Prabaha TV Bureau
କିମ୍ସରେ ନୂତନ ପଦ୍ଧତିରେ ଅସ୍ତ୍ରୋପଚାର: ଛାତିରୁ ବାହାରିଲା ୨କେଜି ଓଜନର ଟ୍ୟୁମର
ଭୁବନେଶ୍ୱର,୨୬ ।୪: କିମ୍ସ କ୍ୟାନ୍ସର ସେଣ୍ଟରରେ ଏକ ନୂତନ ପଦ୍ଧତିରେ ଅସ୍ତ୍ରୋପଚାର କରାଯାଇ ମଧ୍ୟଚ୍ଛଦା (ଡାୟାଫ୍ରାମ୍)ରୁ ଟ୍ୟୁମର ବାହାର କରିବାରେ ଡାକ୍ତରମାନେ ସଫଳ ହୋଇଛନ୍ତି । ସର୍ଜିକାଲ...
ଯୁବ-ଛାତ୍ରମାନଙ୍କ ଦାବିକୁ ନେଇ ଯୁବ ଅଧିକାର ପତ୍ର ଉନ୍ମୋଚିତ
ଭୁବନେଶ୍ୱର (ପ୍ରବାହ ନ୍ୟୁଜ୍) : ରାଷ୍ଟ୍ର ତଥା ରାଜ୍ୟର ସବୁଠାରୁ ବଡ ଶକ୍ତି ହେଉଛି ଯୁବ ଶକ୍ତି , କାରଣ ସମଗ୍ର ଜନସଂଖ୍ୟାର ଶତକଡା ୬୫ ଭାଗ...
ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ
୧୩ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଅନ୍ତର୍ଗତ ୮୮ ଲୋକସଭା ଆସନର ୧.୬୭ ଲକ୍ଷ ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିବେ ପ୍ରାୟ ୧୬ କୋଟିରୁ ଅଧିକ ମତଦାତା...
ଆକ୍ସିସ୍ ବ୍ୟାଙ୍କ ଆର୍ôଥକ ବର୍ଷ -୨୦୨୩-୨୪ ବାର୍ଷିକ ଫଳାଫଳ
ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍) : ଭାରତର ବୃହତ୍ତମ ଘରୋଇ କ୍ଷେତ୍ର ବ୍ୟାଙ୍କ ମଧ୍ୟରୁ ଆକ୍ସିସ୍ ବ୍ୟାଙ୍କ ଆଜି ଏହାର ଆର୍ôଥକ ବର୍ଷ ୨୦୨୪ର ଚତୁର୍ଥ ତ୍ରୈମାସିକ ଓ ୨୦୨୩-୨୪...
ନବକିଶୋର ମଲ୍ଲିକ ଜୋରଦାର ପ୍ରଚାର
ବାଲିଅନ୍ତା(ପ୍ରବାହ ନ୍ୟୁଜ୍) : ଜୟଦେବ ନିର୍ବାଚନ ମଣ୍ଡଳୀରେ ଚଳିତ ବର୍ଷ ସଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଜନତା ଙ୍କ ଅତି ନିକଟତର ହେବା ପାଇଁ ବିଭିନ୍ନ...
ମାଟି ପ୍ରତି ମମତା ନ ଥିବା ପ୍ରାର୍ଥୀମାନଙ୍କୁ ଲୋକେ ଚିହ୍ନନ୍ତୁ ଓ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରନ୍ତୁ : ଗୋପାଳକି
ବଲାଙ୍ଗିର(ପ୍ରବାହ ନ୍ୟୁଜ୍) : ବଲାଙ୍ଗୀର ରେ ଆଜି ପର୍ଯ୍ୟନ୍ତ ଯେତିକି ଲୋକ ପ୍ରତିନିଧି ନିର୍ବାଚନ ଲଢିଛନ୍ତି ,ସେମାନେ କେହି ବି ବଲାଙ୍ଗୀର ର ସମସ୍ୟା ଓ ଆର...
ଭୂସ୍ଖଳନରେ ଧୋଇଗଲା ରାଜପଥ
ଇଟାନଗର,(ପ୍ରବାହ ନ୍ୟୁଜ୍) : ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି । ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ...
ଲୋକସଭା ଓ ବିଧାନସଭା ନିର୍ବାଚନ ପରିଚାଳନା ନିମନ୍ତେ ସେକ୍ଟର ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ
ଯାଜପୁର (ପ୍ରବାହ ନ୍ୟୁଜ୍) : ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଯାଜପୁର ଶ୍ନିଖିଲ ପବନ କଲ୍ୟାଣ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଯାଜପୁର ଜିଲ୍ଲାର...
‘କଂଗ୍ରେସ ଯବାନଙ୍କ ହାତ ବାନ୍ଧିଥିଲା,ଆମେ ମୁକ୍ତ କଲୁ’
ନୂଆଦିଲ୍ଲୀ(ପ୍ରବାହ ନ୍ୟୁଜ୍) : ନିର୍ବାଚନ ରାଲିରେ ପୁଣି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ପାଇଁ ଦେଶ ଛଡା ଆଉ କିଛି ବଡ...
ୱାୟନାଡରେ କାଲି ଭୋଟ୍ : ରାହୁଲ ଗାନ୍ଧୀଙ୍କ ଉପରେ ଫୋକସ
ନୂଆଦିଲ୍ଲୀ(ପ୍ରବାହ ନ୍ୟୁଜ୍) : ଆସନ୍ତାକାଲି ଦେଶରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । କେରଳର ସମସ୍ତ ଲୋକସଭା ଆସନରେ କାଲି ପଡିବ ଭୋଟ୍ । ୱାୟନାଡ...
କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପ୍ରଚାର ଆରମ୍ଭ
ବାଲିଗୁଡ଼ା(ପ୍ରବାହ ନ୍ୟୁଜ୍) : ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ବିଜୁ ଜନତାଦଳ ଲୋକସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ହଜାର ହଜାର କର୍ମୀ ସମର୍ଥକ ଙ୍କର ଉପସ୍ଥିତ...
ନବୀନ ପଟ୍ଟନାୟକ ଜିନ୍ଦାବାଦ… ବିଜେଡି ନାରାବାଜିରେ କମ୍ପି ଉଠିଲା ସାରା ସହର
ଛତ୍ରପୁର(ପ୍ରବାହ ନ୍ୟୁଜ୍) : ଛତ୍ରପୁର ବିଧାନସଭା ଆସନ ପାଇଁ ବୁଧବାର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା ତାଙ୍କ ନାମାଙ୍କନ ପତ୍ର ଦାଖଲ...
ନାମାଙ୍କନ ଦାଖଲ କଲେ ଇନ୍ଦିରା
ଜୟପୁର(ପ୍ରବାହ ନ୍ୟୁଜ୍) : ଗତ କାଲି ଶୁଭ ବେଳାରେ ପ୍ରସ୍ତାବକ,ସମର୍ଥକଙ୍କ ଗହଣରେ ନାମାଙ୍କନପତ୍ର ଦାଖଲ କରିଥିଲେ ବିଜେଡି ପ୍ରାର୍ଥୀ ଡ.ଇନ୍ଦିରା ନନ୍ଦ । ତେବେ ଆଜି ପୁଣି...
ବାରବାଟୀ-କଟକ ଓ ସାଲେପୁରରୁ ପ୍ରାର୍ଥୀ ହେବେ ଅରିନ୍ଦମ !
କଟକ,(ପ୍ରବାହ ନ୍ୟୁଜ୍) : ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...
