Main Story

Editor’s Picks

Trending Story

Blog

ରଜ ଉତ୍ସବ ପାଳନ ନେଇ ଜାରି ହେଲା ୧୪୪ ଧାରା

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳନର ଅବବ୍ୟହିତ ପୂର୍ବରୁ ଆଜି ଉପଜିଲ୍ଲାପାଳ ପୀତାମ୍ବର ସାମଲ ବିଭିନ୍ନ ଉତ୍ସବ ସ୍ଥଳରେ ୧୪୪ ଧାରା...

ଅର୍ଜୁନ ସେଠୀଙ୍କୁ ଜିଲ୍ଲା ବିଜେପିର ଶ୍ରଦ୍ଧାଞ୍ଜଳି

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଦ୍ରକ ରାଜନୀତି ଇତିହାସରେ ବହୁ ଯୁଗଜନ୍ମା ଜନ୍ମ ନେଇଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ଜନ୍ମ ନେବେ । ମାତ୍ର ଅର୍ଜୁନଙ୍କ ଭଳି...

ଅନ୍ତେବାସୀଙ୍କୁ ବସ୍ତ୍ର ଓ ଆମ୍ବ ଉପହାର ଦେଲେ ତେସିଙ୍ଗା ସରପଞ୍ଚ

ଭଣ୍ଡାରିପୋଖରୀ, (ପ୍ରବାହ ନ୍ୟୁଜ୍‌): ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ତେସିଙ୍ଗା ପଞ୍ଚାୟତର ବିଶୋଳ ଅଙ୍ଗନୱାଡି କେନ୍ଦ୍ରରେ ସଙ୍ଗରୋଧରେ ରହୁଥିବା ଅନ୍ତେବାସୀଙ୍କୁ ନବବସ୍ତ୍ର ଓ ଆମ୍ବ ଉପହାର ସ୍ଥାନୀୟ ସରପଞ୍ଚ...

କରୋନା ଆକ୍ରାନ୍ତ ସଂଖ୍ୟା ୧୯ରେ ପହଞ୍ôଚଲା

ଣ୍ଡାରିପୋଖରୀ, (ପ୍ରବାହ ନ୍ୟୁଜ୍‌): ଭଣ୍ଡାରିପୋଖରୀ ବ୍ଲକରେ ଶନିିବାର ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନିର୍ଗୁଣ୍ଡି ପଞ୍ଚାୟତ ଅନନ୍ତପୁର ଗ୍ରାମର ୨୭ ବର୍ଷୀୟ ମହିଳା...

୨ ଦିନରେ ଆଉ ୬ ଆକ୍ରାନ୍ତ ଚିହ୍ନଟ

ପାରମ୍ପରିକ ଉତ୍ସବ ଉପରେ କଟକଣା ଜାରିକଲେ ଜିଲ୍ଲାପାଳଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଗତକାଲି ଓ ଆଜି ୨ ଦିନରେ ମୋଟ ୬ କରୋନା ଆକ୍ରାନ୍ତ ଭଦ୍ରକ ଜିଲ୍ଳାରୁ ଚିହ୍ନଟ...

କାନ୍ତକବି ମଞ୍ଚପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା

ଭଦ୍ରକ(ପ୍ରବାହ ନ୍ୟୁଜ୍‌):. କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରେରଣାଦାୟୀ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ...

ଲିଭର୍ ସିରୋସିସ୍‌

ଡାକ୍ତରୀ ବିଜ୍ଞାନ ଅନୁଯାୟୀ, ଯକୃତ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଏଡସ୍ ରୋଗୀଙ୍କ ଅପେକ୍ଷା ଦୁର୍ବଳ । ଯକୃତ ସଂକ୍ରମିତ ହେଲେ ଏହାର ରୋଗୀମାନେ ଅନ୍ୟ ରୋଗ...

ମାଗିଲେ ଫ୍ରାଏଡ୍ ରାଇସ୍‌ ମିଳିଲା ସାପ ତରକାରୀ

୨୦୧୯ ଶେଷ ହେବାବେଳକୁ ଭେଟେରାନ୍ ଟେନିସ୍ ଖେଳାଳି ଲିଅ ।ଣ୍ଡର୍ ପେସ୍ ୨୦୨୦ ଟୋକିଓ ଅଲମ୍ପିକ୍ସ ପରେ ଅବସର ଘୋଷଣା କରିବାର ପ୍ଲାନିଂ କରିଥିଲେ । ଟୋକିଓ...

