କରୋନା ଭୟ, ସାଥି ସହ ରଖିବେକି ଶାରୀରିକ ସମ୍ବନ୍ଧ
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): କୋଭିଡ-୧୯ ମହାମାରୀ ବେଳେ ଅନେକ ଦେଶ ତଥା ରାଜ୍ୟ ସରକାର ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଉଛନ୍ତି । ଏହାସହ ଲୋକଙ୍କୁ ଶାରୀରିକ...
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): କୋଭିଡ-୧୯ ମହାମାରୀ ବେଳେ ଅନେକ ଦେଶ ତଥା ରାଜ୍ୟ ସରକାର ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଉଛନ୍ତି । ଏହାସହ ଲୋକଙ୍କୁ ଶାରୀରିକ...
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ମହାମାରୀ କରୋନାର ତାଡନା, ସଟ୍ଡାଉନ୍ ଓ ଲକ୍ଡାଉନ୍ ଅଣସଂଗଠିତ ଶ୍ରମିକ ମାନଙ୍କୁ ଅଣନିଶ୍ୱାସୀ କରିସାରିଲାଣି । ଜୀବନଜୀବିକା ପାଇଁ ବଞ୍ଚିବାର ରାହା ଦିନକୁ...
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ଅସହାୟ ଲୋକଙ୍କ ସମସ୍ୟାର ନିଦାନ ପାଇଁ ସମର୍ପିତ ଏକ ଅଣ-ସରକାରୀ ସଂସ୍ଥା, ପ୍ରହର (ପବ୍ଲିକ୍ ରେସ୍ପନ୍ସ ଏଗେନେଷ୍ଟ ହେଲ୍ପଲେସନେସ୍ ଏଣ୍ଡ ଏକସନ୍ ଫର୍...
ରାକେଶ ପଣ୍ଡା ସକିଛି ଗୋଟେ କୋଳାହଳ ଶବ୍ଦ ଶୁଣି ସରୋଜଙ୍କର ଚାଇଁ ନିଦ ହଠାତ ଭାଙ୍ଗିଗଲା । ଅ ।ଖି ପତାକୁ ସାମାନ୍ୟ ଖୋଲି ଟ୍ରେନ୍ର ଖିଡକି...
ତୁଷାରକାନ୍ତି ପଣ୍ଡାଦେଶରେ ଥିବା ସମବାୟ ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣବାହାରେ ରହିିଥିବାରୁ ଏହାର କାର୍ଯ୍ୟ କ୍ଷେତ୍ରରେ ରହିଥିବା ତ୍ରୁଟିଯୋଗୁ ବ୍ୟାଙ୍କଗୁଡିକ ବିପୁଳ ପରିମାଣର କ୍ଷତି ସହିବାର...
ଉଦୁଉଦିଆ ଖରାବେଳ ସାଙ୍ଗକୁ ବସନ୍ତର ମୃଦୁ ପବନ ଛାଡି ଛାଡି ଯାଉଥାଏ ଠିକ୍ ଏହି ସମୟରେ ଆମ୍ବତୋଟା ଭିତରେ ଜୀବନକୁ ବାଜିଲଗାଇ ଛେଳିଟାଏ ପ୍ରାଣ ବିକଳରେ ଦୈଉଡୁ...
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ପଣ୍ୟ କାରବାର କ୍ଷେତ୍ରରେ ପାରାଦୀପ ବନ୍ଦରର ନୂଅ । ରେକର୍ଡ । ପ୍ରଥମ ଥର ଲାଗି ଦେଶର ସମସ୍ତ ବୃହତ ବନ୍ଦର ମ୍ମରେ...
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ଭାରତୀୟ ଷ୍ଟେଟ୍ବ୍ୟାଙ୍କ ବୁଧବାର ତାର ୬୫ତମ ବ୍ୟାଙ୍କ ଦିବସ ପାଳନ କରିଛି । ଏହି ଅବସରରେ ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ବିଭିନ୍ନ ପ୍ରକାର...
ବିନା ସିକୁରିଟୀରେ ୨୦,୮୧୨ ଗ୍ରାହକଙ୍କୁ ୬୪୫ କୋଟି ଟଙ୍କା ମଞ୍ଜୁରଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ଭାରତୀୟ ଷ୍ଟେଟ ବ୍ୟାଙ୍କ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଏମ.ଏସ.ଏମ.ଇ ଦିବସ ପାଳିତ ହୋଇ ଯାଇଛି...
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ଅରମ୍ଭ ହେଉଛି ପବିତ୍ର ଶ୍ରାବଣର ପ୍ରଥମ ସୋମବାର । ଏହିଦିନ ଲକ୍ଷଲକ୍ଷ କାଉଡ଼ିଆ ପାଣି ନେଇ ବିଭିନ୍ନ ଶୈବପୀଠରେ ମହାପ୍ରଭୁ ଶିବଶଙ୍କରଠାରେ ଜଳ...
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): \"ଗ୍ରହାଣୁ ଧକ୍କାରେ ଦିନେ ପୃଥିବୀ ନଷ୍ଟ ହୋଇଯିବ\' ଏଭଳି ଏକ ଭୟାନକ ଖବର ନେଇ ଲୋକେ ଭୟଭୀତ ହୋଇଯାଇଛନ୍ତି । ସାଧାରଣ ଲୋକଙ୍କଠାରୁ...
ମଲ୍ ବନ୍ଦ । ସିନେମା ହଲ୍ ବନ୍ଦ । ରେଷ୍ଟୁରାଣ୍ଟରେ ବସି ହେଉନି । ପାର୍କରେ ହଜାରେ କଟକଣା । ରୁମ୍କୁ କାହାକୁ ନ ଅ ।ଣିବା...
ଶ୍ରାବଣ ମାସରେ ସବୁଜ ରଙ୍ଗ ଚୁଡ଼ି ପିନ୍ଧିବାର ମହତ୍ତ୍ୱ ରହିଛି ଳ ଏହି ମାସରେ ପ୍ରଭୁ ମହେଶ୍ୱରଙ୍କୁ ଆରାଧନା କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ...
ଜୁଲାଇ ୬ରୁ ଆରମ୍ଭ ଶ୍ରାବଣ ମାସ । ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ ଏହି ମାସରେ ପ୍ରଭୁଙ୍କ । ଭୋଳାଶଙ୍କରଙ୍କୁ ଜଳ, ବେଲପତ୍ର, ଦୁଦୁରା ଫୁଲ ଖୁବ...
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ପୁରୀ ଅ ।ଜି ସାରା ଦୁନିଅ ।କୁ ବାଟ ଦେଖାଇଛି । କୋଭିଡ ଗାଇଡଲାଇନ ମାନି କିପରି କାମ କରିବାକୁ ହେବ ସେଥିପାଇଁ...