରଳର କାଲାଡ଼ି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଭଗବାତ୍‌ପାଦ...

‘‘ଜାରରେ ଓଡ଼ିଶା ଘୁଂଚୁ ତୋ ଦୁର୍ଦ୍ଦଶା’’

ମୌଲାନା ଫଜଲ ହକ ଖାଁ ମୁଁ ନୁହେଁ ବଇରି ସଂସାରେ କାହାରି ସଭିଏଁ ମୋହର ମିତ୍ର । ମାନବ ଜଗତେ ସର୍ବ ପ୍ରାଣୀ ହିତେ ଯାଉ ଏ...

ଦଳକୁ ଦଳ ପଙ୍ଗପାଳ

ଫଜଲ ହକ ଖାଁ ସତ୍ୟ ଯୁଗରେ ନୃସିଂହ ଅବତାର ଆସିଥିଲେ । ପାପି ହିରଣ୍ୟକଷପକୁ ବଧ କରି ଅବତାରତ୍ୱର ସମ୍ମାନ ଓ ମର୍ଯ୍ୟାଦା ସ୍ଥାପିତ କରିଥିଲେ ।...

ନବୀନଙ୍କ ଦୁର୍ନୀତିମୁକ୍ତ ଶାସନ

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୧ବର୍ଷରୁ ଉର୍ଦ୍ଧ୍ୱହେବ ଓଡ଼ିଶା ଶାସନର ମଙ୍ଗ ଧରିଛନ୍ତି । ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଭାବେ ସେ ବେଶ୍ ସୁନାମ...

କରୋନା ଓ ଜ୍ୟୋତିକୁମାରୀଙ୍କ ପିତୃଭକ୍ତି

ଡ଼ଃ.ଅରୁନ୍ଧତୀ ଦେବୀତ୍ରେତୟା ଯୁଗରେ ଅନ୍ଧ ପିତାମାତାଙ୍କୁ ଭାରରେ ବୋହି ସମସ୍ତ ଦୁଃଖ କଷ୍ଟକୁ ନିଜ ଭିତରେ ପୁରାଇ ଶ୍ରବଣ କୁମାର ଯେଉଁ କୀର୍ତ୍ତି ଓ ଯଶ ଛାଡ଼ି...

କରୋନା ଅ।ରୋଗ୍ୟ ସଂକ୍ରାନ୍ତରେ ଚର୍ଚ୍ଚାହେଉ

କରୋନା ଅ ।କ୍ରାନ୍ତ ଓ ଏଥିରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂକ୍ରାନ୍ତରେ ବ୍ୟାପକ ଚର୍ଚ୍ଚା ହେଉଥିବାବେଳେ ବାସ୍ତବରେ ଯେତେ ସଂଖ୍ୟକ କରୋନା ଅ ।କ୍ରାନ୍ତ ରୋଗମୁକ୍ତ ହୋଇ...