Prabaha TV Bureau

ଓଡ଼ିଶା ଏସବିଅ ।ଇ ଅ ।ଉଟସୋର୍ସିଂ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ

ଭୁବନେଶ୍ୱର,୨୬/୬ : ହିନ୍ଦ୍‌ ମଜଦୁର ସଭାର ଅନୁବନ୍ଧିତ ଏସବିଅ ।ଇ ଅ ।ଉଟସୋର୍ସିଂ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ ମାଷ୍ଟର କ୍ୟାଣ୍ଟିନ ଛକସ୍ଥିତ ବୁଲନ ଭାଇ...

ନିଶାଦ୍ରବ୍ୟର ବନ୍ଦ ପାଇ ସରକାର କଡ଼ାକଡ଼ି ଆଇନ୍ ଲାଗୁ କରନ୍ତୁ : ସାମାଜିକ କର୍ମୀ ମୀର ଅହମ୍ମଦ ଅଲ୍ଲୀ

ଭୁବନେଶ୍ୱର, ତା ୨୫ା୬ : ନିଶାଦ୍ରବ୍ୟର ଦୁରୁପଯୋଗ ଓ ଅବୈଧ ବ୍ୟାପାର ଅନେକ ଦିନରାୁ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଏଥିପାଇଁ...

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଇମୋବାଇଲ୍‌ପେ’ରେ ‘ସ୍ମାର୍ଟ ଲକ୍‌’ର ଶୁଭାରମ୍ଭ

ଭୁବନେଶ୍ୱର : ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହା ଆଇମୋବାଇଲ୍‌ପେ’ରେ ‘ସ୍ମାର୍ଟ ଲକ୍‌’ ସୁବିଧାର ଶୁଭାରମ୍ଭ କରିଛି ଯାହା ଜରିଆରେ ଗ୍ରାହକମାନେ ଫୋନ୍...

ରାଜସ୍ବ ମନ୍ତ୍ରୀଙ୍କୁ କର୍ମ ଭୂମି ସମ୍ବଲପୁରରେ ଭବ୍ୟ ସ୍ୱାଗତ

ସମ୍ବଲପୁର ତା. ୨୩/୬ - ଓଡିଶା ର ନବ ଗଠିତ ବିଜେପି ସରକାର ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ...

୧୮ତମ ଲୋକସଭାର ପ୍ରଥମ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

“ଆଜି ସଂସଦୀୟ ଗଣତନ୍ତ୍ର ପାଇଁ ଗର୍ବର ଦିନ, ଗୌରବର ଦିନ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆମ ନୂଆ ସଂସଦରେ ଏହି ଶପଥ ଗ୍ରହଣ...

ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବନ୍ୟା ପରିଚାଳନା ପ୍ରସ୍ତୁତି ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ

କେନ୍ଦ୍ର ସ୍ବରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ବନ୍ୟା ପରିଚାଳନା ପ୍ରସ୍ତୁତି ର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା...

ଆଦିବାସୀ – ଦଳିତଙ୍କ ଜଙ୍ଗଲ ଜମି ଅଧିକାରକୁ କାର୍ଯ୍ୟକାରୀ କରାଯାଉ

ଜନ ଆନ୍ଦୋଳନ ରାଷ୍ଟ୍ରୀୟ ସମନ୍ଵୟର ନେତା ପ୍ରଫୁଲ ସାମନ୍ତରା ଓ ଲିଙ୍ଗରାଜ ଆଜଦରାଜ୍ୟର ବିଭିନ୍ନ ଜନ ଆନ୍ଦୋଳନ ପ୍ରତିନିଧିମାନଙ୍କ ଉପସ୍ଥିତିରେନିର୍ବାଚିତ  ନୂତନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ...

ବାର୍ଷିକ ଉତ୍ସବରେ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ

ବ୍ରହ୍ମପୁର : ଗତକାଲି ଶନିବାର ଅପରାହ୍ନରେ ଆର୍ଯ୍ୟଭଟ୍ଟ ଲର୍ଣ୍ଣିଙ୍ଗ ଫୋରମ ଦ୍ଵାରା ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ ''ପ୍ରେରଣା' ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ ରାଷ୍ଟ୍ରୀୟ ସ୍ଥରର ପ୍ରବେଶିକା ପରୀକ୍ଷା...

ସ୍ୱର୍ଗତ ପଦ୍ମବିଭୂଷଣ ରାମୋଜି ରାଓଙ୍କ ସ୍ମୃତିଚାରଣ

ବ୍ରହ୍ମପୁର : ପ୍ରେସ କ୍ଳବ ପରିସରରେ ସ୍ୱର୍ଗତ ପଦ୍ମବିଭୂଷଣ ରାମୋଜି ରାଓଙ୍କ ଦ୍ୱାଦଶରେ ସ୍ୱର୍ଗତ ପଦ୍ମବିଭୂଷଣ ରାମୋଜି ରାଓଙ୍କ ଦ୍ୱାଦଶରେ ସ୍ମୃତିଚାରଣ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ...

ଲୋହିଆ ଏକାଡେମୀରେ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ୪୦ତମ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର (୨୪/୬) : ଓଡ଼ିଶାର ରାଜନୀତି ଯେତେ ପୁରୁଖା ହେଉଛି, ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓଡ଼ିଶାର ରାଜନୀତିକୁ ସେତିକି ଅଧିକ ଭାବରେ ଆନ୍ଦୋଳିତ କରିବାରେ...

ବେଦାନ୍ତ ଗ୍ରୁପ୍‌ର ବଜାର ପୁଞ୍ଜି ୨୦୨୪-୨୫ରେ ୨.୨ ଲକ୍ଷ କୋଟି ଟଙ୍କା ବୃଦ୍ଧି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବଜାରରେ ଦେଖାଦେଇଥିବା ଅସ୍ଥିରତାକୁ ପ୍ରତିହତ କରି ବେଦାନ୍ତ ଗ୍ରୁପ୍ ଚଳିତ ଆର୍ଥିକ ବର୍ଷରେ ବର୍ତମାନ ସୁଦ୍ଧା ଦଲାଲ୍ ଷ୍ଟ୍ରିଟ୍‌ରେ ନିବେଶକମାନଙ୍କ ଲାଗି...

ସାମ୍ବାଦିକ ପେନସନ ଓ ସୁରକ୍ଷା ସମେତ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଭୁବନେଶ୍ୱର,୨୩/୬ : ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ରବି ରଥଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଡ଼ିଶା...

ଟାଟା ଷ୍ଟିଲ କଳିଙ୍ଗନଗରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

କଳିଙ୍ଗନଗର, ଜୁନ୍ ୨୧, ୨୦୨୪: ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟର ଗୁରୁତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ‘ଅନ୍ତର୍ଜାତୀୟ...

ଆଇଏସଟିଇର ୫୩ତମ ବାର୍ଷିକ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର,୨୨ ।୬: କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି । କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଇଣ୍ଡିଆନ୍‍ ସୋସାଇଟି...

ଏମ୍‌ସ ଭୁବନେଶ୍ୱରରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର, ୨୧/୦୬/୨୦୨୪: ବ୍ୟକ୍ତିଗତ ତଥା ସାମାଜିକ କଲ୍ୟାଣ କ୍ଷେତ୍ରରେ ଯୋଗର ଭୂମିକା ଅନନ୍ୟ। ସ୍ଵଂୟ ଏବଂ ସାମାଜିକ ସୁସ୍ଥତା ଆଣିବାରେ ଯୋଗ ବିପ୍ଳବ ଆଣିଛି କହିଲେ ଅତ୍ୟୁକ୍ତି...