Prabaha TV Bureau

ହୋମିଓପ୍ୟାଥିର ଜନକ ଡା. ସାମୁଏଲ

ହାନିମ୍ୟାନଙ୍କ ୨୬୯ତମ ଜନ୍ମଦିବସ ଅବସରରେ ଡା. ଲୀନାଶ୍ରୀ ଗୈାଡହୋମିଓପ୍ୟାଥି ଚିକିତ୍ସା ର ସୃଷ୍ଟି ହୁଏ ୧୭୯୬ ମସିହାରେ, ଡା? ସାମୁଏଲ ହାନିମ୍ୟାନ ନାମକ ଏକ ଚିକିତ୍ସକଙ୍କ ଦ୍ୱାରା...

ସାର୍ବଜନୀକ ସ୍ଥାନରେ ଧାର୍ମିକ ପରମ୍ପରାର ପାଳନ ଓ ଇସଲାମ୍‌ରେ ଏହାର ବ୍ୟବସ୍ଥା

ଇସଲାମ୍ ଏହାର ଅନୁଗାମୀ ମାନଙ୍କୁ ଦୈନିକ ପାଂଚଥର ନମାଜ ପଢିବାକୁ ନିର୍ଦ୍ଦେଶ ଦେଇଥାଏ ଏବଂ ଏହା ସହିତ ସମାଜର ଅନ୍ୟମାନଙ୍କ ସହିତ ସମ୍ମାନସ୍ପଦ ଓ ବିଚାରଶାଳ ହେବାପାଇଁ...

ଶାନ୍ତି ଓ ପରସ୍ପର ମଧ୍ୟରେ ସମ୍ମାନ ସ୍ଥାପନ ଇଦ୍ ଓ ରମଜାନ୍ ପାଳନର ପ୍ରକୃତ ଉଦ୍ଦେଶ୍ୟ

ଧାର୍ମିକ ଉତ୍ସବ ପାଳନ କରିବା ମାନବୀୟ ଅନୁଭବର ଏକ ମହତ୍ୱପୂର୍ଣ ଅଙ୍ଗ ଅଟେ ଏବଂ ଏହିପରି ଉତ୍ସବ ମଧ୍ୟରେ ରମଜାନ ମାସ ଓ ଇଦ୍ ଏକ ସତନ୍ତ୍ର...

ମା’ ତାରେଣୀଙ୍କ ପୀଠରେ ୭୨ତମ ବିଶ୍ୱଶାନ୍ତି ମହାଯଜ୍ଞ

ଭୁବନେଶ୍ୱର, ତା ୧୧ା୪ : ଚଳିତ ଚୈତ୍ରମାସ ଶୁକ୍ଳପକ୍ଷ ମା’ ତାରେଣୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୟୁନିଟ୍‌-୩, ଖାରବେଳ ନଗର ଅଞ୍ଚଳରେ ପଣାସଂକ୍ରାନ୍ତି ଅବସରରେ ୭୨ତମ ବିଶ୍ୱଶାନ୍ତି...

ଡାଲିର ସାପ୍ତାହିକ ଷ୍ଟକ୍ ଘୋଷଣା ଲାଗୁ କରିବାକୁ ନିର୍ଦ୍ଦେଶ

ଡାଲିର ସାପ୍ତାହିକ ଷ୍ଟକ୍ ପରିପ୍ରକାଶକୁ ସମସ୍ତ ଷ୍ଟକହୋଲ୍ଡିଂ ସଂସ୍ଥା ଦ୍ୱାରା କାର୍ଯ୍ୟକାରୀ କରିବା ଏବଂ ସେମାନଙ୍କ ଦ୍ୱାରା ଘୋଷିତ ଷ୍ଟକ୍ ଯାଞ୍ଚ କରିବାକୁ କେନ୍ଦ୍ର ସରକାର ବୁଧବାର...

ଭାରତୀୟ ଷ୍ଟେଟ ବ୍ଯାଙ୍କ ଦ୍ଵାରା ବିଶ୍ବ ହୋମିଓପାଥି ଦିବସ ପାଳିତ

ବିଶିଷ୍ଟ ଜର୍ମାନ ଚିକିତ୍ସକ ଓ ହୋମିଓପାଥି ଚିକତ୍ସାର ଜନକ ସାମୁଏଲ ହନେମନଙ୍କ ଜୟନ୍ତୀ ଉପଲକ୍ଷେ, ତା 10 ଏପ୍ରିଲ 2024 ଦିନ ,ସୁନାମଧନ୍ୟ ହୋମିଓପାଥି ଚିକିତ୍ସକ ଶ୍ରୀ...

ହୋମିଓପ୍ୟାଥିର ଜନକ ଡା. ସାମୁଏଲ

ହାନିମ୍ୟାନଙ୍କ ୨୬୯ତମ ଜନ୍ମଦିବସ ଅବସରରେ ଡା. ଲୀନାଶ୍ରୀ ଗୈାଡ ହୋମିଓପ୍ୟାଥି ଚିକିତ୍ସା ର ସୃଷ୍ଟି ହୁଏ ୧୭୯୬ ମସିହାରେ, ଡା॰ ସାମୁଏଲ ହାନିମ୍ୟାନ ନାମକ ଏକ ଚିକିତ୍ସକଙ୍କ...

