Main Story

Editor’s Picks

Trending Story

Blog

ଋଣକିସ୍ତି ଆଦାୟ ବନ୍ଦ କରିବାକୁ ପ୍ରଗତିଶୀଳ ମହିଳାମଞ୍ଚର ଦାବି

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଘରୋଇ ପୁଞ୍ଜି ଲଗାଣକାରୀ ସଂସ୍ଥାମାନେ ବର୍ଷବର୍ଷ ଧରି ଗ୍ରାମୀଣ ମହିଳାମାନଙ୍କୁ ଟଙ୍କା ଋଣ ଦେଇ କିସ୍ତି ଆଦା କରିଆସୁଥିଲେ । ତେବେ କରୋନା...

ଭଦ୍ରକରେ ଏଆଇସିସିଟିୟୁ ଓ ଏଆଇସିଡବ୍ଲ୍ୟୁଏଫ୍ ପକ୍ଷରୁ ଶ୍ରମିକଙ୍କ ସାତଦଫାଦାବୀ ନେଇ ବିକ୍ଷୋଭ

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଦ୍ରକରେ ନିର୍ମାଣ ଶ୍ରମିକ ଓ ପ୍ରବାସୀ ଶ୍ରମିକମାନଙ୍କର ସାତଦଫା ଦାବୀ ନେଇ ଏଆଇସିସିଟିୟୁ ଓ ଏଆଇସିଡବ୍ଲ୍ୟୁଏଫ୍ ପକ୍ଷରୁ ସର୍ବଭାରତୀୟ ପ୍ରତିବାଦ ଦିବସରେ ମଣ୍ଡଳ...

ଗୋପବନ୍ଧୁ କୋଭିଡ୍ ଚିକିତ୍ସାଳୟ ଲୋକାର୍ପିତ

ଏହି ସର୍ବଶ୍ରେଷ୍ଠ ଚିକିତ୍ସାଳୟ କରୋନାପୀଡ଼ିତଙ୍କୁ ଉତ୍ତମ ସେବା ଦେବ\'କଟକ, (ନି.ପ୍ର) : ଅ ।ଠଗଡ଼ ମାଧବପୁରଠାରେ ପ୍ରତିଷ୍ଠିତ ୧୫୦ରୁ ଊଦ୍ଧର୍‌ବ ଶଯ୍ୟା ବିଶିଷ୍ଟ କୋଭିଡ୍ ଚିକିତ୍ସାଳୟ ଓ...

ମହାନ୍ ବିଭୂତି ଶ୍ରୀମଜ୍ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ

ମନୋଜ କୁମାର ରଥ ଦେବଭୂମି ଭାରତବର୍ଷରେ ଏକ ନୂତନ ଯୁଗର ଆରମ୍ଭ ହୋଇଥିଲା ଯେତେବେଳେ ଖ୍ରୀ.ପୂ. ୫୦୭ ବର୍ଷରେ କେରଳର କାଲାଡ଼ି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଭଗବାତ୍‌ପାଦ...

ପୁଞ୍ଜି ବିନିଯୋଗ ନେଇ ଆଲୋଚନା

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଓଡିଶାରେ ପୁଞ୍ଜି ବିନିଯୋଗ ନେଇ ଅ ।ର୍ସେଲର ମିତ୍ତଳ ଗ୍ରୁପର ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଭିଡିଓ କନଫରେନ୍ସିଂ ଜରିଅ ।ରେ ମୁଖ୍ୟମନ୍ତ୍ରୀ ନବୀନ...

ଆଲୁମିନିୟମ ପାର୍କ ନେଇ ଆଲୋଚନା

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଅନୁଗୁଳ ଠାରେ ପ୍ରସ୍ତାବିତ ଅ ।ଲୁମିନିୟମ ପାର୍କର କାର୍ଯ୍ୟକୁ ଅ ।ଗେଇ ନେବା ଏବଂ ଏହାକୁ ଶୀଘ୍ର ଶେଷ କରିବା ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ...

ପନ୍ଦାଡ଼ୋ-ଓଲଡ଼ାଙ୍ଗ ରାସ୍ତା ଶୋଚନୀୟ

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଆଡ଼ିଆ ପଞ୍ଚାୟତ ସ୍ଥିତ ପନ୍ଦାଡ଼ୋ-ଓଲଡ଼ାଙ୍ଗ ରାସ୍ତାଟି ଶୋଚନୀୟ ହୋଇପଡ଼ିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି...

ଫିକା ପଡ଼ିଲା ରଜ ମହୋତ୍ସବ

ଦ୍ରକ, (ପ୍ରବାହ ନ୍ୟୁଜ୍‌): ଆଧୁନିକ ସଭ୍ୟତାର ଦ୍ୱାହିଦେଇ ଉତ୍କଳର ମହାନ ସଂସ୍କୃତି ପରମ୍ପରାକୁ ଉତ୍କଳୀୟ ମାନେ ଭୁଲିଯାଇ ପାଶ୍ଚାତ୍ୟ ମୁଖୀ ହେଉଥିବା ବେଳେ ଆଗରପଡ଼ା ଓ ତା...

୧କୋଟି ବ୍ୟୟରେ ଉନ୍ନତିକରଣ ପାଇଁ ବ୍ଲୁ ପ୍ରିଣ୍ଟ

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଦ୍ରକ ପୁରୁଣାବଜାରସ୍ଥିତ ସର୍ବପୁରାତନ ଜାମା ମସଜିଦ୍‌ର ଉନ୍ନତିକରଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଏଥି ନିମନ୍ତେ ରାଜ୍ୟ ସରକାର ୧କୋଟି ଟଙ୍କା...

‘‘ଜାରରେ ଓଡ଼ିଶା ଘୁଂଚୁ ତୋ ଦୁର୍ଦ୍ଦଶା’’

ମୌଲାନା ଫଜଲ ହକ ଖାଁ ମୁଁ ନୁହେଁ ବଇରି ସଂସାରେ କାହାରି ସଭିଏଁ ମୋହର ମିତ୍ର । ମାନବ ଜଗତେ ସର୍ବ ପ୍ରାଣୀ ହିତେ ଯାଉ ଏ...

ରଜ ଉତ୍ସବ ପାଳନ ନେଇ ଜାରି ହେଲା ୧୪୪ ଧାରା

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳନର ଅବବ୍ୟହିତ ପୂର୍ବରୁ ଆଜି ଉପଜିଲ୍ଲାପାଳ ପୀତାମ୍ବର ସାମଲ ବିଭିନ୍ନ ଉତ୍ସବ ସ୍ଥଳରେ ୧୪୪ ଧାରା...

ଅର୍ଜୁନ ସେଠୀଙ୍କୁ ଜିଲ୍ଲା ବିଜେପିର ଶ୍ରଦ୍ଧାଞ୍ଜଳି

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଦ୍ରକ ରାଜନୀତି ଇତିହାସରେ ବହୁ ଯୁଗଜନ୍ମା ଜନ୍ମ ନେଇଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ଜନ୍ମ ନେବେ । ମାତ୍ର ଅର୍ଜୁନଙ୍କ ଭଳି...

ଅନ୍ତେବାସୀଙ୍କୁ ବସ୍ତ୍ର ଓ ଆମ୍ବ ଉପହାର ଦେଲେ ତେସିଙ୍ଗା ସରପଞ୍ଚ

ଭଣ୍ଡାରିପୋଖରୀ, (ପ୍ରବାହ ନ୍ୟୁଜ୍‌): ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ତେସିଙ୍ଗା ପଞ୍ଚାୟତର ବିଶୋଳ ଅଙ୍ଗନୱାଡି କେନ୍ଦ୍ରରେ ସଙ୍ଗରୋଧରେ ରହୁଥିବା ଅନ୍ତେବାସୀଙ୍କୁ ନବବସ୍ତ୍ର ଓ ଆମ୍ବ ଉପହାର ସ୍ଥାନୀୟ ସରପଞ୍ଚ...

କରୋନା ଆକ୍ରାନ୍ତ ସଂଖ୍ୟା ୧୯ରେ ପହଞ୍ôଚଲା

ଣ୍ଡାରିପୋଖରୀ, (ପ୍ରବାହ ନ୍ୟୁଜ୍‌): ଭଣ୍ଡାରିପୋଖରୀ ବ୍ଲକରେ ଶନିିବାର ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନିର୍ଗୁଣ୍ଡି ପଞ୍ଚାୟତ ଅନନ୍ତପୁର ଗ୍ରାମର ୨୭ ବର୍ଷୀୟ ମହିଳା...

୨ ଦିନରେ ଆଉ ୬ ଆକ୍ରାନ୍ତ ଚିହ୍ନଟ

ପାରମ୍ପରିକ ଉତ୍ସବ ଉପରେ କଟକଣା ଜାରିକଲେ ଜିଲ୍ଲାପାଳଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଗତକାଲି ଓ ଆଜି ୨ ଦିନରେ ମୋଟ ୬ କରୋନା ଆକ୍ରାନ୍ତ ଭଦ୍ରକ ଜିଲ୍ଳାରୁ ଚିହ୍ନଟ...