Prabaha TV Bureau

ବିଶ୍ୱ ଜଳ ଦିବସ: ବେଦାନ୍ତ ଆଲୁମିନିୟମ ଆର୍ଥିକବର୍ଷ ୨୪ରେ ୧୫ ବିଲିୟନ ଲିଟର ଜଳ ପୁନଃବ୍ୟବହାର କରିଛି

ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବିଶ୍ୱ ଜଳ ଦିବସ ଅବସରରେ ଶାନ୍ତି ପାଇଁ ଜଳ ବିଷୟବସ୍ତୁ ଆଧାରରେ ଆର୍ଥିକ ବର୍ଷ ୨୪ରେ...

ଗ୍ରାମୀଣ ଓଡ଼ିଶାରେ ଏସଟିଇଏମ ଶିକ୍ଷାର ବିକାଶ ଲାଗି କ୍ଷୁଦ୍ରବିଜ୍ଞାନ କେନ୍ଦ୍ର ଉଦଘାଟନ

ଲାଞ୍ଜିଗଡ଼, କଳାହାଣ୍ଡିଜିଲ୍ଲା : ଲାଞ୍ଜିଗଡ଼ ଭାରତର ଅଗ୍ରଣୀ ମେଟାର୍ଲଜିକାଲଗ୍ରେଡ ଆଲୁମିନାଉତ୍ପାଦନକାରୀ ମିନିସାଇନ୍ସସେଣ୍ଟ ର୍ଉଦଘାଟନ କରିଛି । ପାରମ୍ପରିକ ଶିକ୍ଷାଦାନ ପ୍ରଣାଳୀକୁ ସାହାଯ୍ୟ କରିବା ଓ ଛାତ୍ରଙ୍କଲାଗି ଏସଟିଇଏମ...

ଫରୱାର୍ଡ଼ ବ୍ଲକ୍ ରାଜ୍ୟ କମିଟି ବୈଠକ

ଭୁବନେଶ୍ୱର, : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌, ଓଡ଼ିଶା ରାଜ୍ୟ କମିଟିର ଜରୁରୀ ବୈଠକ ଆଜି...

ବର୍ଷିପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ବିୟୋଗରେ ଶୋକ

ବ୍ରହ୍ମପୁର, : ଓଡ଼ିଶାର ବର୍ଷିୟାନ ରାଜନେତା, ପୂର୍ବତନ ମନ୍ତ୍ରୀ ଡ଼ା. ଦାମୋଦର ରାଉତଙ୍କ ବିୟୋଗରେ ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ ଗଭୀର ଶୋକ...

ନିର୍ବାଚନୀ ବଣ୍ଡ୍‌ ସଂକ୍ରାନ୍ତ ତଥ୍ୟ ସାର୍ବଜନୀନ କଲେ ନିର୍ବାଚନ ଆୟୋଗ

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ପାଳନ କରି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ନିର୍ବାଚନୀ ବଣ୍ଡ୍‌ ସଂକ୍ରାନ୍ତ ତଥ୍ୟକୁ ଆଜି ଭାରତୀୟ ନିର୍ବାଚନ ଆୟୋଗ ‘‘ଯଥା...

ମାନବ ଜାତୀୟ ପତାକା ତିଆରି କରି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ

ସୋନିପତ, : ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ସହଯୋଗରେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି (ଜେଜିୟୁ) ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରି ଗିନିଜ୍...

ନାରୀଶକ୍ତିର ଚାତୁର୍ଯ୍ୟ,ମାଧୁର୍ଯ୍ୟ ଓ ଐଶ୍ଚର୍ଯ୍ୟ ମହାନ 

*ୱାର୍ଲଡ୍ ଓଡ଼ିଶା ସୋସାଇଟି ଦ୍ୱାରା ତୃତୀୟ ଶକ୍ତି ଉତ୍ସବ ଆୟୋଜନ* ନୂଆଦିଲ୍ଲୀ ତା ୨୧/୦୩ ନାରୀଶକ୍ତିର ଚାତ୍ରୁର୍ଯ୍ୟ, ମାଧୁର୍ଯ୍ୟ ଓ ଐଶ୍ଚର୍ଯ୍ୟ ମହାନ ବୋଲି ବିଶିଷ୍ଟ ବ୍ୟକ୍ତି...