ବିମାନବନ୍ଦର ପାଇଁ ସ୍ୱୟଂଚାଳିତ ହ୍ୱିଲ୍‌ଚେୟାର୍‌

ହ୍ୱିଲ୍‌ଚେୟାର୍‌ଟି ସ୍ୱୟଂଚାଳିତ । ଏହାକୁ ପଛରୁ କେହି ଠେଲି ଠେଲି ନେବା ଦରକାର ନାହିଁ । କରୋନାଭାଇରସ୍‌ର ମୁକାବିଲା ସମୟରେ ଏହି ଅଟୋନମସ୍ ହ୍ୱିଲ୍‌ଚେୟାର୍ ମଧ୍ୟ ସାମାଜିକ...

ପୁଅ ହାରିଗଲେ ମାଆ ଜିତିଲେ

ସଙ୍ଗୀତଜ୍ଞ ୱାଜିଦ୍ ଖାନ୍ ଡାକ୍ତରଖାନାରେ ଅସୁସ୍ଥ ଥିଲାବେଳେ ୱାଜିଦଙ୍କ ଯତ୍ନ ନେବାକୁ ତାଙ୍କ ମାଅ । ସେଠାରେ ରହିଥିଲେ । ଡାକ୍ତରଖାନାରେ ଅନ୍ୟ କରୋନା ରୋଗୀଙ୍କ ସହ...

ସୋୟାବିନ୍‌ର ଉପକାରିତା

ସୋୟାବିନର ଅନେକ ଲାଭ ରହିଛି । ଏହା ଗ୍ରୀନ୍ ମଟର ପ୍ରଜାତିର । ଏହାର ଲାଭ ଉପରେ ଗବେଷଣା ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା...

କମେଡି ଫିଲ୍ମରେ କାଟ୍ରିନା

ଫିଲ୍ମମେକର୍ ବିକାଶ ବହଲ୍ ଏକ କମେଡି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଏଥିରେ ପ୍ରଥମଥର ପାଇଁ ଏକତ୍ର ଅ ।ସିବେ ଅମିତାଭ ବଚ୍ଚନ ଓ କାଟ୍ରିନା...

ଉଦ୍ଧବ ଠାକ୍‌ରେଙ୍କୁ ଭେଟିଲେ ସୋନୁ ସୁଦ୍‌

ପ୍ରବାସୀ ଶ୍ରମିକଙ୍କ ପାଇଁ ବାସ୍ତବ ଜୀବନର ନାୟକ ସାଜିଥିବା ସୋନୁ ସୁଦ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଦେଖା କରିଛନ୍ତି । ଠାକ୍‌ରେଙ୍କ ବାସଭବନ \"ମାତୋଶ୍ରୀ\'ରେ ସୋନୁ,...

ଶିକାରୀ ଭୂମିକାରେ ଆହନା

ଓଲିଉଡ୍ ନାୟିକା ଅ ।ହନା \"ଭୈରବ\' ଏବଂ \"ବ୍ଲାକ୍‌ମେଲ୍‌\' ଭଳି ସିନେମାରେ ନାୟିକା ଭୂମିକାରେ ଅ ।ସିଛନ୍ତି । \"ଭୈରବ\'ରେ ଅ ।ହନା ନବାଗତ ଅସିତଙ୍କ ବିପକ୍ଷରେ...

ଭୃଶଙ୍ଗ ପତ୍ରର ଔଷଧୀୟ ଗୁଣ

ସାଧାରଣତଃ ଭୃଶଙ୍ଗ ପତ୍ରକୁ ଖାଦ୍ୟର ସ୍‌୍ୱାଦ ଏବଂ ବାସ୍ନାକୁ ବଢାଇବା ପାଇଁ ବ୍ୟବହାର କରାଯାଇଥାଏ । ଭୃଶଙ୍ଗ ପତ୍ରରେ ରହିଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ...