Main Story

Editor’s Picks

Trending Story

Blog

ଗୁରୁଜଙ୍ଗ ମହୋତ୍ସବ ପଡ଼ିଆରେ ଡକାୟତି ଯୋଜନା : ମାଷ୍ଟରମାଇଣ୍ଡ ସମେତ ୫ଡକାୟତ ଗିରଫ

ଖୋର୍ଦ୍ଧା: ୬/୬ (ପ୍ରବାହ ନିଉଜ୍) କରୋନା ମହାମାରୀ ସମୟରେ ସଂକ୍ରମଣ କୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଲକଡାଉନ ଓ ସଟଡାଉନ ଜାରି କରାଯାଇଛି ।...

ଜନ୍ମ ଦିବସରେ ଜନତାଙ୍କ ପାଇଁ ରକ୍ତଦାନ କଲେ ବିଶିଷ୍ଟ ସମାଜସେବୀ

ଳାହାଣ୍ଡି ଜିଲ୍ଲାର ପରିଚିତ ମୁହଁ, ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ଙ୍କ ଆଜି ଜନ୍ମ ଦିବସ । ଜନ୍ମ ଦିବସକୁ ଲୋକେ ବିଭିନ୍ନ ଢ଼ଙ୍ଗରେ ଏପରିକି...

ଜିଲ୍ଳାପାଳଙ୍କ ଦ୍ୱାରା କୋଭିଡ୍ ସଚେତନତା ଅଭିଯାନ ରଥର ଶୁଭାରମ୍ଭ

ଖୋର୍ଦ୍ଧା : ୫/୬ (ପ୍ରବାହ ନିଉଜ୍) ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ୟୁନିସେଫର...

୫୭ ନମ୍ବର ଜାତୀୟ ରାଜପଥ ବାଘମାରୀ ରାସ୍ତାରୁ ଦମ୍ପତିଙ୍କଠୁ ମୂଲ୍ୟବାନ ଅଳଙ୍କାର ଲୁଟ

ଖୋର୍ଦ୍ଧା : ୪/୬ (ପ୍ରବାହ ନିଉଜ୍) ବାଘମାରୀ ସାରୁଅ ରାସ୍ତା ମଝିରୁ ଦମ୍ପତିଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ସୂଚନା ଅନୁସାରେ,...

ଡାକ୍ତର ମନୋଜ ସାହୁଙ୍କୁ ସମ୍ମାନଜନକ “କାମରାଜର ଇନଷ୍ଟିଚୁଟ୍ ଅଫ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ-୨୦୨୧” ସମ୍ମାନ*

କୋରନା କାଳରେ ନିଜର ଜୀବନକୁ ବାଜି ଲଗାଇ ରୋଗୀଙ୍କ ଚିକିତ୍ସାରେ ନିଜକୁ ନିୟୋଜିତ କରୁଛନ୍ତି ଡାକ୍ତରମାନେ । ଏପରି ସମୟରେ ତାମିଲନାଡୁର ଥେନି ସ୍ଥିତ କାମରାଜର ଇନଷ୍ଟିଚୁଟ୍...

ବ୍ରାହ୍ମଣ ଓ ମୌଲାନା ଙ୍କୁ ବଣ୍ଟନ ହେଲା ଶୁଖିଲା ରାସନ୍ ।

କରୋନା କହର ରେ ଯେତେବେଳେ ସାରା ରାଜ୍ୟ କବଳିତ । ଏଭଳି ଏକ ଘଡିସନ୍ଧୀ ସମୟରେ ପୁଣି ସହଯୋଗ ର ହାତ ବଢ଼ାଇଛି ଜଜବା ଅନୁଷ୍ଠାନ ।...

ପାହାଡ଼ରୁ ଅସ୍ଥାୟୀ ପଥର ଖନନ ଅନୁମତିକୁ ବିରୋଧ କରି ଗ୍ରାମବାସୀ ଜିଲ୍ଳାପାଳ ଙ୍କ ଦ୍ୱାରସ୍ଥ

ଖୋର୍ଦ୍ଧା : ୪/୬ (ପ୍ରବାହ ନିଉଜ୍) ବେଗୁନିଆ ତହସିଲର ପରିଛଳ ମୌଜାରେ ଥିବା ଘୋଡାଡିହ ପାହାଡକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।ଏ ବାବଦରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ...

ସାରା ଦେଶରେ ସାର୍ବଜନୀନ ଦେୟମୁକ୍ତ ଟୀକାକରଣ ବ୍ୟବସ୍ଥା କରିବା ଦାବୀରେ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଖୋର୍ଦ୍ଧା : ୪/୬ (ପ୍ରବାହ ନିଉଜ୍) ସାରା ଦେଶରେ ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଖୋର୍ଦ୍ଧା ନଗର କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏକ...

ଖୋର୍ଦ୍ଧା ସହରରୁ ଅଢେଇ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ଦାମୀ କାର ଓ ମୋବାଇଲ ଜବତ :: ଘଟଣାରେ ସଂପୃକ୍ତ ଦୁଇଜଣ ଗିରଫ

ଖୋର୍ଦ୍ଧା : ୩/୬ (ପ୍ରବାହ ନିଉଜ୍) ପୋଲିସ ଓ ଏସ.ଟି. ଏଫ ର ବାରମ୍ବାର ଚଢ଼ାଉ ସତ୍ତ୍ୱେ ଖୋର୍ଦ୍ଧା ଅ।ଦର୍ଶ ଥାନା ଅଞ୍ଚଳରେ ଧଳାଜହର କାରବାର ଥମିବାର...

କୋଭିଡ ମୁକାବିଲାରେ ୭୦ କୋଟି ବ୍ୟୟ କରିବ ଷ୍ଟେଟ ବ୍ୟାଙ୍କ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଦେଶରେ କରୋନା ମହାମାରୀ ସଂକ୍ରମଣର ମୁକାବିଲା ନିମନ୍ତେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୭୦ କୋଟି ଟଙ୍କା ବ୍ୟୟ କରୁଥିବା ସୂଚନା ମିଳିଛି ।...

ଭାରତ ତିଆରି ନାଜାଲ ଟିକା ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ: ହୁ ମୁଖ୍ୟ ବୈଜ୍ଞାନିକ

ନୂଆଦିଲ୍ଲୀ, (ଏଜେନ୍ସି): ଭାରତରେ ତିଅ ।ରି ହେଉଥିବା ନାଜାଲ ଟିକା ପିଲାଙ୍କ ପାଇଁ ଚିକିତ୍ସା କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଅ ।ଣିବ । ତେବେ ଏହି...

୨୦୨୪-୨୫ ସୁଦ୍ଧା ଅ ।ସିବ ଉଡନ୍ତା ଟାକ୍ସି

ନୂଆଦିଲ୍ଲୀ, (ଏଜେନ୍ସି): ବିଜ୍ଞାନ ଓ ପ୍ରଯୁକ୍ତିର ଚମତ୍କାରିତା ବଳରେ ଖୁବଶୀଘ୍ର ରାସ୍ତାକୁ ଅ ।ସିବ ଉଡନ୍ତା ଟାକ୍ସି । ଫଳରେ ଏହାଦ୍ୱାରା ଟ୍ରାଫିକ ସଙ୍କେତ ନିକଟରେ ଦୀର୍ଘ...

ଜ୍ୟାକ୍‌ଲିନଙ୍କୁ ପ୍ରଶଂସା

ବଲିଉଡ୍‌ରେ ଠିକ୍ ଠାକ୍ ଚାଲିଛି ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ କ୍ୟାରିୟର୍ । ୨୦୦୬ରେ ସେ ମିସ୍ ୟୁନିଭର୍ସ ଶ୍ରୀଲଙ୍କା ମୁକୁଟ ବିଜୟିନୀ ହୋଇଥିଲେ । ୨୦୦୯ରେ...

ସତର୍କତା ସଚେତନତା ହିଁ କରୋନାର ବାର୍ତ୍ତାବହ ଜୟଶ୍ରୀ ପଟ୍ଟନାୟକ

କରୋନା ମହାମାରୀର ଆତଙ୍କରେ ଭୟଭୀତ ହୋଇ ସାହି, ପଡିଶା, ରାସ୍ତାଘାଟ ପ୍ରାୟ ଜନଶୂନ୍ୟ । କୋଉଠି କୋଉଠି ପାରା, ବୁଲା କୁକୁର, କାଉ , ବଣି ଓ...