ଅଜବଗଜବ

ପେରୁର ମରୁଭୂମିର ରହସ୍ୟମୟ ଚିତ୍ରର ଉଜାଗର ଏବେ ବି ହୋଇ ପାରୁନି

ନୂଆଦିଲ୍ଲୀ: ଅଗଣିତ ରହସ୍ୟରେ ଭରପୂର ହୋଇ ରହିଛି ଆମ ପୃଥିବୀ । ବୈଜ୍ଞାନିକମାନେ ଗୋଟିଏ ରହସ୍ୟ ଉଜାଗର କରୁଥିବା ବେଳେ ସେମାନଙ୍କ ସମ୍ମୁଖରେ ଆଉ ଏକ ରହସ୍ୟ...

ଆପଣ ପୃଥିବୀର ପିମ୍ପୁଡ଼ି ସଂଖ୍ୟା ଜାଣିଛନ୍ତି କି ?

ନୂଆଦିଲ୍ଲୀ: ବିଶ୍ବରେ ଘୂରି ବୁଲୁଥିବା ପିମ୍ପୁଡ଼ିଙ୍କ ସଂଖ୍ୟା ୨୦ ‘କ୍ବାଡ୍ରିଲିୟନ୍‌’ (୨୦ରେ ୧୫ଟି ଶୂନ୍‌ ଦେଲେ ଯେତେ ହେବ) ବୋଲି ହଙ୍ଗ୍‌କଙ୍ଗ୍‌ର ଗବେଷକମାନେ ଆକଳନ କରିଛନ୍ତି। ଗବେଷକ...

ପୋଷା କଙ୍ଗାରୁ ହେଲା ମାଲିକର ହତ୍ୟାକାରୀ

ସିଡ୍‌ନି: ଅଷ୍ଟ୍ରେଲିଆର ରେଡ୍‌ମଣ୍ଡ୍‌ ନଗରୀରେ ଜଣେ ୭୭ ବର୍ଷିୟ ବୃଦ୍ଧ ପାଳିଥିବା ବନ୍ୟ କଙ୍ଗାରୁଟି ତାଙ୍କୁ ମାରି ପକାଇଥିବା କଥା ମଙ୍ଗଳବାର ଦିନ ପୁଲିସ କହିଛି। ପୁଲିସ...

‘ଭୂତ ଶିକାରୀ’ କୁକୁର

ବିଜ୍ଞାନର ଯେତେ ଅଗ୍ରଗତି ହେଲେ ବି ଲୋକଙ୍କ ମନରୁ ଅନ୍ଧବିଶ୍ବାସ ଦୂର ହୋଇପାରିନି। ଏ ପରିପ୍ରେକ୍ଷୀରେ କୋରିଆରେ ଲୋକେ ଭୂତପ୍ରେତ ତଡ଼ିବାକୁ ଘରେ ସାପସାଲି ନାମକ ଏକ...

ବିଚିତ୍ର ଜୀବ କଙ୍କଡ଼ା ବିଛା

କଙ୍କଡ଼ା ବିଛା ଗୋଟିଏ ମାତ୍ର ଦଂଶନରେ ମନୁଷ୍ୟକୁ ମୃତ୍ୟୁମୁଖରେ ପକାଇଦେଇପାରେ। ଏହି ବିଷାକ୍ତ କ୍ଷୁଦ୍ର ଜୀବଟି ସମ୍ପର୍କରେ ଅନେକ ରୋଚକ ତଥ୍ୟ ରହିଛି ଯାହା ଅନେକଙ୍କୁ ଅଜଣା।...

ଇଟା ଭାଟି ନା ସାପ ଅଣ୍ଡା ଖଣି !

ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଠାକୁର ପାଟଣା ଗ୍ରାମର ଦିବ୍ୟରଞ୍ଜନ ବେହେରାଙ୍କ ଘର ବାଡ଼ିରେ ଅନେକ ବର୍ଷ ଧରି ଏକ ଇଟା ଭାଟି ଥିଲା ।...

ଚିତା ଲାଗି ଅମାବାସ୍ୟା ଓ ଆମ ଆରାଧ୍ୟ ଦେବତା ଜଗନ୍ନାଥ

ଶ୍ରାବଣମାସର ଅମାବାସ୍ୟା କୁ ଚିତା ଲାଗି ଅମାବାସ୍ୟା କୁହାଯାଇଥାଏ।ଏହି ଦିନ ଜଗତର ନାଥ ଜଗନ୍ନାଥଙ୍କ ବିଶେଷ ପୂଜାବିଧି ଅନୁଷ୍ଠିତ ହୋଇଥାଏ। ମଥାରେ ସ୍ୱର୍ଣ୍ଣ ଅଳଙ୍କାର ଝଲସି ଉଠେ।...

ଗାଁଟିର ନାମ ଚକୱାରା

(ପ୍ରବାହ ନ୍ୟୁଜ୍‌): ହାରର ବୈଶାଳୀ ଜିଲ୍ଲାର ଏକ ଗାଁ ଚକୱାରା । ଲୋକସଭା ପ୍ରାୟ ୧ ହଜାର । ୨୦ବର୍ଷ ପୂର୍ବେ ଏକ ଅତି ଗରିବ ଗାଁ...

ମାଟି ପାତ୍ରର ଶୁଭଫଳ

ବାସ୍ତୁ ଅନୁଯାୟୀ କୁହାଯାଏ ଗୃହର ଉତ୍ତର-ପୂର୍ବ ଦିଗରେ ମାଠିଆ କିମ୍ବା ସୁରେଇରେ ପାଣି ଭର୍ତ୍ତି କରି ରଖିବା ଉଚିତ । ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତି...

ଫିଟ୍‌ନେସ ପ୍ରତି ବେଶ୍ ସଚେତନ ଇଶା ଗୁପ୍ତା

PRABAHA NEWS:- କିଛି ମାସ ହେବ ଇଶା ଗୁପ୍ତା ସ୍ପେନ୍‌ରେ ରହୁଛନ୍ତି । ସେକେଣ୍ଡ ଲକ୍‌ଡାଉନ୍ ପୂର୍ବରୁ ସେ ଏକ ଫେଶନ୍ ଶୁଟ୍ ପାଇଁ ଦୁବାଇ ଯାଇଥିଲେ...

୨୦୨୪-୨୫ ସୁଦ୍ଧା ଅ ।ସିବ ଉଡନ୍ତା ଟାକ୍ସି

ନୂଆଦିଲ୍ଲୀ, (ଏଜେନ୍ସି): ବିଜ୍ଞାନ ଓ ପ୍ରଯୁକ୍ତିର ଚମତ୍କାରିତା ବଳରେ ଖୁବଶୀଘ୍ର ରାସ୍ତାକୁ ଅ ।ସିବ ଉଡନ୍ତା ଟାକ୍ସି । ଫଳରେ ଏହାଦ୍ୱାରା ଟ୍ରାଫିକ ସଙ୍କେତ ନିକଟରେ ଦୀର୍ଘ...

ବିଚିତ୍ର ରାଜତନ୍ତ୍ର ବ୍ୟବସ୍ଥା

ପ୍ରତିବର୍ଷ ବିବାହ କରନ୍ତି ରାଜା,୧୫ ରାଣୀ,୨୩ ସନ୍ତାନଙ୍କୁ ନେଇ ପରିବାରସାରା ଦୁନିଅ ।ରେ ପ୍ରାୟତଃ ରାଜତନ୍ତ୍ର ବ୍ୟବସ୍ଥା ଅନେକ ଦିନ ପୂର୍ବରୁ ସମାପ୍ତ ହୋଇଯାଇଛିଛ କିନ୍ତୁ ଅ...

ଗ୍ରହାଣୁ ଧକ୍କାରେ ନଷ୍ଟ ହୋଇଯିବ ପୃଥିବୀ ଏଭଳି ସାମ୍ଭାବ୍ୟ ପ୍ରଳୟକୁ ନେଇ ବୈଜ୍ଞାନିକ ଚିନ୍ତିତ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): \"ଗ୍ରହାଣୁ ଧକ୍କାରେ ଦିନେ ପୃଥିବୀ ନଷ୍ଟ ହୋଇଯିବ\' ଏଭଳି ଏକ ଭୟାନକ ଖବର ନେଇ ଲୋକେ ଭୟଭୀତ ହୋଇଯାଇଛନ୍ତି । ସାଧାରଣ ଲୋକଙ୍କଠାରୁ...