Prabaha TV Bureau

ସିନେକ୍ରିଟିକ୍‌ର ‘ଲତା ନାଇଟ୍ -୨୦୨୪’

ଲତା ଥିଲେ ସଂଗୀତର କାଳଜୟୀ ସ୍ରଷ୍ଟା ଭୁବନେଶ୍ୱର, ତା ୭ା୨ : ଭାରତର ଅଗ୍ରଗଣ୍ୟା କଣ୍ଠଶିଳ୍ପୀ, ସ୍ୱର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ...

୨୫ତମ ଭାରତ ରଙ୍ଗ ମହୋତ୍ସବ ୨୦୨୪

ଭୁବନେଶ୍ୱର : ଏକ ନିଆରା ସାଂସ୍କୃତିକ ଅଭିଜ୍ଞତା ପାଇଁ ଫେବୃଆରୀ ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଏହି ଉତ୍ସବ ଆୟୋଜିତ ହେବ...

ମାସିକ ୧୦ ହଜାର ପ୍ରୋତ୍ସାହନରାଶି ପ୍ରଦାନ ନ କଲେ ୨୦୨୪ ନିର୍ବାଚନରେ ସରକାରଙ୍କୁ ଜୋର୍‌ଦାର ବିରୋଧ କରିବେ ଗାଁସାଥୀ

ଫେବୃୟାରୀ ଶେଷ ସୁଦ୍ଧା ୪ଟି ସ୍ଥାନରେ ବିଶାଳ ସମାବେଶ ଓ ରାଲି ଭୁବନେଶ୍ୱର, ତା ୭.୨.୨୦୨୪ : ମାସିକ ୧୦ ହଜାରରୁ ଊର୍ଦ୍ଧ୍ୱ ମାସିକ ପ୍ରୋତ୍ସାହନ ରାଶି...

ସର୍ବସାଧାରଣଙ୍କ ନିମନ୍ତେ “ଭାରତ ରାଇସ” ବ୍ରାଣ୍ଡ ଚାଉଳ ବିକ୍ରି ଆରମ୍ଭ

ନୂଆଦିଲ୍ଲୀ, ୬/୨(ପିଆଇବି): କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ, ସାଧାରଣ ବଣ୍ଟନ, ବୟନ, ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ଆଜି “ଭାରତ ବ୍ରାଣ୍ଡ” ଚାଉଳ ବିକ୍ରିର...

ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ ତରଫରୁ୭ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର, ତା ୨୫ା୯ : ଓଡ଼ିଶା ପାଚକ ପାଚିକା ମହାସଂଘ ପକ୍ଷରୁ ୭ ଦଫା ଦାବି ନେଇ ସଂଘର ରାଜ୍ୟ ସଭାନେତ୍ରୀ ଜନକ ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର...

ଟିପିସିଓଡିଏଲ୍ ପକ୍ଷରୁ ଊର୍ଜା ମେଳା ଆୟୋଜିତ

ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ ଅଭିଳାଷ ତ୍ୱରାନ୍ୱିତଚା କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ...

ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟପ୍ରଥମ ବିମ୍ଷ୍ଟେକ୍ ଆକ୍ୱାଟିକ୍ସ ଚାମ୍ପିଅନସିପ୍ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର

● ୨୦୨୪ ଫେବୃଆରୀ ୬ ରୁ ୯ ତାରିଖ ପର‌୍ୟ୍ୟନ୍ତ ଦିଲ୍ଲୀର ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ସନ୍ତରଣାଗାର ପରିସରରେ ଏହି ଚାମ୍ପିଅନସିପ୍ ଅନୁଷ୍ଠିତ ହେବ● ୭ଟି...

୨.୩୪ ଲକ୍ଷରୁ ଅଧିକ ବିକଶିତ ଭାରତ ସ୍ୱାସ୍ଥ୍ୟ ଶିବିରରେ ସମୁଦାୟ ଲୋକ ସଂଖ୍ୟା ୭.୨୨ କୋଟି ଟପିଛି

ଶିବିରରେ ୨.୭୮ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ଜାରି କରାଯାଇଛି ୩.୮୫ କୋଟିରୁ ଅଧିକ ଲୋକଙ୍କ ଯକ୍ଷ୍ମା ପରୀକ୍ଷା କରାଯାଇଛି ଏବଂ ୧୧.୮୦ ଲକ୍ଷରୁ ଅଧିକ ଲୋକଙ୍କୁ...

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ନେଲେ ଶ୍ରୀ ସଞ୍ଜୟ ଜାଜୁ

ଶ୍ରୀ ସଞ୍ଜୟ ଜାଜୁ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୧୯୯୨ ବ୍ୟାଚ୍ ତେଲଙ୍ଗାନା କ୍ୟାଡରର ଜଣେ ଭାରତୀୟ...

 କିମ୍‌ସ କ୍ୟାନ୍‌ସର ହସ୍ପିଟାଲ ପକ୍ଷରୁ କ୍ୟାନସର ସଚେତନତା

ପଦଯାତ୍ରା ଏବଂ ପଥପ୍ରାନ୍ତ ନାଟକ ମାଧ୍ୟରେ ବସ୍ତିରେ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର: ବିଶ୍ୱ କର୍କଟ ଦିବସ ପାଳନ ଅବସରରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍‌ସେସ୍ (କିମ୍‌ସ) କ୍ୟାନସର...

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ବରଗଡ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଟିର ବୁଣାକାରମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜିତ

ବୁର୍ଲାଦବରବଡ଼, ୦୫.୦୨.୨୦୨୪ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ଏକ ଅଗ୍ରଣୀ ବିଦ୍ୟୁତ୍ ବିତରଣ...

“ମଦଦ୍‌’ ଅଭିଯାନରେ ସାମିଲ୍ ହେଲେ ଅଭିନେତା ଚନ୍ଦନ କର

ଭୁବନେଶ୍ୱର, ତା ୫ା୨ା୨୦୨୪ : ସାମାଜିକ ଅନୁଷ୍ଠାନ \"ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କ\' ତରଫରୁ ଜାରି ରହିଥିବା ମଦଦ୍ ଅଭିଯାନରେ ସାମିଲ୍ ହୋଇଛନ୍ତି ଜଣାଶୁଣା ଅଭିନେତା ତଥା...

ୱି ବିଜନେସ୍ ପକ୍ଷରୁ ଆଇଓଟି ସ୍ମାର୍ଟ ସେଂଟ୍ରାଲ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନି ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ଭିଆଇଏଲ୍‌)ର ବ୍ରାଣ୍ଡ୍ ୱିର ସଂସ୍ଥାଗତ ଶାଖା ୱି ବିଜନେସ୍ ପକ୍ଷରୁ ୱି ବିଜନେସ୍ ଆଇଓଟି ସ୍ମାର୍ଟ...