Main Story

Editor’s Picks

Trending Story

Blog

୪୪.୫ ଡ଼ିଗ୍ରି ସହ ବୌଦ୍ଧ ଉତ୍ତପ୍ତ ସହର, ରାଜ୍ୟରେ ୧୮ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବୌଦ୍ଧକୁ ପୁଣି ଥରେ ତାତି ଫେରିଛି। ବୌଦ୍ଧରେ ଆଜି ଦିନ ତାପମାତ୍ରା ୪୪.୫ ଡ଼ିଗ୍ରି ରେକର୍ଡ ହୋଇଛି।...

ମହାନଦୀ ସୁପରଫାଷ୍ଟର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ

କଟକ, ୨/୫ କଟକ ଚାଉଳିଆଗଂଜ ଥଟ୍ଟାରିସାହିରୁ ପ୍ରକାଶ ପାଉଆସୁଥିବା ଦୈନିକ ହିନ୍ଦି ଖବର କାଗଜ ମହାନଦୀ ସୁପରଫାଷ୍ଟର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ ଆନ୍ତର୍ଜାତିକ ଶ୍ରମ ଦିବସ ଅବସରରେ...

ପୂର୍ବତନ ‘କେବିଜି’ ମୁଖ୍ୟଙ୍କୁ ସାମୟିକଭାବେ ଦାୟିତ୍ବ ଦେଇ ‘କ୍ୟାନ୍‌ସର୍‌ ସର୍ଜରି’ କରାଇବାକୁ ଯିବେ ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌: ରିପୋର୍ଟ

ମସ୍କୋ: କିଛି ଦିନ ଲାଗି ପୂର୍ବତନ ‘କେଜିବି’ ମୁଖ୍ୟଙ୍କୁ କ୍ଷମତା ଦେଇ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ କର୍କଟ ରୋଗର ଅସ୍ତ୍ରୋପଚାର କରାଇବା ଲାଗି ଯାଇପାରନ୍ତି ବୋଲି...

ମାର୍ଚ୍ଚରେ ହ୍ଵାଟସ ଆପ୍‌ ୧୮ ଲକ୍ଷ ଭାରତୀୟ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି

ନୂଆଦିଲ୍ଲୀ: ମେସେଜିଂ ପ୍ଲାଟଫର୍ମ ଦ୍ୱାରା ପ୍ରକାଶିତ ଏକ ମାସିକ ରିପୋର୍ଟ ଅନୁଯାୟୀ, ହ୍ଵାଟସଆପ୍‌ ଗତ ମାର୍ଚ୍ଚ ମାସରେ ୧୮.୦୫ ଲକ୍ଷ ଭାରତୀୟ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି। ଅଭିଯୋଗ...

ତିନି ଦିନ ବ୍ୟାଟେରି ଜୀବନ ବିଶିଷ୍ଟ ନୋକିଆ ଜି୨୧ ଓ ଅନ୍ୟାନ୍ୟଡିଭାଇସ୍ ଭାରତରେ ଉନ୍ମୋଚିତ

ଭୁବନେଶ୍ୱର: ଏଚ୍‌ଏମ୍‌ଡି ଗ୍ଲୋବାଲ୍ ପକ୍ଷରୁ ଭାରତରେ ନୋକିଆ ଜି୨୧କୁ ଉନ୍ମୋଚନ କରାଯାଇଛି ଯାହାର ବ୍ୟାଟେରିକୁ ଥରେ ଚାର୍ଜ କଲେ ତାହା ତିନି ଦିନ ପର୍ଯ୍ୟନ୍ତ ରହିବ ।...

ଆଇସିଆଇସିଆଇ ବ୍ୟାଙ୍କ୍ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ ପାଇଁ ଭାରତର ପ୍ରଥମ ବ୍ୟାପକ, ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଡିଜିଟାଲ୍ ବ୍ୟବସ୍ଥାର ଶୁଭାରମ୍ଭ

•ଅନ୍ୟ ବ୍ୟାଙ୍କ୍‌ର ଗ୍ରାହକମାନଙ୍କ ସମେତ ଏମ୍‌ଏସ୍‌ଏମ୍‌ଇ ସେବା ଗୁଡ଼ିକୁ ହାସଲ କରିପାରିବେ • ଯକୌଣସି ଏମ୍‌ଏସ୍‌ଏମ୍‌ଇ ତତ୍କାଳ ଓଭର୍‌ଡ୍ରାଫ୍ଟ (ଓଡି) ମଂଜୁରି ପାଇପାରିବେ•ଏହି ବ୍ୟବସ୍ଥା ଭିଡିଓ କେୱାଇସି...

ବେଦାନ୍ତ ଆଲୁମିନିୟମ ଜୀବିକା ବିକାଶ ଜରିଆରେ ସ୍ଥାନୀୟ କଳାକୃତିର ସଂରକ୍ଷଣ ତଥା ବିକାଶ କରୁଛି

ଚା ଓଡ଼ିଶା ଓ ଛତିଶଗଡ଼ର ପାରଂପାରିକ କଳାକାରଙ୍କୁ ସହଯୋଗ ଜାରୀ ରଖିଛିି ।ଚା କଂଚାମାଲ, ବୈଷୟିକ ସହଯୋଗ, ମାଇକ୍ରୋଫାଇନାନସ ଓ ମାର୍କେଟିଂ ଲିଙ୍କେଜ ମାଧ୍ୟମରେ କାରିଗରମାନଙ୍କୁ ଉଦ୍ୟୋଗ...

