Prabaha Media

୨୦୨୪-୨୫ ସୁଦ୍ଧା ଅ ।ସିବ ଉଡନ୍ତା ଟାକ୍ସି

ନୂଆଦିଲ୍ଲୀ, (ଏଜେନ୍ସି): ବିଜ୍ଞାନ ଓ ପ୍ରଯୁକ୍ତିର ଚମତ୍କାରିତା ବଳରେ ଖୁବଶୀଘ୍ର ରାସ୍ତାକୁ ଅ ।ସିବ ଉଡନ୍ତା ଟାକ୍ସି । ଫଳରେ ଏହାଦ୍ୱାରା ଟ୍ରାଫିକ ସଙ୍କେତ ନିକଟରେ ଦୀର୍ଘ...

ଜ୍ୟାକ୍‌ଲିନଙ୍କୁ ପ୍ରଶଂସା

ବଲିଉଡ୍‌ରେ ଠିକ୍ ଠାକ୍ ଚାଲିଛି ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ କ୍ୟାରିୟର୍ । ୨୦୦୬ରେ ସେ ମିସ୍ ୟୁନିଭର୍ସ ଶ୍ରୀଲଙ୍କା ମୁକୁଟ ବିଜୟିନୀ ହୋଇଥିଲେ । ୨୦୦୯ରେ...

ସତର୍କତା ସଚେତନତା ହିଁ କରୋନାର ବାର୍ତ୍ତାବହ ଜୟଶ୍ରୀ ପଟ୍ଟନାୟକ

କରୋନା ମହାମାରୀର ଆତଙ୍କରେ ଭୟଭୀତ ହୋଇ ସାହି, ପଡିଶା, ରାସ୍ତାଘାଟ ପ୍ରାୟ ଜନଶୂନ୍ୟ । କୋଉଠି କୋଉଠି ପାରା, ବୁଲା କୁକୁର, କାଉ , ବଣି ଓ...

ସଂକ୍ରମଣ କାଳରେ ଅସହାୟ ବର୍ଗଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ଜରୁରୀ

ନୂଆଦିଲ୍ଲୀ, (ଏଜେନ୍ସି): ମହିଳା, ଶିଶୁ, ବରିଷ୍ଠ ନାଗରିକ, ତଫସିଲଭୁକ୍ତ ଜାତି ଓ ଉପଜାତି ବର୍ଗର ଲୋକଙ୍କ ସମେତ ସମାଜର ସବୁ ଦୁର୍ବଳ ତଥା ଅସହାୟ ବ୍ୟକ୍ତିଙ୍କ ବିରୋଧରେ...

ମୁଣ୍ଡପିଛା ଆୟରେ ଭାରତକୁ ଟପିଲା ବାଂଲାଦେଶ

ନୂଆଦିଲ୍ଲୀ, (ଏଜେନ୍ସି): ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ମୁଣ୍ଡପିଛା ଅ ।ୟ କ୍ଷେତ୍ରରେ ବାଂଲାଦେଶଠାରୁ ପଛରେ ପଡିଯାଇଛି । ୨୦୨୦-୨୧ ଅ ।ର୍ଥିକ ବର୍ଷରେ ବାଂଲାଦେଶ...

କୋଭିଡ ମୁକାବିଲାରେ ଆଗରେ ଓଡିଶା

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): କୋଭିଡ ମୁକାବିଲାରେ ପୁଣି ନବୀନ ସରକାରଙ୍କୁ ମିଳିଛି ପ୍ରଶଂସା । ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ପକ୍ଷରୁ ହୋଇଥିବା ଅନଲାଇନ୍ ସର୍ଭେରେ ସର୍ବାଧିକ...

କରୋନା ମହାମାରୀ କାଳରେ ଦୁଇ ରୋଗୀଙ୍କୁ ନୂଆ ଜୀବନ ଦେଲେ ସମ ହସ୍ପିଟାଲ ଡାକ୍ତର ମନୋଜ ସାହୁ ଓ ତାଙ୍କ ଟିମ୍‌*

କରୋନାର କଠୋର ସମୟରେ ଯେଉଁଠି ପ୍ରତ୍ୟକ ଦିନ ଜୀବନ ଚାଲି ଯାଉଛି, ସେହିଠାରେ ଗୋଟିଏ ଗୋଟିଏ ଜୀବନ ବଂଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଡାକ୍ତର ।...

ଲାଞ୍ଚ ନଦେଲେ ମିଳିବ ନାହିଁ ରହିବା ପାଇଁ ସରକାରୀ କ୍ୱାଟର : ପ୍ରତିବାଦରେ ନର୍ସଙ୍କ ଧାରଣା

ଖୋର୍ଦ୍ଧା : ୨୦/୦୫(ପ୍ରବାହ ନିଉଜ୍) ସରକାରୀ ବାସଭବନ ରେ ରହିବାକୁ ହେଲେ ଦେବାକୁ ପଡିବ କୋଡ଼ିଏ ହଜାର ଲାଞ୍ଚ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା...

ବଡ଼ ଖବର ଓଡ଼ିଆ ନିଉଜ୍ ଚାନେଲ ଏବେ ଏୟାରଟେଲ ଡିଟିଏଚ ଟିଭିରେ ଉପଲବ୍ଧ

ନୂତନ ଭାବେ ଲୋକାର୍ପଣ ହୋଇଥିବା ଓଡ଼ିଆ ନିଉଜ୍ ଚାନେଲ ବଡଖବରକୁ ଆଜିଠାରୁ ଦର୍ଶକ ମାନେ ଏୟାରଟେଲ ଡିଟିଏଚ ଟିଭିରେ ଦେଖିବାକୁ ପାଇବେ । ଏହି ନିଉଜ୍ ଡିଟିଏଚ...

ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ ନିକଟରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ଖୋର୍ଦ୍ଧା : ୧୪/୦୫(ପ୍ରବାହ ନିଉଜ୍) ଗୁରୁଜଙ୍ଗ ଦ୍ଵାରିକା ନଗର ନିକଟ ନବୋଦୟ ବିଦ୍ୟାଳୟ ସମ୍ମୁଖ ଏକ ବୁଦୁବୁଦିଆ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ ମହିଳାଙ୍କ...

ଖୋର୍ଦ୍ଧା ଜିଲ୍ଲା ଛାତ୍ର କଂଗ୍ରେସ ର କୋଭିଡ ସଚେତନତା ଅଭିଯାନ

ଖୋର୍ଦ୍ଧା : ୧୧/୦୫ (ପ୍ରବାହ ନିଉଜ୍) କରୋନା ମହାମାରୀ ର ଦ୍ଵିତୀୟ ଲହରିରେ ସାରା ଦେଶର ଅବସ୍ଥା ଗୁରୁତର ହେବାରେ ଲାଗିଛି । ଏହି ମହାମାରୀ ରୁ...

ବୁଲା କୁକୁରଙ୍କ ଆକ୍ରମଣ ରେ ହରିଣ ଗୁରୁତର

ଖୋର୍ଦ୍ଧା : ୦୮/୦୫/୨୦୨୧: ବୁଲା କୁକୁରଙ୍କ ଆକ୍ରମଣରେ ଏକ ହରିଣକୁ ଗୁରୁତର ଅବସ୍ଥାରେ ଗ୍ରାମବସୀ ଉଦ୍ଧାର କରି ବନବିଭାଗ ସହାୟତାରେ ହରିଣକୁ ଖୋର୍ଦ୍ଧା ପଶୁ ଚିକିତ୍ସାଳୟକୁ ପଠାଇଛନ୍ତି...

ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ : ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ

ଖୋର୍ଦ୍ଧା : ୦୭/୦୫ (ପ୍ରବାହ ନିଉଜ୍) ୧୪ ଦିନିଆ ଲକ୍‌ଡାଉନ ଯୋଗୁ ରାଜ୍ୟର ସମସ୍ତ ଲାଇସେନ୍ସପ୍ରାପ୍ତ ମଦଦୋକାନରେ ତାଲା ଝୁଲୁଥିବା ବେଳେ ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ...

ଆଇଏନ୍‌ଏସ୍ ଚିଲିକାରେ ପ୍ରସ୍ତୁତ କୋଭିଡ୍ କେୟାର ସେଣ୍ଟରକୁ ଲୋକାର୍ପିତ କଲେ ଜିଲ୍ଲାପାଳ

ଖୋର୍ଦ୍ଧା : ୦୭/୦୫/୨୦୨୧: ସମଗ୍ର ଜିଲ୍ଲାରେ କରୋନା ଦ୍ରୁତ ଗତିରେ କାୟା ବିସ୍ତାର କରି ଚାଲିଛି। ସଂକ୍ରମିତ ଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ବୃଦ୍ଧି ପାଇବାରେ ଲାଗିଛି...

ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ନେଲେ କୋଭିଡ ଟିକାର ପ୍ରଥମ ଡୋଜ

ଖୋର୍ଦ୍ଧା : ୦୭/୦୫ (ପ୍ରବାହ ନିଉଜ୍) ମାନ୍ୟବର ମୁଖ୍ୟମନ୍ତ୍ରୀ ସାମ୍ବାଦିକ ମାନଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବା ସହିତ ରାଜ୍ୟରେ କୌଣସି ସାମ୍ବାଦିକଙ୍କ କରୋନା...