ବଡ଼ ଖବର ଓଡ଼ିଆ ନିଉଜ୍ ଚାନେଲ ଏବେ ଏୟାରଟେଲ ଡିଟିଏଚ ଟିଭିରେ ଉପଲବ୍ଧ

ନୂତନ ଭାବେ ଲୋକାର୍ପଣ ହୋଇଥିବା ଓଡ଼ିଆ ନିଉଜ୍ ଚାନେଲ ବଡଖବରକୁ ଆଜିଠାରୁ ଦର୍ଶକ ମାନେ ଏୟାରଟେଲ ଡିଟିଏଚ ଟିଭିରେ ଦେଖିବାକୁ ପାଇବେ । ଏହି ନିଉଜ୍ ଡିଟିଏଚ ସେଟ ଟପ ବକ୍ସ ର ୬୧୦ ନମ୍ବର ଚାନେଲରେ ବିନା କୌଣସି ଦେୟଶୁଳ୍କରେ ଉପଲବ୍ଧ ହେବ । ଏହି ନିଉଜ୍ ଚାନେଲ ପୂର୍ବରୁ ଜିଓ ଟିଭି ଏବଂ ଅନେକ କେବୁଲ ଟିଭିରେ ଉପଲବ୍ଧ ହେଉଥିବା ବେଳେ ଆଜି ଠାରୁ ଏହା ଏୟାରଟେଲ ଡିଟିଏଚ ଟିଭିରେ ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *