Prabaha Media

ମାତୃତ୍ବ ଲାଭ କରିଥିବା ଅଜଗର ସାପକୁ ସୁରକ୍ଷା ଦେଲେ ସ୍ଥାନୀୟ ଗ୍ରାମବାସୀ

ଖୋର୍ଦ୍ଧା : ୦୫/୦୫/୨୦୨୧: ସାପ ଦେଖିଲେ ସାଧାରଣ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଥାଏ। ବିଶେଷ କରି ବିଶାଳକାୟ ଅଜଗର ସାପକୁ ଦେଖିଲେ ରୁମ ଟାଙ୍କୁରି ଉଠେ...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା : ସାମ୍ବାଦିକଙ୍କୁ ଟୀକାକରଣ ପାଇଁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର : ୦୪/୦୫/୨୦୨୧: ସାରା ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ବର୍ତ୍ତମାନ ପୁଣି ଆଉ ଖୁସି ଖବର । ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ସାମ୍ବାଦିକ ମାନଙ୍କୁ...

କୋଭିଡ଼ ନିୟମ ଉଲଂଘନ ଅଭିଯୋଗରେ ଖୋର୍ଦ୍ଧା ଏନଏ.ସି ମାର୍କେଟକୁ ସିଲ କଲା ପୌର ପ୍ରଶାସନ

ଖୋର୍ଦ୍ଧା : ୦୩/୦୫/୨୦୨୧ : ରାଜ୍ୟରେ କରୋନା ହିତୀୟ ଲହର ଜାରି ରହିଥିବା ବେଳେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।...

+୨ ପରୀକ୍ଷା ବାତିଲ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ଶିକ୍ଷାର୍ଥୀ

ଖୋର୍ଦ୍ଧା : ୦୩/୦୫/୨୦୨୧ : ଯୁକ୍ତ ପରୀକ୍ଷା ବାତିଲ ଦାବିରେ ଖୋର୍ଦ୍ଧା ଅନୁଖଣ୍ଡ ଅଧୀନରେ ଥିବା ସମସ୍ତ ଜୁନିୟର କଲେଜରେ ଯୁକ୍ତଦୁଇ ପରୀକ୍ଷାକୁ ବାତିଲ କରିବା ଦାବିରେ...

ଆଇଏନ୍‌ଏସ୍ ଚିଲିକାରେ କୋଭିଡ ସଂକ୍ରମିତଙ୍କ ନିମନ୍ତେ ପ୍ରସ୍ତୁତ ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ସେଣ୍ଟର

ଖୋର୍ଦ୍ଧା : ୦୨/୦୪/୨୦୨୧: ସାରା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ଦ୍ରୁତଗତିରେ ବଢିଚାଲିଛି। ଦୈନିକ ସଂକ୍ରମଣ ସଂଖ୍ୟା ଏବେ ୪ ଲକ୍ଷ ଉପରେ ପହଞ୍ଚିଛି। ଏପଟେ...

ସରକାରଙ୍କ ବଡ ଘୋଷଣା:ସାରା ରାଜ୍ୟ ଲକଡାଉନ୍‌

ଭୁବନେଶ୍ୱର :୨/୫/୨୦୨୧: ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ସତର୍କତା ଅବଲମ୍ବନ କରାଯିବାପରେ ମଧ୍ୟ କେଉଁଠି ନା କେଉଁଠି ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ ସାରା...

୧୫ ଦିନ ପାଇଁ ସମଗ୍ର ଜିଲ୍ଲା କୁ ସଟ୍‌ଡାଉନ୍ କରିବାକୁ ଖୋର୍ଦ୍ଧା ନାଗରିକ ମଞ୍ଚର ଅନୁରୋଧ

ଖୋର୍ଦ୍ଧା : ୩୦/୦୪/୨୦୨୧ : ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାରର ସତର୍କତା ଅବଲମ୍ବନ କରାଯିବାପରେ ମଧ୍ୟ କେଉଁଠି ନା କେଉଁଠି ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ...

