ଯୁବ ସଂଗମ- ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ମୁଖ୍ୟ ସ୍ତମ୍ଭ :ଜି. କିଷନ ରେଡ୍ଡୀ
ହଜାର ହଜାର ଭାଷାର ଭୂମି, ଶହ ଶହ ଜାତି, ଜନଜାତିଙ୍କ ଆବାସସ୍ଥଳୀ, କ୍ରାନ୍ତୀୟ ସମତଳ ଅଞ୍ଚଳ, ସବୁଜ ତୃଣ ଭୂମିଠାରୁ ଆରମ୍ଭ କରି ଶୁଷ୍କ ମରୁଭୂମିରେ ଶୋଭିତ...
ହଜାର ହଜାର ଭାଷାର ଭୂମି, ଶହ ଶହ ଜାତି, ଜନଜାତିଙ୍କ ଆବାସସ୍ଥଳୀ, କ୍ରାନ୍ତୀୟ ସମତଳ ଅଞ୍ଚଳ, ସବୁଜ ତୃଣ ଭୂମିଠାରୁ ଆରମ୍ଭ କରି ଶୁଷ୍କ ମରୁଭୂମିରେ ଶୋଭିତ...
ସୁଫୀବାଦ, ଇସଲାମ ଧର୍ମର ଏପରି ଏକ ପରମ୍ପରା ଯାହାର ଅନ୍ତର୍ଗତ ବ୍ୟକ୍ତିଗତ ଆଧ୍ୟାତ୍ମିକ ବିକାଶ ଓ ଧର୍ମ ବିଶ୍ୱାସର ଗଭୀର ବୋଧ ଉପରେ ଗୁରୁତ୍ୱାରୋପ କରାଯାଇଥାଏ ।...
ସମୟ ଆସିଛି ଆତ୍ମସମୀକ୍ଷା କରିବାର,ସମୟ ଆସିଛି କିଛି କରିବାର,ସମୟ ଆସିଛି ଦେଖେଇବାର ଆମର ଦାୟିତ୍ବବୋଧ। ଯଦି ଏବେ ନୀରବ ରହିବା ତେବେ ହୁଏତ ପାଟି ଖୋଲିବା ପାଇଁ...
ପାଖେଇ ଆସିଲାଣି ଦୀପାବଳି। ଦୀପାବଳି ପୂର୍ବରୁ ଲୋକେ ଘର ସଫେଇ କାମ ଧୁମ୍ଧାମ୍ରେ କରିଥାନ୍ତି। ହିନ୍ଦୁ ଧର୍ମରେ ଦୀପାବଳିରେ ବିଶେଷ ଗୁରୁତ୍ବ ରହିଛି। ଦୀପର ଉତ୍ସବ ଦୀପାବଳିରେ...
~ସୁଫୀ କୌଶରଖ ମଜିଦି~ ତର୍କବାଦ ବିଚାରକ ଓ ଲେଖକ ଅଭିଜିତ ନସ୍କର ଏକଦା କହିଥିଲେଯେ, ମଣିଷ ପ୍ରଜାତିର ସବୁଠାରୁ ବିପଦପୂର୍ଣ୍ଣ ବିଷୟ ଗୁଡ଼ିକ ହେଲାବିଚ୍ଛିନ୍ନତାବାଦ, ଅସହିଷ୍ଣìତା, ଆତଙ୍କବାଦ,...
କୌଣସି ପରିବାରର ଲାଳ[ ପାଳ[ ପାଇଁ ମହିଳାମାେ[ ପ୍ରାଥମିକ ଭୂମିକାଗ୍ରହଣ କରିଥାନ୍ତି । ଯେଉଥି ପାଇଁ ଅେନେକ ପରିମାରର ବୁଦ୍ଧିମତା, ଜ୍ଞାନ, ଧୈର୍ଯ୍ୟ ଓ ପ୍ରତିଷ୍ଠାର ଆବଶ୍ୟକ...
କରୋନା ମହାମାରୀର ଆତଙ୍କରେ ଭୟଭୀତ ହୋଇ ସାହି, ପଡିଶା, ରାସ୍ତାଘାଟ ପ୍ରାୟ ଜନଶୂନ୍ୟ । କୋଉଠି କୋଉଠି ପାରା, ବୁଲା କୁକୁର, କାଉ , ବଣି ଓ...
ଖୋର୍ଦ୍ଧା : ୧୪/୦୨/୨୦୨୧ ସ୍ଵର୍ଗତ ଲଲାଟେନ୍ଦୁ ବିଦ୍ୟାଧର( ଲୁଲୁ) ମହାପାତ୍ର ଥିଲେ ପାଇକ ବିଦ୍ରୋହର କର୍ଣ୍ଣଧାର ତଥା ସ୍ଵାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ଦାୟାଦ ଓ ବହ୍ମଗିରିର...
ମୋ' ଭାରତ ମାଟିର ପ୍ରାଣ ପୁରୁଷସ୍ବାମୀଜୀ ବିବେକାନନ୍ଦମା ' ଭୁବନେଶ୍ଵରୀ ପିତା ବିଶ୍ଵନାଥଥିଲେ ଦତ୍ତ ମୁଖବନ୍ଧ । ବାଲ୍ୟ ନାମ ଯେ' ନରେନ୍ଦ୍ରନାଥ ଦତ୍ତଡାକୁଥିଲେ ସ୍ନେହେଁ ତାଙ୍କୁବିଲେ...
ହରେକୃଷ୍ଣ ପତି “ମାତା ଧରିତ୍ରୀ ଜନନୀ ଦୟାର୍ଦ୍ରହୃଦୟ ସତୀ । ଦେବୀବୁଭୂଧରଣୀ ଶ୍ରେଷ୍ଠା ନିର୍ଦ୍ଦୋଷ ଦୁଃଖପହା । ।”ଅର୍ଥାତ୍-ମାତା ବସୁମତୀଙ୍କ ବକ୍ଷ ଉପରେ ଆମ୍ଭେ ଜୀବଜଗତ କରୁଥିବା...
ବୋଉ ରଖିଥିଲା ପଞ୍ଜୁରୀ ଭିତରେଦୁଇଗୋଟି ଶୁଆଶାରୀନିଇତି ସକାଳୁ ଶାରୀର କଣ୍ଠରୁଶୁଭୁଥିଲା ହରିହରି ।। (୧) ସରାଗରେ ମୁନି ଖାଇବାକୁ ଦିଏପିଜୁଳି ଓ ନାନା ଫଳକ୍ଷୀର ଭାତ ସଙ୍ଗେ...
ସିଦ୍ଧାର୍ଥ ସ୍ୱରୂପ ଦାଶ ସଦ୍ୟ ପ୍ରକାଶିତ ୟୁପିଏସ୍ସ ୨୦୧୯-୨୦ ପରୀକ୍ଷାଫଳରେ ମୁସଲିମ୍ ଛାତ୍ରମାନେ ସଫଳତାର ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଯେଉଁଥିରେ ଗତବର୍ଷ ୨୮ ଜଣ...
ବସନ୍ତ ର ପବନରେ ଗୋପ ଦାଣ୍ଡେ ଫଗୁ ଉଡୁଥାଏ , ଭଳିକି ଭଳି ଫୁଲ ସବୁ ସଜେଇ ହୋଇଥାନ୍ତି ଗୋପ ଦାଣ୍ଡ ସତେ ଯେମିତି ନଟଖଟ କାହ୍ନାକୁ...
ରାକେଶ ପଣ୍ଡା “କବିତା” ମୋ’ ପାଇଁ ଏକ ସୁନ୍ଦର ନାରୀ ଟିଏ,ମନ ମାନସରେ ପ୍ରତିଫଳିତଉଜ୍ଵଳ ପ୍ରତିବିମ୍ବ ଟିଏ..॥ସୁସଜ୍ଜିତ ଭାଷାର ଅଳଙ୍କାରତାକୁ ଦେବି ପିନ୍ଧେଇ,ମୋ’ ଜୀବନ ଅନୁଭୂତିରେଯିବ ସେଆଭୂଷିତ...
ଅଭିମନ୍ୟୁ ମହାପାତ୍ର ଦେଶ ସ୍ୱାଧୀନତା ପ୍ରାପ୍ତିର ୭୩ ବର୍ଷ ଇତି ମଧ୍ୟରେ ଅତିବାହିତ ହୋଇଯାଇଛି । ଆମେ ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛେ । ହେଲେ...