ଅପରାଧ

ପୁଲିସ ଇନଫର୍ମର ଦର୍ଶାଇ ସରପଞ୍ଚକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ଲାଲଗଡ଼ରେ ନକ୍ସଲ ମାତିଛନ୍ତି। ଗୋଟିଏ ପରେ ଗୋଟିଏ ରକ୍ତାକ୍ତ ଘଟଣା ଘଟାଉଛନ୍ତି। ଏବେ ଜଣେ ସରପଞ୍ଚଙ୍କୁ ନକ୍ସଲମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ସରପଞ୍ଚ ଯେତେଯାହା...

ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରୁ ଇଡି ଜବତ କଲା ୨.୮୫ କୋଟିର ନଗଦ ଟଙ୍କା ସମେତ ୧୩୩ ସୁନା ମୁଦ୍ରା

ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ଚଢାଉ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨.୮୫ କୋଟିର ନଗଦ ଟଙ୍କା ନଗଦ ଟଙ୍କା ସମେତ ବିପୁଳ ପରିମାଣର ସୁନା...

କୋଳଥିଆ ଏଟିଏମ୍‌ରୁ ଚୋରି ଘଟଣା: ସିକ୍ରେଟ୍ ଚାମ୍ବର ପାସ୍‌ୱାର୍ଡ ଜାଣିଲା କେମିତି?

୬ ଦିନ ପରେ ବି ପୁଲିସ୍‌ ହାତ ଖାଲି, ୯ବର୍ଷ ତଳ ଘଟଣା ସହ ମେଳ ଖାଉଛି ଭୁବନେଶ୍ବର : କୋଳଥିଆ ଛକରେ ଥିବା ୟୁନିଅନ୍ ବ୍ୟାଙ୍କ୍...

ପୁରୀରୁ ୩.୧୯୨ କିଲୋଗ୍ରାମ୍ ବ୍ରାଉନସୁଗାର ଜବତ: ୩ ଅଭିଯୁକ୍ତ ଗିରଫ

ପୁରୀ: ପୁରୀ ମଙ୍ଗଳାଘାଟ ଛକରୁ ୩ କେଜି ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୩ କୋଟି...

ବରୀ ରାମଚନ୍ଦ୍ରପୁରରେ ୧୩ ବର୍ଷୀୟ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲା: ଗିରଫ ହେଲା ଅଭିଯୁକ୍ତ

ଯାଜପୁର: ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଧୀନସ୍ଥ ଅନ୍ୟାସପୁରରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ବଳାତ୍କାର ଓ ହତ୍ୟା ଘଟଣାରେ ପୁଲିସ୍‌ ଅଭିଯୁକ୍ତ ସୁବ୍ରତ ବେହେରାଙ୍କୁ...

ରାଜଧାନୀରେ ଗୋଟିଏ ପରିବାରକୁ ଆକ୍ରମଣ: ଛୁରାମାଡ଼ରେ ସ୍ୱାମୀଙ୍କର ମୃତ୍ୟୁ, ସ୍ତ୍ରୀ ଗୁରୁତର

ଭୁବନେଶ୍ବର: ରାଜଧାନୀରେ ବିଳମ୍ବିତ ରାତିରେ ଯୁବକଙ୍କୁ ହତ୍ୟା କରାଯାଇଛି। ବିଧାନସଭାର ମାତ୍ର ୫୦ ମିଟର ଦୂରରେ ରାଜଧାନୀର ଆଇଜି ପାର୍କ ସମ୍ମୁଖ ପୋଷ୍ଟ ଅଫିସ୍ ସମ୍ମୁଖରେ ହତ୍ୟାକାଣ୍ଡ...

ଘର ଭିତରେ ଦୁଇ ମହିଳାଙ୍କ ଗଳା କାଟି ହତ୍ୟା: କାରଣ ଅସ୍ପଷ୍ଟ

ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ନୂଆପଡ଼ା ଗ୍ରାମରେ ଦୁଇ ଜଣ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସକାଳ ପ୍ରାୟ...

ପେଟ୍ରୋଲ ପକାଇବାକୁ କେନ୍ଦ୍ରକରି ରାଜଧାନୀରେ ଆତଙ୍କ: ରାତିଅଧରେ ଫୁଟିଲା ଗୁଳି, ବୁଲିଲା ଖଣ୍ଡା

ଗୁଳିମାଡ଼ରେ ଜଣେ, ଖଣ୍ଡା ଚୋଟରେ ୨ ଆହତ ଭୁବନେଶ୍ୱର : ପୁଣି ଅଶାନ୍ତ ହୋଇପଡ଼ିଛି ରାଜଧାନୀ। ଗାଡ଼ିରେ ତେଲ ପକାଇବାକୁ କେନ୍ଦ୍ର କରି ରବିବାର ବିଳମ୍ବିତ ରାତିରେ...

ପଶ୍ଚିମବଙ୍ଗରେ ୮ଜଣଙ୍କୁ ଜିଅନ୍ତା ପୋଡ଼ି ମାରିବା ଘଟଣାର ‘ସିବିଆଇ’ ତଦନ୍ତ ପାଇଁ ଆଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବୀରଭୂମରେ ୮ଜଣ ବ୍ୟକ୍ତିଙ୍କୁ ଜୀବନ୍ତ ପୋଡ଼ି ମାରିବା ମାମଲାର ତଦନ୍ତ ଦାୟିତ୍ବ ଗ୍ରହଣ କରିବା ଲାଗି କାଲ୍‌କାଟା ହାଇକୋର୍ଟ ‘ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌’କୁ...

ସା‌ମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବାରୁ ସଲମାନଙ୍କ ନାଁରେ ସମନ ଜାରି

ମୁମ୍ବାଇ: ଆଇନ୍‌ଗତ ସମସ୍ୟାରେ ପ୍ରାୟତଃ ଅଧିକାଂଶ ସମୟରେ ଛନ୍ଦି ହୋଇପଡ଼ିଥାନ୍ତି ଅଭିନେତା ସଲମାନ ଖାନ୍। ନିକଟରେ ସେ ପୁଣି ଥରେ ଏକ ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତିି। ଜାଣିବାକୁ...

ପିପିଲିରେ ନିର୍ବାଚନୀ ହିଂସା! କଂଗ୍ରେସର କ୍ୟାମ୍ପ ଅଫିସକୁ ଜାଳି ଦେଲେ ଦୁର୍ବୃତ୍ତ: ବିଜେଡିର ହାତ ଥିବା କଂଗ୍ରେସର ଅଭିଯୋଗ

ପିପିଲି: ପଞ୍ଚାୟତ ନିର୍ବାଚନକୁ ନେଇ ପିପିଲିରେ ରାଜନୈତିକ ହିଂସାକାଣ୍ତ ଘଟିଥିଲା। ଏବେ ପୌର ନିର୍ବାଚନକୁ ନେଇ ପିପିଲିରେ ନିର୍ବାଚନୀ ହିଂସା ଘଟିଥିବାର ଖବର ମିଳିଛି। ମିଳିଥିବା ସୂଚନା...

ଭରତପୁର ଅଞ୍ଚଳରେ ପୁଲିସର ଚଢ଼ାଉ: ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ମାଆପୁଅ ଗିରଫ

ଭୁବନେଶ୍ୱର: ରାଜଧାନୀର ଭରତପୁର ଅଞ୍ଚଳରେ ପୁଲିସ ପକ୍ଷରୁ ଚଢାଉ କରାଯାଇ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବାର ସୂଚନା ମିଳିଛି। ଏଥିସହ ଏହି ଘଟଣାରେ ଜଡ଼ିତ ମାଆପୁଅଙ୍କୁ...

ଡକାୟତି ଯୋଜନା ପୂର୍ବରୁ ଖୋର୍ଦ୍ଧାରୁ ରାଜପଥ ଲୁଟେରା ଗ୍ୟାଙ୍ଗ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ମୋନାଲିସା ଇଂଲିଶ ମିଡିୟମ ସ୍କୁଲ ପଛ ପଟ ଟିଏଲସି ପଡ଼ିଆରୁ ପାଞ୍ଚ କୁଖ୍ୟାତ ଡ଼କାୟତଙ୍କୁ ଗିରଫ କରିଛି ପୋଲିସ । ବିଳମ୍ବିତ...

ରାଜଧାନୀରେ ଚାଞ୍ଚଲ୍ୟ: ଇଟା ତଳୁ ମିଳିଲା ଯୁବକଙ୍କ ମୃତଦେହ

ଭୁବନେଶ୍ୱର : ଇଟା ତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ବୀଭତ୍ସ ହତ୍ୟା ପରେ ଲୁଚା ଯାଇଥିଲା ମୃତଦେହ। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କ ମୃତଦେହ ଇଟା...

ରାଜଧାନୀରୁ ଧରାପଡିଲା ୧୨ କୋଟି ଟଙ୍କାର ସୁନା, ଟ୍ରେନ ଯୋଗେ ମୁମ୍ବାଇରୁ ଆସିଥିଲା ୩୨ କିଲୋଗ୍ରାମରୁ ଅଧିକ ସୁନା

ଭୁବନେଶ୍ୱର: ରେଳଷ୍ଟେସନରୁ ଧରାପଡିଲା ପ୍ରାୟ ୩୨କିଲୋଗ୍ରାମରୁ ଅଧିକ ଓଜନର ସୁନା | ଏହି ସୁନାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହୋଇଥିବାବେଳେ ସୁନା ଅଳଙ୍କାରଗୁଡିକ ମୁମ୍ବାଇରୁ...