କରୋନା ଜନିତ ମୃତ୍ୟୁସଂଖ୍ୟା କୁ ଶୂନ କରିବା ଜିଲ୍ଳାପାଳଙ୍କ ଲକ୍ଷ୍ୟ

ଖୋର୍ଦ୍ଧା:୩୦/୦୪(ପ୍ରବାହ ନିଉଜ୍) ଜିଲ୍ଲାରେ କୋଭିଡର ଦ୍ରୁତଗତିରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏଥି ନିମନ୍ତେ ପୂର୍ବପ୍ରସ୍ତୁତି ଆରମ୍ଭ କରିସାରିଛି । କରୋନା ଜନିତ ମୃତ୍ୟୁ...

ଆସନ୍ତା ୩ ତାରିଖରୁ ଦିନ ୨ଟାରୁ ରାଜ୍ୟର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ଭୁବନେଶ୍ୱର : ୩୦/୦୪/୨୦୨୧: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ଏହାକୁ ମୁକାବିଲା କରିବାକୁ ନେଇ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ...

୧୬ ନମ୍ବର ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା : ଭଉଣୀ ମୃତ, ଭାଇ ଗୁରୁତର

ଖୋର୍ଦ୍ଧା : ୨୭/୦୪/୨୦୨୧: ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ୧୬  ନମ୍ଵର ଜାତୀୟ ରାଜପଥର ବଡ଼ ପୋଖରିଆ ଠାରେ ବୁଧବାର ସକାଳ ୧୦ ସମୟରେ ଏକ ମର୍ମନ୍ତୁଦ...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଟିକାକରଣ କେନ୍ଦ୍ରରେ ବ୍ୟାପକ ଅସୁବିଧା : ସାଧାରଣରେ ଅସନ୍ତୋଷ

ଖୋର୍ଦ୍ଧା: ୨୭/୦୪/୨୦୨୧:ସାରା ରାଜ୍ୟରେ ପ୍ରତ୍ୟେକ ଦିନ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ଖୋର୍ଦ୍ଧା ଜିଲ୍ଲାରେ ଲଗାତାର ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଇବାରେ...

ଖୋର୍ଦ୍ଧା କୁ ଫେରିଛି ସପ୍ତାହନ୍ତ ସଟ୍‌-ଡାଉନ୍ : ଚାଲିଛି କଡ଼ାକଡ଼ି ଯାଞ୍ଚ

ଖୋର୍ଦ୍ଧା : ୨୪-୦୪-୨୦୨୧ : କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି । ରାଜ୍ୟର ସମସ୍ତ ସହରାଞ୍ଚଳ ସମେତ ଖୋର୍ଦ୍ଧା...

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ୮ଟି ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ

ଖୋର୍ଦ୍ଧା :୨୩-୦୪-୨୦୨୧ : କରୋନାର ଦ୍ଵିତୀୟ ଲହରିରେ ଖୋର୍ଦ୍ଧା ସ୍ଥିତି ଏବେ ସଙ୍ଗୀନ ହେବାରେ ଲାଗିଛି । ରାଜ୍ୟ ବାହାରୁ ପ୍ରବାସୀ ଓଡିଆମାନେ ବର୍ତ୍ତମାନ ଘରମୁଁହା ହୋଇଛନ୍ତି...

ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ପ୍ରଥମ ସ୍ଥାନରେ : କରୋନା ମୁକାବିଲା ପାଇଁ ପ୍ରଶାସନର ତତ୍ପରତା

ଖୋର୍ଦ୍ଧା : ୨୨-୦୪-୨୦୨୧: କରୋନାର ଦ୍ୱିତୀୟ ଲହରୀ ଆସିବା ପରେ ସମଗ୍ର ଜିଲ୍ଲାର ସ୍ଥିତି ଅତି ସଙ୍କଟାପନ୍ନ ହେବାରେ ଲାଗିଛି | ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ...

ସାରା ରାଜ୍ୟରେ ଲାଗୁ ହେଲା ସପ୍ତାହନ୍ତ ସଟ ଡାଉନ

ଭୁବନେଶ୍ୱର : ୧୯/୦୪/୨୦୨୧ : ରାଜ୍ୟରେ କରୋନାର ଦ୍ୱିତୀୟ ଲହରିରେ ସ୍ଥିତି ଅଣାୟତ ହେବାକୁ ଲାଗିଛି । ସମଗ୍ର ରାଜ୍ୟରେ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇ ଥିଲେ...