Prabaha TV Media

ମଣିଷକୁ ମାନବତ୍ୱ ପ୍ରଦାନ କରିବା ଶିକ୍ଷାର ଲକ୍ଷ୍ୟ: ରାଜ୍ୟପାଳ ଗଣେଶୀ ଲାଲ

କିଟରେ ଶିକ୍ଷା ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ୧ଶହ କୁଳପତି, ୨ଶହରୁ ଊର୍ଦ୍ଧ୍ୱ ଅଧ୍ୟକ୍ଷଙ୍କ ଯୋଗଦାନ ଭୁବନେଶ୍ୱର,୨୦ା୧୧: କିଟ୍‍ ବିଶ୍ୱବିଦ୍ୟାଳୟର ରୌପ୍ୟଜୟନ୍ତୀ ପୂର୍ତ୍ତି ଅବସରରେ ସମୟକୁ ସମୟ ବିଭିନ୍ନ...

ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ମହିଳା ଉତ୍କର୍ଷତା ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜିତ

ସୁକିନ୍ଦା, ନଭେମ୍ବର ୧୯, ୨୦୨୨: ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍‌ଏମ୍‌ଏଲ୍‌) ପକ୍ଷରୁ ଏହାର ସୁକିନ୍ଦା କ୍ରୋମାଇଟ୍ ଖଣି ପାଶ୍ୱର୍ବର୍ତୀ ଅଂଚଳର ମହିଳାମାନଙ୍କ ନିମନ୍ତେ ‘ଦୈନନ୍ଦିନ ଜୀବନରେ...

ଓ. ପି. ଜିନ୍ଦଲ ସ୍କୁଲ ପକ୍ଷରୁ ପୁସ୍ତକ ମେଳା ୨୦୨୨ ଆୟୋଜିତ

୧୯ ନଭେମ୍ବର, ଅନଗୁଳ : ଓ. ପି. ଜିନ୍ଦଲ ସ୍କୁଲ ପରିସରରେ ଆୟୋଜିତ ହୋଇଥିବା ଦୁଇ ଦିବସୀୟ ପୁସ୍ତକ ମେଳା ରେ ବିଭିନ୍ନ ପାଠ୍ୟ ପୁସ୍ତକ ସାଙ୍ଗକୁ...

ପାନେସୋନିକ ଏହାର ଓ – କ୍ଲାସ ରୋଷେଇ ଘର,ଭାରତ ପାଇଁ ବିଳାସପୂର୍ଣ୍ଣ ରୋଷେଇ ଘର ସମାଧାନର ଏକ ସେତୁ ଲଞ୍ଚ କରିଛି

ପାନେସୋନିକ ଭାରତରେ ଏହାର ଖ - ଶ୍ରେଣୀ ପରିସରର ସଫଳତା ପରେ ଏହାର ନୂତନ ଓ - ଶ୍ରେଣୀ ରୋଷେଇ ଘର ଉପସ୍ଥାପନ କରିଛି ବାଙ୍ଗାଲୋର, ନଭେମ୍ବର...

ପୋଷା ଜନ୍ତୁ ରଖିଲେ ନେବାକୁ ପଡିବ ବିଏମସିର ଅନୁମତି

ଭୁବନେଶ୍ୱର: ରାଜଧାନୀରେ କୁକୁର କାମୁଡାକୁ ନେଇ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଛି ବିଏମସି । ଜଣେ ଶିଶୁ କୁକୁର କାମୁଡାରେ ଗୁରୁତର ଆହତ ହେବା ପରେ ବିବାଦ ଘନେଇଥିଲା...

ଚିକିତ୍ସାଧୀନ ଅବସ୍ଥାରେ ମହିଳା ମାଓବାଦୀର ମୃତ୍ୟୁ

ମାଲକାନଗିରି: ସୀମାନ୍ତ ଛତିଶଗଡର ଜଣେ କ୍ୟାଡର ମହିଳା ମାଓବାଦୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ କିଛି ଲୋକ ମହିଳା ମାଓବାଦୀକୁ ଗୁରୁତର...

ଶହଶହ କର୍ମଚାରୀ ଛାଡ଼ୁଛନ୍ତି ଟୁଇଟର୍ ଚାକିରି, ବନ୍ଦ ହେଲା ଅଫିସ୍‌

ନୂଆଦିଲ୍ଳୀ: ଟ୍ବିଟର୍‌ର ନୂଆ ମାଲିକ ଏଲନ୍ ମସ୍କଙ୍କ ‘ହାର୍ଡକୋର ୱାର୍କ’ ନିଷ୍ପତ୍ତି ପରେ ଶହଶହ କର୍ମଚାରୀ ଚାକିିରିରୁ ଇସ୍ତଫା ଦେଇଛନ୍ତି। ସିଏନ୍‌ବିସିରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ବହୁସଂଖ୍ୟକ...

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲରେ ବି-ଇଞ୍ଜିନିୟସ୍‍ ଉଦ୍‍ଘାଟିତ

ଭୁବନେଶ୍ୱର, ୧୭ ।୧୧: କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଇନୋଭେସନ୍‍ ଆଣ୍ଡ ବିଜିନେସ୍‍ ସମ୍ମିଳନୀ ବି-ଇଞ୍ଜିନିୟସ୍‍ ଗୁରୁବାର ଉଦ୍‍ଘାଟିତ ହୋଇଯାଇଛି । ପ୍ରଥମ ଥର ଲାଗି କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍...

ବେଦାନ୍ତ ଆଲୁମିନିୟମ ଶିଶୁ ଦିବସ ଅବସରରେ ଝାରସୁଗୁଡ଼ାର ଏଚଏସସି ପରୀକ୍ଷାର ଟପର ମାନଙ୍କୁ ସମ୍ବର୍ଦ୍ଧିତ କରିଛି

ଝାରସୁଗୁଡ଼ା, ଓଡ଼ିଶା, ୧୭ ନଭେମ୍ବର ୨୦୨୨: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଶିଶୁ ଦିବସ ଅବସରରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ...

ଟାଟା ପାୱାର ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ପାଇଁ ଉତ୍କର୍ଷ ଗ୍ରାହକ ସେବା ମୂଳ ଲକ୍ଷ୍ୟ : ଟାଟା ପାୱାର ସିଇଓ ଓ ଏମ୍‌ଡି ଡକ୍ଟର ପ୍ରବୀର ସିହ୍ନା

ଗ୍ରାହକ ସନ୍ତୁଷ୍ଟିରେ ଉନ୍ନତି ଆଣିବା ପାଇଁ ଟିପି ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ବହୁ ସମନ୍ୱିତ ପ୍ରଯୁକ୍ତି ଟୁଲ୍‌ସର ଶୁଭାରମ୍ଭ କରାଯାଇଛି ଓଡ଼ିଶାର ଲୋକମାନଙ୍କ ପାଇଁ ସ୍ୱଚ୍ଛ ଓ...

କିଟ୍‍ର ରୌପ୍ୟ ଜୟନ୍ତୀ ଉଦ୍‍ଘାଟିତ

ଭୁବନେଶ୍ୱର, ୧୬ ।୧୧: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡଷ୍ଟ୍ରିଆଲ୍‍ ଟେକ୍ନୋଲୋଜିର ୨୫ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ (ସଏଲ୍‍ ଟୁ ସିଲ୍‍ଭର) ବୁଧବାର ଉଦ୍‍ଘାଟିତ ହୋଇଯାଇଛି।...

ଷ୍ଟେଟ ବ୍ଯାଙ୍କ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଆୟୋଜିତ

ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମୁଖ୍ୟ ଶାଖା ଠାରେ ତା 16/11/2022 ଦିନ ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ତଥା ଷ୍ଟେଟ ବ୍ଯାଙ୍କ ସିପିପିସି ଭୁବନେଶ୍ବର...

ଯୋଡାରେ ବିର୍ସା ମୁଣ୍ଡାଙ୍କ ୧୪୭ତମ ଜନ୍ମଜୟନ୍ତୀ ପାଳିତ

ଯୋଡା,୧୫ା୧୧: ପ୍ରଥମ ଥର ପାଇଁ ଯୋଡା ଠାରେ ବୀର ବିର୍ସା ମୁଣ୍ଡାଙ୍କ ୧୪୭ତମ ଜନ୍ମ ଜୟନ୍ତୀ ମହାସମାରୋହରେ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି । ଟାଟା ଷ୍ଟିଲ...

ଟିପିଏନ୍‌ଓଡିଏଲ୍ ପକ୍ଷରୁ ଏହାର ଗ୍ରାହକ ସେବା କେନ୍ଦ୍ର ନେଟ୍‌ୱର୍କରେ ବୃଦ୍ଧି

କେନ୍ଦୁଝର ଜିଲ୍ଲାର କେନ୍ଦୁଝର ଓ ଆନନ୍ଦପୁରରେ କଂପାନି ପକ୍ଷରୁ ଦୁଇଟି ନୂଆ କେନ୍ଦ୍ର ଉଦ୍‌ଘାଟିତ ଭୁବନେଶ୍ୱର/ବାଲେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି...

ଜନଜାତୀୟ ଗୌରବ ଦିବସ ଜରିଆରେ ଦେଶ ନିଜ ଆଦିବାସୀ ପରମ୍ପରାକୁ ନେଇ ଗର୍ବ କରୁଛି ଏବଂ ‘ପଞ୍ଚ ପ୍ରାଣ’ ଊର୍ଜାର ଅଂଶବିଶେଷ ଭାବେ ଆଦିବାସୀ ସମୁଦାୟର ବିକାଶ ପାଇଁ ସଂକଳ୍ପ ନେଉଛି : ପ୍ରଧାନମନ୍ତ୍ରୀ

‘‘ଭଗବାନ ବିର୍ସା ମୁଣ୍ଡା କେବଳ ଆମ ସ୍ବାଧୀନତା ସଂଗ୍ରାମର ନାୟକ ନଥିଲେ ବରଂ ଆମ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଶକ୍ତିର ବାହକ ଥିଲେ’’ ‘‘ମହାନ ଆଦିବାସୀ ପରମ୍ପରାରୁ...