Main Story

Editor’s Picks

Trending Story

Blog

ସାମାଜିକ କର୍ମୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର

ଭୁବନେଶ୍ୱର, ତା ୯ା୪ା୨୦୨୪ : ଯୁବ ସାମାଜିକ କର୍ମୀ ତଥା ସାମାଜିକ ଅନୁଷ୍ଠାନ ଫିନିକ୍ସ ସେବାର ଅଧ୍ୟକ୍ଷ ମଲ୍ଲିକ ଅୱେସ୍‌ଙ୍କ ଜନ୍ମ ଦିବସରେ ଏକ ରକ୍ତଦାନ ଶିବିର...

ଟାଟା ଏଆଇଏ ପକ୍ଷରୁ ହ୍ୱାଟ୍‌ସଆପ୍‌ରେ ଶିଳ୍ପ ପ୍ରଥମ ପେମେଂଟ୍ ସମାଧାନର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଜୀବନ ବୀମା କମ୍ପାନି ଟାଟା ଏଆଇଏ ପକ୍ଷରୁ ହ୍ୱାଟସ୍‌ଆପ୍‌ରେ ପ୍ରିମିୟମ୍ ପେମେଂଟ୍‌ସେବାର ଶୁଭାରମ୍ଭ କରାଯାଇଛି । ବୀମା କ୍ଷେତ୍ରର ପ୍ରଥମ କମ୍ପାନି ଭାବେ...

ଏନ୍‌ଏସ୍‌ଇ ପକ୍ଷରୁ କର୍ମଶାଳା ପାଇଁ ଆଇଏଫ୍‌ସି ଓ କ୍ଲାଇମେଟ୍ ବଣ୍ଡ୍ ଇନିସିଏଟିଭ୍ ସହିତ ସହଯୋଗିତା

ଭୁବନେଶ୍ୱର : ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ ଅଫ୍ ଇଣ୍ଡିଆ (ଏନଏସଇ) ପକ୍ଷରୁ “ଡିପ୍ ଡାଇଭ୍ ଇନ୍ ଗ୍ରିନ୍‌, ସୋସିଆଲ୍ ଆଣ୍ଡ୍ ସଷ୍ଟେନେବିଲିଟି (ଜିଏସ୍‌ଏସ୍‌) ବଣ୍ଡ୍ ଇସୁଆନ୍ସ ପ୍ରୋସେସ୍‌’...

ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା” ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ

ସଂସ୍କୃତ ବିଭାଗ ପକ୍ଷରୁ ସୋମବାର ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ 'ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା' ଶୀର୍ଷକ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍...

କିଟ୍‍ ଓ ୟୁଏନ୍‍ ଭଲ୍ୟୁଣ୍ଟିଅର୍‍ସ ମଧ୍ୟରେ ବୁଝାମଣା

ଭୁବନେଶ୍ୱର,୮ ।୪: କିଟ୍‍ ବିଶ୍ୱବିଦ୍ୟାଳୟ ଓ ୟୁଏନ୍‍ ଭଲ୍ୟୁଣ୍ଟିଅର୍‍ସ (ୟୁଏନ୍‍ଭି) ମଧ୍ୟରେ ସୋମବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ,...

ସାମାଜିକ କମମୀ ସସାନମ ୱାଙ୍ଗଚୁଙ୍କ ଡାକରାସର ପରିସେଶେିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ଲାଦାଖ ଗସ୍ତ

ଲାଦାଖ େଞ୍ଚାଅ ଆସଦାଳନକୁସଲାହିଆ ଏକାସଡମୀର ସମର୍ମନ ଭୁବନେଶ୍ୱର (୮/୪) : ଗତ କିଛିମାସ ଧରିଲାଦାଖ ଏବଂ କାଗିଲର ନଲାକମାନେ ଶାନ୍ତିପୂର୍ଣ୍ଣ ଏବଂସାମ୍ବିଧାେିକ ଭାବନର ପୂର୍ଣ୍ଣରାଜ୍ୟ ଦାବି, ସମ୍ବି...

ବ୍ଲାକ୍‌ରକ୍‌, ଆଡିଆ, ଘରୋଇ ଫଣ୍ଡଙ୍କ ପକ୍ଷରୁ ବେଦାନ୍ତରେ ଅଂଶଧନ ବୃଦ୍ଧି

ଭୁବନେଶ୍ୱର : ବିଶ୍ୱର ସର୍ବବୃହତ ସଂପତି ପରିଚାଳନା କମ୍ପାନି ବ୍ଲାକ୍‌ରକ୍‌, ଆବୁଧାବି ଇନଭେଷ୍ଟମେଂଟ୍ ଅଥରିଟି ଏବଂ ଆଇସିଆଇସିଆଇ ମ୍ୟୁଚୁଆଲ ଫଣ୍ଡ ଓ ନିପନ୍ ଇଣ୍ଡିଆ ମ୍ୟୁଚୁଆଲ୍ ଫଣ୍ଡ...

