ବିପଦର ଅପପ୍ରଚାର

(ଭାରତରେ ସଂଖ୍ୟାଲଘୁଙ୍କ ଏକ ଜୀବନ୍ତ ଅନୁଭୁତି)

ଭାରତ ଏକ ବିବିଧ ସାଂସ୍କୃତିକ, ପ୍ରତିସ୍ପର୍ଦ୍ଧା ସମ୍ପନ୍ନ ଗଣତାନ୍ତ୍ରିକ ରାଷ୍ଟ୍ର
ଅଟେ ଏବଂ ଏହାର ଆନୁଷ୍ଠାନିକ ସଂରଚନରେ ମଧ୍ୟ ପ୍ରତିଫଳିତ ହୋଇଥାଏ ।
ଏଠାରେ ଅବସ୍ଥିତ ବିଭିନ୍ନ ସଂସ୍ଥା ତଥା ସଂଗଠ[ ମା[ଙ୍କରେ ସମାଜର
ସମସ୍ତ ବର୍ଗର ଜ[ସାଧାରଣ ପ୍ରତିନିଧିତ୍ୱ ଲାଭ କରିଥାନ୍ତି । ଉଦାହାରଣ
ସ୍ୱରୂପ ପୂର୍ବତ[ ରାଷ୍ଟ୍ରପତି, ଯିଏ ଅନୁସୂଚିତ ଜାତିରୁ ଥିଲେ ତାଙ୍କଠାରୁ ଜଣେ ଆଦିବାସୀ ମହିଳା ବର୍ତ୍ତମା[ର ରାଷ୍ଟ୍ରପତି ଭାବରେ ଦାୟୀତ୍ୱ ଗ୍ରହଣ କରିଥିଲେ ।
ସେହିପରି ଭାରତର ସଂସଦ ଓ ରାଜ୍ୟ ବିଧା[ସଭା ମା[ଙ୍କରେ ମୁସଲମା[,
ଖ୍ରୀଷ୍ଟିଆ[ ଓ ଅନୂଆ ସଂଖ୍ୟାଲଘୁଙ୍କ ଉଚିତ ପ୍ରତିନିଧିତ୍ୱ ରହିଛି ।
ଭାରତ ସର୍ବଦା ନିଜ ଦେଶରେ ବାସକରୁଥିବା ସଂଖ୍ୟଲଘୁ ବର୍ଗଙ୍କୁ ଉଚିତ
ସୁବିଧା ଓ ସୁଯୋଗ ପ୍ରଦା[ ପାଇଁ ସର୍ବଦା ତତ୍ପର । ଉଦାହରଣ ସ୍ୱରୂପ
ସାମାଜିକସ୍ତରରେ ଅବହେଳିତ ମୁସଲମା[ (ପସମନ୍ଦା ମୁସଲମା[)
ଯେଉଁମାେ[ ଏ ପର୍ଯ୍ୟନ୍ତ ଉପେକ୍ଷିତ ହୋଇ ରହିଥିଲେ, ଉଭୟ କେନ୍ଦ୍ର ଓ
ରାଜ୍ୟ ସରକାରଙ୍କ ଦ୍ୱାରା ସଶକ୍ତିକୃତ ହେଉଛନ୍ତି ।


ତେଣୁ ସଂଖ୍ୟାଲଘୁମାେ[ ଯେ ବିପଦରେ ଅଛନ୍ତି, ଏହି ଅପପ୍ରଚାରକୁ
ସଂଖ୍ୟାଲଘୁମାେ[ ଓ ମୁଖ୍ୟତଃ ମୁସଲମା[ମାେ[ ଜାଣିବା ଉଚିତ ।
ସଂଖ୍ୟାଲଘୁମାେ[ ବିପଦରେ ଅଛନ୍ତି ବୋଲି କହି, ବ୍ୟକ୍ତିଗତ ସ୍ୱାର୍ଥ ପାଇଁ
ଏହି ବିଚାରଧାରାକୁ ଅେ[କ ଦି[ରୁ ବ୍ୟବହାର କରାଯାଇ ଆସୁଅଛି । ଭାରତ ବିଭାଜନ ସମୟରେ ମହମ୍ମଦ ।
ଏହି ବିଚାରଧାରାକୁ ବହୁଳ ଭାବରେ ବ୍ୟବହାର କରାଯାଇଥିଲା । ତେଣୁ
ଯେତେ ସବୁ ନ୍ୟାସ୍ତସ୍ୱାର୍ଥ ଗୋଷ୍ଠୀ ଅଛନ୍ତି, ତାଙ୍କ ପାଇଁ ଏହା ଦୈନଦିନ
ବ୍ୟାପାର । ସେଥିପାଇଁ ଭାରତର ଉଦୀୟମା[ ମୁସଲମା[ ନେତୃବୃନ୍ଦଙ୍କୁ
ଏହିସବୁ ପ୍ରବୃତ୍ତିକୁ ପ୍ରତ୍ୟାଖ୍ୟା[ [କରି, ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ
କରାଯାଉଥିବା ଅବସର ଗୁଡ଼ିକର ସଦ୍‌ଉପଯୋଗ କରାଯିବା ଉଚିତ ।
ଭାରତ ବିବିଧତାରେ ଭରା ଏକ ବିଶାଳ ଦେଶ । ଗତ ଶତାବ୍ଦୀରେ
ଉଭୟ ସମ୍ପ୍ରଦାୟ ମଧ୍ୟରେ ଥିବା ବ୍ୟବଧା[ର ମୁଖ୍ୟ କାରଣ ହେଲା ବିଭାଜ[
ସମୟରେ ହୋଇଥିବା ସାମ୍ପ୍ରଦାୟିକ ରାଜନିତି । ତେଣୁ ସମୟ ସମୟରେ
ଅତୀତର ଏହି ଘଟଣାର ଭାବନତ୍ମକ ପ୍ରସ୍ପୁରଣ ଏହିଠାରେ ଘଟିଥାଏ । କିନ୍ତୁ ଭାତୀୟ ସଂସ୍କୃତି ସର୍ବଦା ବିବିଧତା ମଧ୍ୟରେ ଏକତାର ନିତିକୁ ପ୍ରାଥମିକତା ଦେଇ ଆସିଛି । ଏଠାକାର ନାଗରିକଙ୍କ ସହିଷ୍ଣìତା ଯୋଗୁ ବିଭିନ୍ନ ଗୋଷ୍ଠୀଙ୍କ ମଧ୍ୟରେ ଘଟୁଥିବା ହିଂସା ଦ୍ୱାରା ଭାରତ କେବେହେଲେ ବ୍ୟତିବ୍ୟସ୍ତ ହୋଇନାହିଁ । ୟାବର୍ତ୍ତମା[ ଦୁନିଆରେ ବିଘଟ[ ଓ ଆ[ୁଷ୍ଠା[ିକ କ୍ଷୟର ଭୟ ମଧ୍ୟରେ ବିବିଧତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଞ୍ଚାଇ ରଖିବା ଏକ କଠିନ ବ୍ୟାପାର ହୋଇପଡ଼ିଅଛି । ଯାହା ସମାଜରେ ସବୁଆଡ଼େ ପରିଦୃଶ୍ୟ ହେଉଅଛି ।

ଏମ୍‌ଡି ଇବ୍‌ବାଲ ଜାଫ୍‌ର

Leave a Reply

Your email address will not be published. Required fields are marked *