Prabaha Media

ଗୁରୁଗ୍ରାମରେ ପହଂଚିଲେ ପଙ୍ଗପାଳ ଦଳ

ଆଦିଲ୍ଲୀ, (ଏଜେନ୍ସି): ପାକିସ୍ତାନ ରାସ୍ତାରେ ରାଜସ୍ଥାନ ଏବଂ ହରିୟାଣାରେ ପହଂଚିବା ପରେ ଶନିବାର ଏନସିଆର ଗୁରୁଗ୍ରାମରେ ପହଂଚିଛନ୍ତି ପଙ୍ଗପାଳ ଦଳ । ଗୁରୁଗ୍ରାମର ବିଳାସମୟ ଆବାସିକ ଅଂଚଳରେ...

ବଢ଼ୁଛି ସାଇବର କ୍ରାଇମ

ଶିକାର ହେଉଛନ୍ତି ନୀରିହ ଜନତାକଟକ, (ପ୍ରବାହ ନ୍ୟୁଜ୍‌): ବର୍ତ୍ତମାନ କରୋନା ଭୟରେ ଦେଶର ସମସ୍ତ ବର୍ଗର ଜନସାଧାରଣ ଅ ।ର୍ଥୀକ ସଂଙ୍କଟ ଦେଇ ଗତି କରୁଛନ୍ତି ।...

ପ୍ରଶାସନ ବାଲିଚୋରି ଉପରେ ଚଢ଼ାଉ; ୨୧ ଟ୍ରାକ୍ଟର ଜବତ

ଚଢ଼ାଉ ଖବର ଲିକେଜ; ଖସିଗଲେ ଶତାଧିକ ଟ୍ରାକ୍ଟର; ଚଢ଼ାଉ ସାମୟିକ ନହେଉ; ଅନେକ ଅଞ୍ଚଳ ବାକି ରହିଗଲାଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଣ୍ଡାରିପୋଖରୀ ତହସିଲ ଅଞ୍ଚଳର ବାଲିପୋଖରୀ ଏସକେପ...

ରାଷ୍ଟ୍ର ପୁରୁଷ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭାରତୀୟ ଜନତା ପାର୍ଟି ଭଦ୍ରକ ଜିଲ୍‌ଲା ତରଫରୁ ଜିଲ୍ଲା କାର୍ଯ୍ୟାଳୟରେ ରାଷ୍ଟ୍ରପୁରୁଷ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଇଛି ।...

ପ୍ରବାସୀଙ୍କୁ ଯୋଗାଇବ କର୍ମସଂସ୍ଥାନ

କଟକ କାର୍ଟ ମୋବାଇଲ ଲଣ୍ଡ୍ରୀର ଶୁଭାରମ୍ଭପ୍ରବାସୀଙ୍କୁ ଯୋଗାଇବ କର୍ମସଂସ୍ଥାନଉପକୃତ ହେବେ ୨୧ ହଜାର ଶ୍ରମିକକଟକ, (ପ୍ରବାହ ନ୍ୟୁଜ୍‌): ଅଗ୍ରଣୀ ବ୍ୟାଙ୍କ୍ (ୟୁକୋ ବ୍ୟାଙ୍କ୍‌), କଟକଙ୍କ ଅ ।ନୁକୂଲ୍ୟରେ...

ଜବରଦଖଲରେ ଶ୍ରୀମନ୍ଦିର ଭୂ ସମ୍ପତ୍ତି

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ପୁରୀ ରଥଯାତ୍ରା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ସାଧାରଣ ଲୋକଙ୍କ ମଧ୍ୟରେ ଯେଭଳି ଭାବାବେଗ ପ୍ରକାଶ ପାଇଛି...

ହେରାପଞ୍ଚମୀର ମହତ୍ୱ

ଜାଣନ୍ତୁ ହେରାପଞ୍ଚମୀର ମହତ୍ୱରଥଯାତ୍ରା ପାଳନ ଅନୁଯାୟୀ ହେରାପଞ୍ଚମୀ ଏକ ଗୁରୁିତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏହା ରଥଯାତ୍ରାଠାରୁ ପଞ୍ଚମ ଦିନ ପାଳନ କରାଯାଇଥାଏ । ଏହି ହେରା ପଞ୍ଚମୀକୁ...

ତିନି ବର୍ଷର ପିଲା ପୂର୍ବଜନ୍ମର ହତ୍ୟାକାରୀଙ୍କୁ ଧରାଇଲା

ଠାବ କଲା ମୃତ ଶରୀର ଲୁଚାଇଥିବା ସ୍ଥାନମୁମ୍ବାଇ- ଅନେକ ଲୋକ ପୁନର୍ଜନ୍ମକୁ ବିଶ୍ୱାସ କରନ୍ତି ନାହିଁ । ହେଲେ ବେଳେ ବେଳେ ଏପରି ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ...

ପ୍ରେମିକ ସହ ରାତି ବିତାଏ ଝିଅ

ବନ୍ଦୋବସ୍ତ କରେ ବାପାପ୍ରେମିକ ସହ ରାତି ବିତାଏ ଝିଅକମ୍ବୋଡିଅ । - ଆମର ଏହି ବିଶ୍ୱରେ ଅନେକ ଜାତି ଓ ଅନେକ ପ୍ରଥାର ଲୋକ ବାସ କରନ୍ତି...

ପ୍ରବାସୀ ଶ୍ରମିକଙ୍କ ରୋଜଗାର ଚିନ୍ତା

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ରାଜ୍ୟ ବାହାରୁ ଅ ।ସିଥିବା ଓଡ଼ିଅ । କୁଶଳୀ ଶ୍ରମିକଙ୍କୁ ଲାଗିଛି ରୋଜଗାର ଚିନ୍ତା । ସେମାନଙ୍କୁ ରାଜ୍ୟ ଭିତରେ କାମଧନ୍ଦା ଯୋଗାଇବା...

ପଶୁଧନ କ୍ଷେତ୍ରରେ ଆଶାର କିରଣ

ତପନ କୁମାର ମିଶ୍ର‘ଘିଅ ମହୁରେ ଭାସିବା’ କଥାଟି ଯାହା ଓଡ଼ିଆରେ କୁହାଯାଏ ତାହା ସମୃଦ୍ଧି, ସ୍ୱାବଲମ୍ବନ, ପୁଷ୍ଟିସାଧନ ଓ ସ୍ୱଚ୍ଛଳତା ସହ ସଂପୃକ୍ତ । ସଭ୍ୟତାର କେଉଁ...

ସଂରକ୍ଷିତ ଜଙ୍ଗଲରେ ପଥର ମାଫିଆଙ୍କ ରାଜ୍‌

ଅନୁମତି ନଥିବା ଜାଗାରେ ପଥର ବ୍ଲାଷ୍ଟିଂ କରି ସରକାରଙ୍କ ରାଜସ୍ୱ ଲୁଟ୍ନୟାଗଡ଼଼ , (ପ୍ରବାହ ନ୍ୟୁଜ୍‌): ନୟାଗଡ଼ ଜିଲ୍ଲାର ଦୁଇଟି ବ୍ଲକ୍‌ର ସିମାନ୍ତରେ ପଥର ବ୍ଲାଷ୍ଟିଂ କରି...

ବର୍ଷାଋତୁ ଆସିଲା : ବିପଦ ଆଶଙ୍କାରେ ନଈକୂଳିଆବାସୀ

ନ୍ତ, (ପ୍ରବାହ ନ୍ୟୁଜ୍‌): ଆବାହନ କାଳରୁ ସାଳନ୍ଦି ନଦୀ ବନ୍ତ ବ୍ଲକର ଆଗରପଡା ଦେଇ ବହି ଯାଇଥିବା ବେଳେ ଏହାର ଶାଖା ପ୍ରଶାଖା ନଦୀ ଗୁଡ଼ିକ ଭଦ୍ରକ,ବାଲେଶ୍ୱର,କେନ୍ଦୁଝର...

ଋଣକିସ୍ତି ଆଦାୟ ବନ୍ଦ କରିବାକୁ ପ୍ରଗତିଶୀଳ ମହିଳାମଞ୍ଚର ଦାବି

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଘରୋଇ ପୁଞ୍ଜି ଲଗାଣକାରୀ ସଂସ୍ଥାମାନେ ବର୍ଷବର୍ଷ ଧରି ଗ୍ରାମୀଣ ମହିଳାମାନଙ୍କୁ ଟଙ୍କା ଋଣ ଦେଇ କିସ୍ତି ଆଦା କରିଆସୁଥିଲେ । ତେବେ କରୋନା...

ଭଦ୍ରକରେ ଏଆଇସିସିଟିୟୁ ଓ ଏଆଇସିଡବ୍ଲ୍ୟୁଏଫ୍ ପକ୍ଷରୁ ଶ୍ରମିକଙ୍କ ସାତଦଫାଦାବୀ ନେଇ ବିକ୍ଷୋଭ

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଦ୍ରକରେ ନିର୍ମାଣ ଶ୍ରମିକ ଓ ପ୍ରବାସୀ ଶ୍ରମିକମାନଙ୍କର ସାତଦଫା ଦାବୀ ନେଇ ଏଆଇସିସିଟିୟୁ ଓ ଏଆଇସିଡବ୍ଲ୍ୟୁଏଫ୍ ପକ୍ଷରୁ ସର୍ବଭାରତୀୟ ପ୍ରତିବାଦ ଦିବସରେ ମଣ୍ଡଳ...