ବାଣିଜ୍ୟ

ଜିନ୍ଦଲ ଷ୍ଟେନଲେସ (ହିସାର)ଲିମିଟେଡର ଆର୍ଥିକ ବର୍ଷ ୩୦ ଜୁନ ୨୦୨୨ରେଶେଷ ତ୍ରୟମାସିକ ଫଳାଫଳ ଘୋଷିତ

ଭୁବନେଶ୍ୱର, ୨୮ ଜୁଲାଇ ୨୦୨୨: ଜିନ୍ଦଲ ଷ୍ଟେନଲେସ (ହିସାର)ଲିମିଟେଡର କ୍ୟୁ୧ଏଫୱାଇ୨୩ ଆର୍ଥିକ ଫଳାଫଳ ଘୋଷଣା କରିଛି । ଏହାର ଷ୍ଟାଣ୍ଡାଲୋନ ରାଜସ୍ୱ, ଇବିଆଇଟିଡିଏ ଓ ପିଏଟି ଯଥାକ୍ରମରେ...

ଭାରତରୁ ବିଦାୟ ନେବ ଚାଇନିଜ୍ ସ୍ମାର୍ଟଫୋନ କମ୍ପାନି ଅନର୍

ନୂଆଦିଲ୍ଲୀ : ଚୀନର ଟେଲିକମ କମ୍ପାନି ହୁଆଏଇର ପୂର୍ବତନ ସ୍ମାର୍ଟଫୋନ ବ୍ରାଣ୍ଡ୍ ଅନର୍ ଭାରତରୁ ବିଦାୟ ନେବ । ଏ ସଂପର୍କରେ ଚୀନ ଗଣମାଧ୍ୟମ ସାଉଥ ଚାଇନା...

ବିଶେଷଜ୍ଞଙ୍କ ଆକଳନ: ଡଲାର ମୂଲ୍ୟ ୮୨ ଟଙ୍କା ହୋଇଯିବ

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଏହା ଆହୁରି ଦୁର୍ବଳ ହେବ। ଏକ ଡଲାର ମୂଲ୍ୟ ୮୨...

ଟମାଟୋ କିଲୋ ୩ ଟଙ୍କା: ତଥାପି ବିକ୍ରି ନହେବାରୁ ଏମିତି କଲେ ଚାଷୀ

ନୂଆଦିଲ୍ଲୀ: ଗତ ମାସରେ ଟମାଟୋ ଦର ପ୍ରାୟ ୨୯ ପ୍ରତିଶତ ହ୍ରାସ ପାଇଛି । ଏହା ଗ୍ରାହକମାନଙ୍କୁ ଚିନ୍ତାରୁ ମୁକ୍ତି ମିଳିଥିଲେ ମଧ୍ୟ ଚାଷୀମାନଙ୍କ ପାଇଁ ଫସଲର ଖର୍ଚ୍ଚ...

ଅଟୋ ଇଣ୍ଡଷ୍ଟ୍ରିରେ ଆଲୁମିନିୟମର ବ୍ୟବହାର ବୃଦ୍ଧି ସ୍ଥିରତା ଓ ନିରାପତାକୁ ବଢାଇଥାଏ

ନିଖିଲ ଭାଗଚାନ୍ଦନି, ଉପ ନିର୍ଦ୍ଦେଶକ- ମାର୍କେଟିଂ, ବେଦାନ୍ତ ଆଲୁମିନିୟମ, ଆଲୁମିନିୟମ ଓ ସ୍ଥାୟିତ୍ୱ ସହିତ ହାଲୁକା ଓଜନ ଉପରେ ଏସଏମଏର ଅଟୋ ଇଭେଂଟରେ ଅଟୋମୋବାଇଲ ଉଦ୍ୟୋଗରେ ସବୁଜ...

ପାର୍ବଣ ଋତୁରେ, ମାଜାର ନୂତନ ଅଭିଯାନ ପ୍ରିୟଜନଙ୍କ ମଧ୍ୟରେ ଏକତାର ଭାବନା ଜାଗ୍ରତ କରିବ

ବ୍ରାଣ୍ଡର ‘ଦିଲଦାର ବନା ଦେ’ ଅଭିଯାନ ଫିଲ୍ମରେ ବ୍ରାଣ୍ଡ ଆମ୍ବାସଡର ଅମିତାଭ ବଚ୍ଚନ ଏବଂ ପୂଜା ହେଗଡେଙ୍କୁ ପରଦାରେ ଦେଖିବାକୁ ମିଳିବ ନୂଆଦିଲ୍ଲୀ, ୧୫ ଜୁଲାଇ, ୨୦୨୨:...

ବାଲେଶ୍ବରରେ ହେବ ବ୍ୟାଙ୍କ ନୋଟ୍ ପେପର ମିଲ୍

ଭୁବନେଶ୍ବର : ଓଡ଼ିଶାର ବାଲେଶ୍ବରରେ ସ୍ଥାପନ ହେବ ବ୍ୟାଙ୍କ ନୋଟ ପେପର ମିଲ୍ । ଏ ନେଇ ବ୍ୟାଙ୍କ ନୋଟ ପେପର ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି...

ଜିନ୍ଦଲ ଷ୍ଟେନଲେସ ଭାରତୀୟ ଷ୍ଟେନଲେସ ଷ୍ଟିଲ ହାଉସୱେୟାର ସୋ ୨୦୨୨ରେ ମୁଖ୍ୟ ପୃଷ୍ଠପୋଷକ ଭୂମିକା ଗ୍ରହଣ କରିଛି

ଭୁବନେଶ୍ୱର, ଜୁଲାଇ ୧୦,୨୦୨୨: ଜିନ୍ଦଲ ଷ୍ଟେନଲେସ ୯ ଜୁଲାଇରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଚେନ୍ନାଇ ବାଣିଜ୍ୟ କେନ୍ଦ୍ର, ନନ୍ଦମ୍ବକମରେ ହାଉସୱେୟାର ସୋ ୨୦୨୨ର ଦ୍ୱାଦଶ ସଂସ୍କରଣରେ ମୁଖ୍ୟ...

ବେଦାନ୍ତ ଆଲୁମିନିୟମ ପକ୍ଷରୁ ୱାଟର ପଜିଟିଭ ହେବା ପାଇଁ ଟିୟୁଭି ଏସୟୁଡି ସହିତ ଏମଓୟୁ ସ୍ୱାକ୍ଷର କରିଛି

ନୂଆଦିଲ୍ଲୀ ୧୧ ଜୁଲାଇ,୨୦୨୨ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ନରାପତା ଓ ସ୍ଥିରତା ସମାଧାନର ବିଶ୍ୱସ୍ତରୀୟ ନେତୃତ୍ୱଧାରୀ ଟିୟୁଭି ଏସୟୁଡି ସହିତ ସହଭାଗିତା...

ଏସ୍‍ବିଆଇ ଜେନେରାଲ ଇନସ୍ୟୁରାନ୍ସ ଆରମ୍ଭ କଲା ସାଇବର ଭଲ୍‍ଟଏଜବ୍ୟକ୍ତିବିଶେଷଙ୍କ ପାଇଁ ଏକ ପୂର୍ଣ୍ଣାଙ୍ଗ ସାଇବର ବୀମା କଭର୍‍

ମୁମ୍ବଇ,୬ା୭: ଭାରତର ଅନ୍ୟତମ ଅଗ୍ରଣୀ ସାଧାରଣ ବୀମା କମ୍ପାନୀ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ପୂର୍ଣ୍ଣାଙ୍ଗ ସାଇବର ବୀମା କଭର୍‍ ଯୋଗାଇ ଦେଉଥବା ସାଇବର...