ବେଦାନ୍ତ ଆଲୁମିନିୟମ୍‌ର ସ୍ୱାସ୍ଥ୍ୟ ଚିକିତ୍ସା ପଦକ୍ଷେପ ପ୍ରାୟ ୪ ଲକ୍ଷ ଲୋକ ଉପକୃତ ହୋଇଛନ୍ତି

ଭୁବନେଶ୍ୱର, ୦୯ ଏପ୍ରିଲ ୨୦୨୪ : ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଆର୍ôଥକ ବର୍ଷ୨୪ ରେ ସ୍ୱାସ୍ଥ୍ୟ ପଦକ୍ଷେପ...

ସାମାଜିକ କର୍ମୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର

ଭୁବନେଶ୍ୱର, ତା ୯ା୪ା୨୦୨୪ : ଯୁବ ସାମାଜିକ କର୍ମୀ ତଥା ସାମାଜିକ ଅନୁଷ୍ଠାନ ଫିନିକ୍ସ ସେବାର ଅଧ୍ୟକ୍ଷ ମଲ୍ଲିକ ଅୱେସ୍‌ଙ୍କ ଜନ୍ମ ଦିବସରେ ଏକ ରକ୍ତଦାନ ଶିବିର...

ଟାଟା ଏଆଇଏ ପକ୍ଷରୁ ହ୍ୱାଟ୍‌ସଆପ୍‌ରେ ଶିଳ୍ପ ପ୍ରଥମ ପେମେଂଟ୍ ସମାଧାନର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଜୀବନ ବୀମା କମ୍ପାନି ଟାଟା ଏଆଇଏ ପକ୍ଷରୁ ହ୍ୱାଟସ୍‌ଆପ୍‌ରେ ପ୍ରିମିୟମ୍ ପେମେଂଟ୍‌ସେବାର ଶୁଭାରମ୍ଭ କରାଯାଇଛି । ବୀମା କ୍ଷେତ୍ରର ପ୍ରଥମ କମ୍ପାନି ଭାବେ...

ଏନ୍‌ଏସ୍‌ଇ ପକ୍ଷରୁ କର୍ମଶାଳା ପାଇଁ ଆଇଏଫ୍‌ସି ଓ କ୍ଲାଇମେଟ୍ ବଣ୍ଡ୍ ଇନିସିଏଟିଭ୍ ସହିତ ସହଯୋଗିତା

ଭୁବନେଶ୍ୱର : ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ ଅଫ୍ ଇଣ୍ଡିଆ (ଏନଏସଇ) ପକ୍ଷରୁ “ଡିପ୍ ଡାଇଭ୍ ଇନ୍ ଗ୍ରିନ୍‌, ସୋସିଆଲ୍ ଆଣ୍ଡ୍ ସଷ୍ଟେନେବିଲିଟି (ଜିଏସ୍‌ଏସ୍‌) ବଣ୍ଡ୍ ଇସୁଆନ୍ସ ପ୍ରୋସେସ୍‌’...

ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା” ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ

ସଂସ୍କୃତ ବିଭାଗ ପକ୍ଷରୁ ସୋମବାର ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ 'ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା' ଶୀର୍ଷକ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍...

କିଟ୍‍ ଓ ୟୁଏନ୍‍ ଭଲ୍ୟୁଣ୍ଟିଅର୍‍ସ ମଧ୍ୟରେ ବୁଝାମଣା

ଭୁବନେଶ୍ୱର,୮ ।୪: କିଟ୍‍ ବିଶ୍ୱବିଦ୍ୟାଳୟ ଓ ୟୁଏନ୍‍ ଭଲ୍ୟୁଣ୍ଟିଅର୍‍ସ (ୟୁଏନ୍‍ଭି) ମଧ୍ୟରେ ସୋମବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ,...

ସାମାଜିକ କମମୀ ସସାନମ ୱାଙ୍ଗଚୁଙ୍କ ଡାକରାସର ପରିସେଶେିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ଲାଦାଖ ଗସ୍ତ

ଲାଦାଖ େଞ୍ଚାଅ ଆସଦାଳନକୁସଲାହିଆ ଏକାସଡମୀର ସମର୍ମନ ଭୁବନେଶ୍ୱର (୮/୪) : ଗତ କିଛିମାସ ଧରିଲାଦାଖ ଏବଂ କାଗିଲର ନଲାକମାନେ ଶାନ୍ତିପୂର୍ଣ୍ଣ ଏବଂସାମ୍ବିଧାେିକ ଭାବନର ପୂର୍ଣ୍ଣରାଜ୍ୟ ଦାବି, ସମ୍ବି...

ବ୍ଲାକ୍‌ରକ୍‌, ଆଡିଆ, ଘରୋଇ ଫଣ୍ଡଙ୍କ ପକ୍ଷରୁ ବେଦାନ୍ତରେ ଅଂଶଧନ ବୃଦ୍ଧି

ଭୁବନେଶ୍ୱର : ବିଶ୍ୱର ସର୍ବବୃହତ ସଂପତି ପରିଚାଳନା କମ୍ପାନି ବ୍ଲାକ୍‌ରକ୍‌, ଆବୁଧାବି ଇନଭେଷ୍ଟମେଂଟ୍ ଅଥରିଟି ଏବଂ ଆଇସିଆଇସିଆଇ ମ୍ୟୁଚୁଆଲ ଫଣ୍ଡ ଓ ନିପନ୍ ଇଣ୍ଡିଆ ମ୍ୟୁଚୁଆଲ୍ ଫଣ୍ଡ...