Prabaha TV Bureau

ଚିଲିକାରେ ବିଜେଡିର ମିଶ୍ରଣ ପର୍ଵ

ବାଲୁଗାଁ'- ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା ବ୍ଲକ ନିମିକ୍ଷେତା ପଞ୍ଚାୟତର ବିଜେପିରୁ ତିନି ଥରର ସରପଞ୍ଚ ଅଞ୍ଜଳି ସ୍ବାଇଁଙ୍କ ସମେତ ଚାଷଙ୍ଗରା, ନିମାଇଁମଲ୍ଲ,ଉସ୍ତାପଲ୍ଲି,ବୀର ପାଟଣା, ବେଲପଡ଼ା,ପରିଛାପଦରର...

ଗୋରୁ ବୋଝେଇ ଟ୍ରକ ଜବତ,୫୬ ଗୋମାତା ଉଦ୍ଧାର

ବାଲୁଗାଁ:-ଗୁରୁବାର ବିଳମ୍ବିତ ରାତିରେ ନାଚୁଣି ଥାନା ଅନ୍ତର୍ଗତ ଦୀକ୍ଷିତପଡା ଅଞ୍ଚଳରୁ ଏକ ନମ୍ବର ବିହୀନ ଆଇଚର ଟ୍ରକରେ ଅତି ଦୟନୀୟ ଅବସ୍ଥାରେ ବନ୍ଧା ଯାଇ ୫୬ଟି ଗାଈ,ଗୋରୁ,ବାଛୁରୀ...

ତିନି ରାଜନୈତିଦଳର ସରିନାହିଁ ଟିକେଟ ବଣ୍ଟନ

ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍‌) : ତଥାପି ସରୁନି ପ୍ରାର୍ଥୀ ଘୋଷଣା । ବିଜେଡିର ୬, ବିଜେପିର ୧୫ ଓ କଂଗ୍ରେସ ୯ ଆସନରେ ଦେଇନି ପ୍ରାର୍ଥୀ । ଖୁବ୍...

୪ ଲୋକସଭା ପାଇଁ ୩୮ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ

କୋରାପୁଟ(ପ୍ରବାହ ନ୍ୟୁଜ୍‌) : ଶେଷ ହୋଇଛି ନାମାଙ୍କନ ପତ୍ର ଯାଂଚ ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୪ଟି ଲୋକସଭା ଆସନରେ ମୋଟ ୩୮ ଜଣ ପ୍ରାର୍ଥୀଙ୍କ...

ବଡ଼ଚଣାରେ ବର୍ଷାଙ୍କ ରାଲି

ବଡ଼ଚଣା (ପ୍ରବାହ ନ୍ୟୁଜ୍‌) : ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିବା ପରେ ସେ ବଡ଼ଚଣା ଗସ୍ତ କରିଛନ୍ତି ।...

କିମ୍‍ସରେ ନୂତନ ପଦ୍ଧତିରେ ଅସ୍ତ୍ରୋପଚାର: ଛାତିରୁ ବାହାରିଲା ୨କେଜି ଓଜନର ଟ୍ୟୁମର

ଭୁବନେଶ୍ୱର,୨୬ ।୪: କିମ୍‍ସ କ୍ୟାନ୍‍ସର ସେଣ୍ଟରରେ ଏକ ନୂତନ ପଦ୍ଧତିରେ ଅସ୍ତ୍ରୋପଚାର କରାଯାଇ ମଧ୍ୟଚ୍ଛଦା (ଡାୟାଫ୍ରାମ୍‍)ରୁ ଟ୍ୟୁମର ବାହାର କରିବାରେ ଡାକ୍ତରମାନେ ସଫଳ ହୋଇଛନ୍ତି । ସର୍ଜିକାଲ...

ଯୁବ-ଛାତ୍ରମାନଙ୍କ ଦାବିକୁ ନେଇ ଯୁବ ଅଧିକାର ପତ୍ର ଉନ୍ମୋଚିତ

ଭୁବନେଶ୍ୱର (ପ୍ରବାହ ନ୍ୟୁଜ୍‌) : ରାଷ୍ଟ୍ର ତଥା ରାଜ୍ୟର ସବୁଠାରୁ ବଡ ଶକ୍ତି ହେଉଛି ଯୁବ ଶକ୍ତି , କାରଣ ସମଗ୍ର ଜନସଂଖ୍ୟାର ଶତକଡା ୬୫ ଭାଗ...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ

୧୩ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଅନ୍ତର୍ଗତ ୮୮ ଲୋକସଭା ଆସନର ୧.୬୭ ଲକ୍ଷ ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିବେ ପ୍ରାୟ ୧୬ କୋଟିରୁ ଅଧିକ ମତଦାତା...

ଆକ୍ସିସ୍ ବ୍ୟାଙ୍କ ଆର୍ôଥକ ବର୍ଷ -୨୦୨୩-୨୪ ବାର୍ଷିକ ଫଳାଫଳ

ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍‌) : ଭାରତର ବୃହତ୍ତମ ଘରୋଇ କ୍ଷେତ୍ର ବ୍ୟାଙ୍କ ମଧ୍ୟରୁ ଆକ୍ସିସ୍ ବ୍ୟାଙ୍କ ଆଜି ଏହାର ଆର୍ôଥକ ବର୍ଷ ୨୦୨୪ର ଚତୁର୍ଥ ତ୍ରୈମାସିକ ଓ ୨୦୨୩-୨୪...

ନବକିଶୋର ମଲ୍ଲିକ ଜୋରଦାର ପ୍ରଚାର

ବାଲିଅନ୍ତା(ପ୍ରବାହ ନ୍ୟୁଜ୍‌) : ଜୟଦେବ ନିର୍ବାଚନ ମଣ୍ଡଳୀରେ ଚଳିତ ବର୍ଷ ସଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଜନତା ଙ୍କ ଅତି ନିକଟତର ହେବା ପାଇଁ  ବିଭିନ୍ନ...

ମାଟି ପ୍ରତି ମମତା ନ ଥିବା ପ୍ରାର୍ଥୀମାନଙ୍କୁ ଲୋକେ ଚିହ୍ନନ୍ତୁ ଓ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରନ୍ତୁ : ଗୋପାଳକି

ବଲାଙ୍ଗିର(ପ୍ରବାହ ନ୍ୟୁଜ୍‌) : ବଲାଙ୍ଗୀର ରେ ଆଜି ପର୍ଯ୍ୟନ୍ତ ଯେତିକି ଲୋକ ପ୍ରତିନିଧି ନିର୍ବାଚନ ଲଢିଛନ୍ତି ,ସେମାନେ କେହି ବି ବଲାଙ୍ଗୀର ର ସମସ୍ୟା ଓ ଆର...

ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,(ପ୍ରବାହ ନ୍ୟୁଜ୍‌) : ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି । ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ...

ଲୋକସଭା ଓ ବିଧାନସଭା ନିର୍ବାଚନ ପରିଚାଳନା ନିମନ୍ତେ ସେକ୍ଟର ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ

ଯାଜପୁର (ପ୍ରବାହ ନ୍ୟୁଜ୍‌) : ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଯାଜପୁର ଶ୍ନିଖିଲ ପବନ କଲ୍ୟାଣ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଯାଜପୁର ଜିଲ୍ଲାର...

‘କଂଗ୍ରେସ ଯବାନଙ୍କ ହାତ ବାନ୍ଧିଥିଲା,ଆମେ ମୁକ୍ତ କଲୁ’

ନୂଆଦିଲ୍ଲୀ(ପ୍ରବାହ ନ୍ୟୁଜ୍‌) : ନିର୍ବାଚନ ରାଲିରେ ପୁଣି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ପାଇଁ ଦେଶ ଛଡା ଆଉ କିଛି ବଡ...