ଆନ୍ତର୍ଜାତୀୟ ଜଙ୍ଗଲ ଦିବସ: ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରିବାକୁ ଘୋଷଣା

ଭୁବନେଶ୍ୱର : ଆନ୍ତର୍ଜାତୀୟ ଜଙ୍ଗଲ ଦିବସ ଅବସରରେ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଛତିଶଗଡ ଏବଂ ଓଡିଶାରେ ଏହାର କାର୍ଯ୍ୟପରିସର ତଥା ପରିବେଶକୁ ସଂରକ୍ଷଣ...

ଟାଟା ଷ୍ଟିଲ୍‌କୁଜୈବ ବିବିଧତା ପରିଚାଳନା ପାଇଁ ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର : କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ଆଇଟିସି ସଷ୍ଟେନେବିିଲିଟି ଆୱାର୍ଡସ୍ ୨୦୨୩ରେ ଟାଟା ଷ୍ଟିଲ୍‌ର ସୁକିନ୍ଦାକ୍ରୋମାଇଟ୍ ଖଣିକୁ‘ଜୈବବିବିଧତା ପରିଚାଳନା ଉତ୍କର୍ଷ’ ପୁରସ୍କାର ପ୍ରଦାନ କରାଯାଇଛି...

ମଝି ଆକାଶରେ ଦେବଦୂତ ସାଜି ଜୀବନ ବଞ୍ଚାଇଲେ କିମ୍‌ସ ଡାକ୍ତର

ଭୁବନେଶ୍ୱର,୧୮ା୩: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ) ଭୁବନେଶ୍ୱରର ହୃଦ୍‌ରୋଗ ବିଶେଷଜ୍ଞ ଡା ଅଶୋକ କୁମାର ବଡ଼ମାଳି ମଝି ଆକାଶରେ ବଞ୍ଚାଇଛନ୍ତି ଜଣେ ମହିଳାଙ୍କ ଜୀବନ।...

ପ୍ରବାହର ୧୭ତମ ସ୍ୱନକ୍ଷତ୍ର ଉତ୍ସବ

ଗଣମାଧ୍ୟମ ସାଧାରଣ ଲୋକଙ୍କ ସ୍ୱର ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍‌) : ଗଣମାଧ୍ୟମ ସାଧାରଣ ଲୋକର ସ୍ୱର । ସରକାରଙ୍କର ପ୍ରତ୍ୟେକ ଜନହିତକାର ଯୋଜନାକୁ ସମାଜର ତଳସ୍ତରରେ ଥିବା ଲୋକ...

ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍‌) : ତା ୧୬ା୩ା୨୦୨୪ : ଗଣତନ୍ତ୍ରରେ ମତଦାନ ସାବ୍ୟସ୍ତ କରି ନିଜ ସରକାର ବାଛିବା ନାଗରିକଙ୍କର କର୍ତ୍ତବ୍ୟ । କିନ୍ତୁ ଅନେକ ଲୋକ ମତଦାନ...

ଗ୍ରାମୀଣ ଓଡ଼ିଶାରେ ଏସଟିଇଏମ ଶିକ୍ଷାର ବିକାଶ ଲାଗି କ୍ଷୁଦ୍ର ବିଜ୍ଞାନ କେନ୍ଦ୍ର ଉଦଘାଟନ କରିଛି

ଲାଞ୍ଜିଗଡ଼, କଳାହାଣ୍ଡିଜିଲ୍ଲା, ଓଡ଼ିଶା, ୧୬.୦୩.୨୪: ବେଦାନ୍ତଲିମିଟେଡ, ଲାଞ୍ଜିଗଡ଼ ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡଆଲୁମିନାଉତ୍ପାଦନକାରୀ ମିନିସାଇନ୍ସସେଣ୍ଟ ର୍ଉଦଘାଟନ କରିଛି । ପାରମ୍ପରିକ ଶିକ୍ଷାଦାନ ପ୍ରଣାଳୀକୁ ସାହାଯ୍ୟ କରିବା ଓ...

କନ୍ଧମାଳ ସଂସଦୀୟ କ୍ଷେତ୍ରର ୧୦ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍‌) :୧୫ ।୩: କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଦିନରେ କନ୍ଧମାଳ...

ଆର୍ଥିକ ପଦୋନ୍ନତି ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍‌) : କେନ୍ଦ୍ର ଯୋଗାଯୋଗ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଡାକ ବିଭାଗରେ କାର୍ଯ୍ୟରତ ୨.୫୬ ଲକ୍ଷରୁ...