ସ୍କୋଡା ଅଟୋ ଇଣ୍ଡିଆ ଜୁନ ଏବଂ H୧ ୨୦୨୨ରେ ସମସ୍ତ ରେକର୍ଡଭାଙ୍ଗିଦେଇଛି

•ଜୁନ୨୦୨୨ରେରେକର୍ଡ-ଭାଙ୍ଗିବା ୬,୦୨୩ କାରବିକ୍ରି କରିଛି• ୨୦୨୨ରେ ଅର୍ଦ୍ଧ ବର୍ଷର ମାର୍କରେ୨୦୨୧ବାର୍ଷିକବିକ୍ରିକୁ ପଛରେ ପକାଇଛି: H୧ ୨୦୨୨ରେ ୨୮,୮୯୯ ରବିକ୍ରି୨୦୨୧ ରେ ୨୩,୮୫୮ ବାର୍ଷିକ ବିକ୍ରିଠାରୁ ଅଧିକ• ଭାରତରେ...

ଆଦିତ୍ୟ ବିର୍ଲା ଫାଇନାନ୍ସ ଓଡିଶାରେ ଛୋଟ ବ୍ୟବସାୟକୁ ସହାୟତା କରିବା ପାଇଁ ନୂତନ ଉତ୍ପାଦର ଶୁଭାରମ୍ଭ କଲା

ମୁମ୍ବାଇ, ୨୯ ଜୁନ, ୨୦୨୨: ଆଦିତ୍ୟ ବିର୍ଲା କ୍ୟାପିଟାଲ ଲିମିଟେଡର ଋଣ ପ୍ରଦାନକାରୀ ସହାୟକ କମ୍ପାନୀ ଆଦିତ୍ୟ ବିର୍ଲା ଫାଇନାନ୍ସ ଲିମିଟେଡ (ଏବିଏଫଏଲ) ଓଡ଼ିଶାରେ ଏହାର ୧୧...

ବେଦାନ୍ତ ଲାଞ୍ଜିଗଡ଼କୁ ସମ୍ମାନଜନକ କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର-୨୦୨୧

ଲାଞ୍ଜିଗଡ଼, ୨୯ ଜୁନ,୨୦୨୨ : ଭାରତର ଅଗ୍ରଣୀ ମେଟାଲର୍ଜିକାଲ୍ ଗ୍ରେଡ୍ ନିର୍ମାତା ବେଦାନ୍ତ ଆଲୁମିନିୟମ ପରିବେଶ ସ୍ଥିରତା ଉପରେ ଅବଦାନ ଓ କାର୍ଯ୍ୟ ପାଇଁ ସମ୍ମାନଜନକ କଳିଙ୍ଗ...

ୱି ବିଜନେସ୍ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇଙ୍କ ପାଇଁ “ରେଡି ଫର୍ ନେକ୍ସଟ୍‌’ ପ୍ରୋଗ୍ରାମ୍ ଉନ୍ମୋଚିତ

ଭୁବନେଶ୍ୱର: ମହାମାରୀ ପରେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକର ଅବସ୍ଥା ଖରାପ ହୋଇଯାଇଛି । ତାହାକୁ ଦୃଷ୍ଟିରେ ରଖି ଦେଶର ଅଗ୍ରଣୀ ଟେଲିକମ୍ ଅପରେଟର ୱିର ସଂସ୍ଥା ୱି ବିଜନେସ୍ ପକ୍ଷରୁ...

ତନିସ୍କ ଉପସ୍ଥାପନ କରୁଛି “ରାଜାଧୀରାଜ’

ବ୍ରାଣ୍ଡ୍ ପକ୍ଷରୁ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ପେଣ୍ଡାଂଟ୍ ଓ ରିଙ୍ଗ୍ ବର୍ଗମାଳା ଉନ୍ମୋଚିତ ଭୁବନେଶ୍ୱର: ଟାଟା ପକ୍ଷରୁ ଭାରତର ସର୍ବବୃହତ ଗହଣା ରିଟେଲ୍ ବ୍ରାଣ୍ଡ୍ ତନିସ୍କ ପକ୍ଷରୁ...