ଟିସିଏସ୍‌ର କ୍ରିଷ୍ଣନ ରାମାନୁଜମ ଗ୍ରହଣ କଲେ ନାସ୍‌କମ୍ ଅଧ୍ୟକ୍ଷ ଦାୟିତ୍ୱ

ଭୁବନେଶ୍ୱର: ଟିସିଏସ୍‌ର ସଭାପତି-ଏଟଂରପ୍ରାଇଜ୍ ଗ୍ରୋଥ୍ ବିଜନେସ୍‌, କ୍ରିଷ୍ଣନ ରାମାନୁଜମ ୨୦୨୨-୨୩ ବର୍ଷ ପାଇଁ ନାସକମ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ୨୦୨୧-୨୨ରେ ସେ ନାସକମ୍‌ର ଉପାଧ୍ୟକ୍ଷ...

୫୧% କର୍ମଚାରୀଙ୍କ ପସନ୍ଦ ହାଇବ୍ରିଡ୍ କାର୍ଯ୍ୟ: ଗୋଦରେଜ୍ ଇଂଟେରିଓ ସର୍ଭେ

ଭୁବନେଶ୍ୱର: ଗୋଦରେଜ୍ ଗ୍ରୁପ୍‌ର ପ୍ରମୁଖ ସଂସ୍ଥା ଗୋଦରେଜ୍ ଆଣ୍ଡ୍ ବଏସ୍‌ର ଅଂଶ ଗୋଦରେଜ୍ ଇଂଟେରିଓ ହେଉଛି ଭାରତର ଅଗ୍ରଣି ଆସବାବ ସମାଧାନ ପ୍ରଦାନକାରୀ ସଂସ୍ଥା ଯାହା କରିଥିବା...

ଆର୍ଥିକ ବର୍ଷ ୨୧-୨୨ରେ ବ୍ୟବସାୟର ସ୍ୱାସ୍ଥ୍ୟ ବୀମା ଲାଇନ ପାଇଁ ଏସ୍‌ବିଆଇ ସାଧାରଣ ବୀମା ଏହାର ଜିଡବ୍ଲୁପି ରେ ୫୦% ଅଭିବୃଦ୍ଧି ରେକର୍ଡ କରିଛି

ସାମଗ୍ରିକ ଅଭିବୃଦ୍ଧି ୧୧% ଜିଡବ୍ଲୁପି ରେ ଅଭିବୃଦ୍ଧି ଆର୍ଥିକ ବର୍ଷ ୨୨ ପାଇଁ ଏସ୍‌ବିଆଇ ଜେନେରଲ ଦ୍ୱାରା ରିପୋର୍ଟ କରାଯାଇଛି ମୁମ୍ବାଇ, ଏପ୍ରିଲ ୨୨, ୨୦୨୨: ଭାରତର...

୬ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା, ଡିସିଜିଆଇ ଦେଲା ଅନୁମତି

ନୂଆଦିଲ୍ଲୀ: କରୋନାର ଚତୁର୍ଥ ଲହରକୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ କୋଭିଡ ସହ ଲଢେଇ ପାଇଁ ଏଣିକି ୬ରୁ ୧୨ ବର୍ଷର ପିଲାଙ୍କୁ କୋଭିଡ ଟିକା...

କାଲିଠାରୁ ମଇ ୨ ଯାଏ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କ୍ଲାସ୍ ବନ୍ଦ

ଭୁବନେଶ୍ବର: ଆସନ୍ତାକାଲିଠାରୁ ମଇ ୨ ତାରିଖ ଯାଏ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କ୍ଲାସ୍ ବନ୍ଦ ରହିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ...

ଏସ୍‌ବିଆଇ ପକ୍ଷରୁ ଗ୍ରାହକଙ୍କ ପାଇଁ ଡିଜିଟାଲ୍ ନିରାପତା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର: ଗ୍ରାହକମାନଙ୍କ ଡିଜିଟାଲ୍ କାରବାରକୁ ସୁରକ୍ଷିତ ଓ ନିରାପଦ ରଖିବା ଲାଗି ସେମାନେ କ’ଣ କରିବେ ଓ କ’ଣ ନକରିବେ ସେନେଇ ଏସବିଆଇ ପକ୍ଷରୁ ଏକ ବ୍ୟାପକ...

ବ୍ଲକସ୍ତରୀୟ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା

ଭୁବନେଶ୍ୱର, ୨୧/୦୪/୨୦୨୨ (ପିଆଇବି): ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟ ସରକାରଙ୍କ ସହିତ...

ଭାରତୀୟ ଖଣି ଇଂଜିନିୟର ସଂଘ ପକ୍ଷରୁ ଭୁବନେଶ୍ୱରରେ ସର୍ବଭାରତୀୟ ପରିଷଦ ବୈଠକ ଆୟୋଜିତ

ଭୁବନେଶ୍ୱର: ଭାରତୀୟ ଖଣି ଇଞ୍ଜିନିୟର ସଂଘ (ଏମ୍‌ଇଏଆଇ) ପକ୍ଷରୁ ୨୦୨୨ ଏପ୍ରିଲ୍ ୨୩ ଓ ୨୪ ତାରିଖରେ ଭୁବନେଶ୍ୱରଠାରେ ତୃତୀୟ ସର୍ବଭାରତୀୟ ପରିଷଦ ବୈଠକ ଆୟୋଜନ କରାଯାଇଛି...