ଅଣସଂରକ୍ଷିତ ସମ୍ପ୍ରଦାୟର ବାଳିକା ମାନଙ୍କୁ ନିଯୁକ୍ତି ପାଇଁ ‘ପ୍ରୋଜେକ୍ଟ ପଞ୍ଛି’ର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ କରିଛି ବେଦାନ୍ତ ଲାଞ୍ଜିଗଡ଼

ଲାଞ୍ଜିଗଡ଼, କଳାହାଣ୍ଡିଜିଲ୍ଲା, ଓଡିଶା, ୦୮ ଏପ୍ରିଲ୨୦୨୪ - ବେଦାନ୍ତ ଲିମିଟେଡ୍‌, ଭାରତର ସ୍ମେଲଟର ଗ୍ରେଡ୍ଆଲୁମିନା ଉତ୍ପାଦକତଥାବେଦାନ୍ତ ଆଲୁମିନିୟମର ଏକ ୟୁନିଟ୍‌, ଏହାର ଅନନ୍ୟ ନିଯୁକ୍ତି ଡ୍ରାଇଭ୍ 'ପ୍ରୋଜେକ୍ଟ...

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସଚେତନତା ଅଭିଯାନ

ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍‌) : ଏପ୍ରିଲ ୭ ତାରିଖକୁ ସାରା ବିଶ୍ୱରେ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଦେଶର ଅଗ୍ରଣୀ ଭାରତୀୟ ଷ୍ଟେଟ...

ସ୍ୱର୍ଗତ ବିଷ୍ଣୁଚରଣ ମହାନ୍ତି ଓ ପ୍ରାକ୍ତନ ସମ୍ପାଦକ ସ୍ୱର୍ଗତ ମଦନ ମୋହନ ଦାସଙ୍କ ଶୋକସଭା

ଭୁବନେଶ୍ୱର, : ତା ୫.୪.୨୦୨୪ରିଖ ଅନନ୍ତ ଆଶ୍ରମ, ତପୋବନଠାରେ ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଂଘର କାର୍ଯ୍ୟକାରିଣୀ ବୈଠକ ସମ୍ପାଦକ ସଞ୍ଜୟ କୁମାର ଦାଙ୍କ ତତ୍ତ୍ୱାବଧାନରେ ଡକା ହୋଇଥିଲା...

ଗ୍ୟାଷ୍ଟ୍ରୋଇନ୍‍ଟେଷ୍ଟାଇନାଲ ବ୍ଳିଡ଼ିଂ ବନ୍ଦ କରିବାରେ ହେମୋସ୍ପ୍ରେର ବ୍ୟବହାର

 କିମ୍‍ସ ଭାରତର ଦ୍ୱିତୀୟ ହସ୍ପିଟାଲ ଭୁବନେଶ୍ୱର,୬ ।୪: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ୍‍ ସାଇନ୍‍ସେସ୍‍(କିମ୍‍ସ)ରେ ଗ୍ୟାଷ୍ଟ୍ରୋଇନ୍‍ଟେଷ୍ଟାଇନାଲ୍‍ ବ୍ଲିଡ଼ିଂ(ଜିଆଇ) ବନ୍ଦ କରିବା ପାଇଁ ହେମୋସ୍ପ୍ରେର ବ୍ୟବହାର କରାଯାଇଛି ।...

ଆଲୁମିନିୟମ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିଛି ବେଦାନ୍ତ

ଭୁବନେଶ୍ୱର, ୦୫ ଏପ୍ରିଲ ୨୦୨୪ : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ୩ ମିଲିୟନ ଟନ (ଏମଟିପିଏ)ର ଆଲୁମିନିୟମ ଉତ୍ପାଦନ କ୍ଷମତା ବିଶିଷ୍ଟ ଶ୍ରେଷ୍ଠ...

ପୁରୀରେ କ୍ରେଡାଇ ଓଡ଼ିଶାର ନୂଆ ଚାପ୍ଟର

ଭୁବନେଶ୍ୱର, କ୍ରେଡାଇ ଓଡ଼ିଶା ପକ୍ଷରୁ ପୁରୀରେ ନୂଆ ସିଟି ଚାପ୍ଟର ତଥା ରାଜ୍ୟର ୭ମ ଚାପ୍ଟର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ରାଜ୍ୟ ଚାପ୍ଟର କାର୍ଯ୍ୟକାରିଣୀ ସଦସ୍ୟ...

ଉତ୍କଳ ଦିବସ ୨୦୨୪: ବେଦାନ୍ତ ଆଲୁମିନିୟମ ଦ୍ୱାରା ପାଳନ କରାଯାଉଥିବା ପରମ୍ପରା ଓ ପ୍ରଗତିର ଏକ ଉତ୍ସବ

ଭୁବନେଶ୍ୱର, ୩ ଏପ୍ରିଲ ୨୦୨୪: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଏøତିହ୍ୟକୁ ସମ୍ମାନ ଜଣାଇ ୮୯ତମ ଏତ୍କଳ ଦିବସ...

‘ନବୀନ’ର ୨୬ତମ ବିଷୁବ ମିଳନ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର,୩ା୪-ଓଡ଼ିଶାର ସର୍ବପୁରାତନ ସାପ୍ତାହିକ ସମ୍ବାଦପତ୍ର ‘ନବୀନ’ର ୨୬ତମ ବିଷୁବ ମିଳନ ଉତ୍ସବ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି...