Main Story

Editor’s Picks

Trending Story

Blog

ଗଣେଶ ପୂଜାକୁ ନେଇ ଝଲସୁଛି ଜଟଣୀ ସହର: ଦୁଇଶହରୁ ଉର୍ଦ୍ଧ୍ବ ମଣ୍ଡପରେ ବିରାଜିଲେ ଗଜାନନ

ଜଟଣୀ: ୨/୯(ପ୍ରବାହ ନିୟୁଜ୍) ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ପବିତ୍ର ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀ ତିଥି ଅବସରରେ ଅଗ୍ରପୂଜ୍ୟ ଶ୍ରୀ ଶ୍ରୀ ଗଣପତିଙ୍କର ପୂଜା...

ଯୌତୁକ ପାଇଁ ସ୍ୱାମୀ, ଶାଶୁ ଓ ଶ୍ୱଶୁର ମିଶି କରିଲେ ବଧୂ ହତ୍ୟା

ଚିଲିକା: ୨/୯(ପ୍ରବାହ ନିଉଜ) ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଘଟି ଯାଇଛି ଏକ ଦୁଃଖଦ ଘଟଣା। ଯୌତୁକ ପାଇଁ ସ୍ୱାମୀ, ଶାଶୁ ଓ ଶ୍ୱଶୁର ମିଶି...

ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ସୀମା ସୁରକ୍ଷା ବାହିନୀ ଦ୍ୱାରା ଗୁରୁଦିବସ ପାଳିତ

ରାୟଗଡ଼ା:୨/୯(ପ୍ରବାହ ନିଉଜ) ଶୁକ୍ରବାର ଦିନ ସୀମା ସୁରକ୍ଷା ବାହିନୀ ଦ୍ୱାରା ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ଗୁରୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସୀମା ସୁରକ୍ଷା...

ଅନାକେଡେମି ନ୍ୟାସନାଲ ସ୍କଲାରସିପ୍ ଆଡମିଶନ ପରୀକ୍ଷାର ଦ୍ୱିତୀୟ ସଂସ୍କରଣ ଖୁବଶୀଘ୍ର

•ଯୋଗ୍ୟ ଶିକ୍ଷାର୍ଥୀମାନେ ୧୦୦% ପର୍ଯନ୍ତ ଅନାକେଡେମି ସ୍କଲାରସିପ୍ ପାଇଁ ଯୋଗ୍ୟତା ହାସଲ କରିପରିବେ ।•ପରୀକ୍ଷା ଆସନ୍ତା ୮ ରୁ ୧୫ ଅକ୍ଟୋବର ୨୦୨୨ ମଧ୍ୟରେ ଅନୁଷ୍ଠିତ ହେବ...

ଏବେଠୁ ୟୁଜର ଟ୍ୱିଟ୍‌କୁ କରିପାରିବେ ଏଡିଟ୍

ନୂଆଦିଲ୍ଲୀ : ଟ୍ୱିଟ୍‌କୁ ଆଗାମୀ ଦିନରେ ଏଡିଟ୍ କରାଯାଇ ପାରିବ। ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟରକୁ ଲୋକମାନେ ବହୁମାତ୍ରାରେ ବ୍ୟବହାର କରୁଛନ୍ତି। ବିଶିଷ୍ଟ ବ୍ୟକ୍ତି ଏବଂ ସରକାରୀ ସଂସ୍ଥା...

ଆସୁଛି ଆଉ ଏକ ଲଘୁଚାପ, ସକ୍ରିୟ ହେବ ମୌସୁମୀ

ଭୁବନେଶ୍ବର : ଦୀର୍ଘ ଦିନର ବିରତି ପରେ ପୁଣି ଥରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବାକୁ ଯାଉଛି। ଆସନ୍ତା ୭ ତାରିଖ ଆଡ଼କୁ ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ...

ରାୟଗଡ଼ା ଏଲ.ଆଇ.ସି. ପାଳନ କରୁଛି ୬୬ତମ ପୂର୍ତ୍ତି ଉତ୍ସବ ପାଳନ

ରାୟଗଡ଼ା: ୧/୯(ପ୍ରବାହ ନିଉଜ) ଭାରତୀୟ ଜୀବନ ବୀମା (ଏଲ୍‌.ଆଇ.ସି) ବିଗତ ୬୬ବର୍ଷ ହେବ ସାରା ଦେଶରେ ବୀମାଭିତ୍ତିକ ସେବା ତାର ହିତାଧିକାରୀଙ୍କୁ ଯୋଗାଇ ଆସିଛି। ଜୀବନ ବୀମା...

ସ୍ୱଚ୍ଛ ସର୍ବେକ୍ଷଣରେ ସାରା ରାଜ୍ୟରେ ଏକ ନମ୍ବର, ଜଟଣୀ ପୌର ପରିଷଦର ସ୍ୱାୟତ୍ତ ଶାସନ ଦିବସ ପାଳିତ

ଜଟଣୀ : 31/8/2022 ଜଟଣୀ ପୌର ପରିଷଦ ସ୍ଥାନୀୟ ଟାଉନ ହଲ ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳନ କରିଛି |ପୌର ପରିଷଦ ଗଠନ କୁ 50...

ସାରା ଦେଶର ଛାତ୍ରମାନଙ୍କ ପାଇଁ କେଜ୍ରିୱାଲ ଆରମ୍ଭ କଲେ ଭର୍ଚୁଆଲ୍‌ ସ୍କୁଲ୍‌

ନୂଆଦିଲ୍ଲୀ: ଆଜି ପବିତ୍ର ଗଣେଶ ପୂଜା ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଏକ ଭର୍ଚୁଆଲ୍‌ (ଆଭାସୀ) ସ୍କୁଲ୍‌ ଆରମ୍ଭ କରି କହିଛନ୍ତି ଯେ ଦେଶର ବିଭିନ୍ନ...

ଫର୍ନସ ଏନ ପେଟାଲ୍ସ ପକ୍ଷରୁ ପୁରୀରେ ଏହାର ପ୍ରଥମ କେକ ଓ ଫୁଲ ଷ୍ଟୋର ଉନ୍ମୋଚିତ

ପୁରୀ, ୧ ସେପ୍ଟେମ୍ବର ୨୦୨୨: ସାରା ଭାରତରେ ଏହାର ଦ୍ରୁତ ବିକାଶ ଓ ବିସ୍ତାର ଳକ୍ଷ୍ୟରେ ଫର୍ନସ ଏନ ପେଟାଲ୍ସ ଓଡ଼ିଶାର ପୁରୀରେ ଏହାର ନୂଆ କେକ...

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଖିଳ ସ୍ୱାୟତ୍ତ ଶାସନ ଦିବସ ପାଳନ

ବାଲୁଗାଁ: ୩୧/୮(ପ୍ରବାହ ନିଉଜ) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ୨୦୨୨ ମହା ସମାରୋହ ଅନୁଷ୍ଠିତ ହୋଇଯାଇଛି...

ବେଦାନ୍ତ ଆଲୁମିନିୟମ ପକ୍ଷ୍ୟରୁ ରାଷ୍ଟ୍ରୀୟ କ୍ରୀଡ଼ା ଦିବସରେ ତୃଣମୂଳ ସ୍ତରରେ କ୍ରୀଡ଼ାସଂସ୍କୃତିକୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତି

ଭୁବନେଶ୍ୱର, ୩୧ ଅଗଷ୍ଟ ୨୦୨୨: ରାଷ୍ଟ୍ରୀୟ କ୍ରୀଡ଼ା ଦିବସରେ ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦ ନିର୍ମାତା ଏହାର କାର୍ଯ୍ୟ ପରିସର ତଥା ଆଖ ପାଖ...

ଜୟ ହିନ୍ଦ୍ ସେବା ଫାଉଣ୍ଡେସନ ଦ୍ବାରା ଦି ବ୍ଲଡ଼ ଡୋନର ଓଡ଼ିଶା ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଖୋର୍ଦ୍ଧା :ବାଣପୁର ବ୍ଲକ କୁମାରାଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ କେଶପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଜୟ ହିନ୍ଦ୍ ସେବା ଫାଉଣ୍ଡେସନ ଏବଂ ଦି ବ୍ଲଡ଼ ଡୋନର ଓଡ଼ିଶା...