ବାଣିଜ୍ୟ

ବେଦାନ୍ତ ଲାଞ୍ଜିଗଡ଼ ପରିବେଶ ଉପରେ ସ୍ଥାୟୀ ପଦକ୍ଷେପ ଗ୍ରହଣ ପାଇଁସମ୍ମାନଜନକ କଳିଙ୍ଗ ରତ୍ନ ପୁରସ୍କାର ଲାଭ କରିଛି

ଲାଞ୍ଜିଗଡ଼, ୨୮ ଜୁନ,୨୦୨୨ : ଭାରତର ଅଗ୍ରଣୀ ମେଟାଲର୍ଜିକାଲ୍ ଗ୍ରେଡ୍ ନିର୍ମାତା ବେଦାନ୍ତ ଆଲୁମିନିୟମ ପରିବେଶ ସ୍ଥିରତା ଉପରେ ଅବଦାନ ଓ କାର୍ଯ୍ୟ ପାଇଁ ସମ୍ମାନଜନକ \"କଳିଙ୍ଗ...

ଭାରତରେ ୧୦୧,୧୧୧ କାର ବିକ୍ରି ସହିତ ସ୍କୋଡା ଅକ୍ଟେଭିଆ ଐତିହାସିକ ଲେଣ୍ଡମାର୍କକୁ ସ୍ପର୍ଶ କରିଛି

- ଭାରତରେ ପାର୍ଟସ ଏବଂ କମ୍ପୋନେଣ୍ଟସ(ଉକଊ) ରୁଟ ମାଧ୍ୟମରେ ଅକ୍ଟେଭିଆ ସର୍ବାଧିକ ବିକ୍ରି ହେଉଥିବା କାର ଅଟେ- ବର୍ତ୍ତମାନ ଭାରତରେ ଦୀର୍ଘତମ ଚାଲୁଥିବା, କ୍ରମାଗତ ଭାବରେ ବିଦ୍ୟମାନ...

ସାରା ଭାରତରେ ସ୍କୋଡା ଅଟୋ ୨୦୫+ ଗ୍ରାହକ ଟଚପଏଂଟ ଅତିକ୍ରମ କରିଛି

ଡିସେମ୍ବର ୨୦୨୧ ରେ ୧୭୫ ଟି ଟଚ୍ ପଏଂଟ ରହିଥିଲାଟଚପଏଂଟ ରେ ୧୯% ର ବୃଦ୍ଧି, ଜୁନ୍ ୨୦୨୨ ରେ ୨୦୫+ ଆଉଟଲେଟ୍ପ୍ରାକ୍ ସଫଳତା କାରଣରୁ ୨୦୨୨...

ଜିନ୍ଦଲ ଷ୍ଟେନଲେସ କେମଟେକ ୱାର୍ଲ୍ଡ ଏକ୍ସପୋ ୨୦୨୨ରେ ବ୍ରୋଞ୍ଜ ପ୍ରାୟୋଜକଭାବେ ଭାଗ ନେଲା

ଭୁବନେଶ୍ୱର, ଜୁନ ୮, ୨୦୨୨ ,: ଜିନ୍ଦଲ ଷ୍ଟେନଲେସ୍ ଜୁନ୍ ୮-୧୧ ରୁ ଜିଓ ୱାର୍ଲ୍ଡ ସେଣ୍ଟରରେ ଆୟୋଜିତ କେମଟେକ୍ ୱାର୍ଲ୍ଡ ଏକ୍ସପୋ ୨୦୨୨ର ୩୦ତମ ସଂସ୍କରଣରେ...

ଚଳିତ ଆର୍ଥିକ ବର୍ଷରେ ଡିଜିଟାଲ ଟଙ୍କାର ପ୍ରଚଳନ କରିବ ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ଚଳିତ ଆର୍ଥିକ ବର୍ଷରେ ହିଁ ଡିଜିଟାଲ ଟଙ୍କା ବଜାରକୁ ଛାଡ଼ିବାକୁ ଲକ୍ଷ୍ୟ ରଖିଛି ରିଜର୍ଭ ବ୍ୟାଙ୍କ । ଆଜି ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ଘୋଷଣା...

ମେ ମାସରେ ୧.୪୧ ଲକ୍ଷ କୋଟିର ଜିଏସଟି ରାଜସ୍ବ ସଂଗ୍ରହ, ଓଡ଼ିଶାରୁ ୩୯୫୬ କୋଟି

ନୂଆଦିଲ୍ଲୀ : ନିକଟରେ ସମାପ୍ତ ମେ ମାସରେ ଦେଶର ଜିଏସଟି ରାଜସ୍ବ ସଂଗ୍ରହ ୧୪୦,୮୮୫ କୋଟିରେ ପହଞ୍ଚିଛି । ଏହା ମେ ୨୦୨୧ ତୁଳନାରେ ୪୪ ପ୍ରତିଶତ...

ସ୍କୋଡା ଅଟୋ ଇଣ୍ଡିଆ ମେ ୨୨ ରେ ୪୬୦୪ ୟୁନିଟ୍ ବିକ୍ରି କରି ଉଲ୍ଲେଖନୀୟ ସଫଳତା ହାସଲ କରିଛି

ମେ ୨୦୨୧ ତୁଳନାରେ ବର୍ଷ ପରେ ବର୍ଷରେ ୫୪୩ % ର ଅଭିବୃଦ୍ଧିନୂତନ ଗ୍ରାହକ ଟଚ୍‌ପଏଂଟ ଓ ସୋରୁମରେ ବୈପ୍ଳବିକ ଟେକ୍‌ର ଶୁଭାରମ୍ଭ କାରଣରୁ ବିକ୍ରି ଅଧିକ...

କେନ୍ଦ୍ରକୁ ରିଜର୍ଭ ବ୍ୟାଙ୍କ ଦେବ ୩୦,୩୦୭ କୋଟି

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ‌କେନ୍ଦ୍ର ସରକାରଙ୍କୁ ୩୦, ୩୦୭ କୋଟି ଟଙ୍କା ଦେବ। ‌ଆକସ୍ମିକ ବିପଦର ମୁକାବିଲା କରିବା ଲାଗି...

ୱି ପକ୍ଷରୁ ଡାଟା ଡିଲାଇଟ୍ ସୁବିଧା ସହିତ “ୱି ହିରୋ ଅନଲିମିଟେଡ୍‌’ର ଶୁଭାରମ୍ଭ

ଭୁବନେଶ୍ୱର: ନିଜର ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ ଚିନ୍ତାମୁକ୍ତ ଡାଟା ଅନୁଭୂତିକୁ ନିଶ୍ଚିତ କରିବା ଲାଗି ଅଗ୍ରଣୀ ଟେଲିକମ୍ କଂପାନି ୱି ପକ୍ଷରୁ ଡାଟା ଡିଲାଇଟ୍ ସୁବିଧା ସହିତ...

ହିନ୍ଦୁସ୍ତାନ କୋକା-କୋଲା ବେଭରେଜେସ୍‍ (ଏଚସିସିବି) ୨୫ ବର୍ଷ ପୂରଣ କଲା:ଓଡ଼ିଶାରେ ଏହି ଅବସର ପାଳନ ପାଇଁ ଏକାଧିକ ପ୍ରୟାସ ସମ୍ପର୍କରେ ଘୋଷଣା କରୁଛି

~ ଏହା ନିଜର କ୍ୟାଚା ଏଚସିସିବି ୩୦୦ କୋଟି ଟଙ୍କା ନିବେଶରେ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ତାହାର କାରଖାନାରେ ଉତ୍ପାଦନକ୍ଷମତା ବୃଦ୍ଧିକରିବ~ଏହା ଆଉ ୨୦୦ ଲୋକଙ୍କ ପାଇଁ...

ବେଦାନ୍ତ ଆଲୁମିନିୟମ ଫ୍ଲାଏ ଆଶ ଉପଯୋଗ ପାଇଁ ପୁରସ୍କାର ଲାଭ କରିଛି

ମିଶନ ଏନର୍ଜି ଫାଉଣ୍ଡେସନ ଦ୍ୱାରା ଫ୍ଲାଏ ଆଶ ଉପଯୋଗିତା ସମ୍ମିଳନୀ ଏକ୍ସପୋ ପୁରସ୍କାରର ୧୧ଶ ସଂସ୍କରଣରେ ଏକ ହ୍ୟାଟ୍ରିକ ସ୍କୋର ହାସଲ କରିଛି । ନୂଆଦିଲ୍ଲୀ, ୧୭...

ବେଦାନ୍ତ ଆଲୁମିନିୟମ ପକ୍ଷରୁ ନ୍ୟାସନାଲ ଫରେନସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ),ଗାନ୍ଧିନଗର ସହିତ ଏମଓୟୁ ସ୍ୱାକ୍ଷର

ଏହାର ସିକ୍ୟୁରିଟି ବୃତିଧାରୀଙ୍କ ପାଇଁ ଗବେଷଣା, ତାଲିମ ଓ ଶିକ୍ଷଣୀୟ ପଦକ୍ଷେପ ହାସଲ ଲକ୍ଷ୍ୟ ରଖିଛି ନୂଆଦିଲ୍ଲୀ, ୧୦ମଇ ୨୦୨୨: ବେଦାନ୍ତ ଆଲୁମିନିୟମ ଭାରତର ଅଗ୍ରଣୀ ମେଟାରଲଜିକାଲ...

ଋଣ ସୁଧହାର ବଢାଇଲା ଏଚଡିଏଫସି ବ୍ୟାଙ୍କ, ପୂର୍ବରୁ ୬ଟି ବ୍ୟାଙ୍କ ବଢାଇସାରିଛନ୍ତି

ମୁମ୍ବାଇ : ଗତ ୪ ତାରିଖରେ ରିଜର୍ଭ ବ୍ୟାଙ୍କ ଦ୍ବାରା ସୁଧହାର ବୃଦ୍ଧି କରାଯିବା ପରେ ବିଭିନ୍ନ ବ୍ୟାଙ୍କ ନିଜର ଋଣ ସୁଧହାର ବଢାଇଚାଲିଛନ୍ତି । ମଙ୍ଗଳବାରଦିନ...

ସ୍କୋଡା ଅଟୋ ଇଣ୍ଡିଆ ନୂଆ କୁସାକ୍ ମଂଟେ କାର୍ଲୋର ଶୁଭାରମ୍ଭ କରିଛିଏକ ଲୁକ୍ ପାଆନ୍ତୁ ଯାହା ଅତ୍ୟନ୍ତ ଆକର୍ଷଣୀୟ

ମଂଟେ କାର୍ଲୋ ସଂସ୍କରଣ ହେଉଛି ସ୍କୋଡା ମୋଟୋସ୍ପୋର୍ଟ ହେରିଟେଜ ଓ ରାଲି ମଂଟେ କାର୍ଲୋ ପ୍ରତି ଏକ ଶ୍ରଦ୍ଧାଞ୍ଜଳିକୁସାକ୍ ହେଉଛି ଭାରତର ଦ୍ୱିତୀୟ ଉତ୍ପାଦ ଯାହାକି ଏକ୍ସକ୍ଲୁସିଭ୍...

ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାର ଚାନ୍ଦୋଳର ଗ୍ରାହକମାନଙ୍କୁ ବ୍ୟାପକ ବର୍ଗମାଳାର ହୋମ୍ ଆପ୍ଲାଏନ୍‌ସେସ୍ ଓ ସପିଙ୍ଗ୍ ଅନୁଭୂତି ପ୍ରଦାନ

ଗୋଦରେଜ୍ ଇନ୍‌ସ୍ପାୟାର୍ ହବ୍ ଉନ୍ମୋଚିତ-କେନ୍ଦ୍ରାପଡ଼ାର ପ୍ରଥମ ସ୍ୱତନ୍ତ୍ର ଗୋଦରେଜ୍ ଆପ୍ଲାଏନ୍‌ସେସ୍ ଆଉଟ୍‌ଲେଟ୍‌ ଭୁବନେଶ୍ୱର: ଗୋଦରେଜ୍ ଗ୍ରୁପ୍‌ର ପ୍ରମୁଖ ସଂସ୍ଥା ଗୋଦରେଜ୍ ଆଣ୍ଡ୍ ବଏସ୍‌ର ଅଂଶ ଗୋଦରେଜ୍ ଆପ୍ଲାଏନ୍‌ସେସ୍...