Prabaha TV Media

ରାଜଧାନୀରେ ଗୋଟିଏ ପରିବାରକୁ ଆକ୍ରମଣ: ଛୁରାମାଡ଼ରେ ସ୍ୱାମୀଙ୍କର ମୃତ୍ୟୁ, ସ୍ତ୍ରୀ ଗୁରୁତର

ଭୁବନେଶ୍ବର: ରାଜଧାନୀରେ ବିଳମ୍ବିତ ରାତିରେ ଯୁବକଙ୍କୁ ହତ୍ୟା କରାଯାଇଛି। ବିଧାନସଭାର ମାତ୍ର ୫୦ ମିଟର ଦୂରରେ ରାଜଧାନୀର ଆଇଜି ପାର୍କ ସମ୍ମୁଖ ପୋଷ୍ଟ ଅଫିସ୍ ସମ୍ମୁଖରେ ହତ୍ୟାକାଣ୍ଡ...

ଅନାସ୍ଥା ଭୋଟ୍‌ ପୂର୍ବରୁ ସମସ୍ତ ସାଂସଦ ଓ ବିଧାୟକଙ୍କ ସହ ଇସ୍ତଫା ଦେବେ ଇମ୍ରାନ ଖାନ୍ !

ଇସଲାମାବାଦ: ଗତକାଲି ପାକିସ୍ତାନ ସୁପ୍ରିମ୍‌ କୋର୍ଟ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ଉପବାଚସ୍ପତିଙ୍କ ନିଷ୍ପତ୍ତିକୁ ଖାରଜ...

ଆଲିଆ ବନିବେ ଜୀବନସାଥୀ: ପୂର୍ବରୁ ଏହି ସବୁ ଅଭିନେତ୍ରୀମାନଙ୍କ ସହ ପ୍ରେମ ସଂପର୍କରେ ଥିଲେ ରଣବୀର

ମୁମ୍ବାଇ: ରଣବୀର-ଆଲିଆଙ୍କ ବିବାହ ତାରିଖ ସାମ୍ନାକୁ ଆସିବା ସହ ଆସି ସାରିଛି ଅତିଥି ତାଲିକା। ବିବାହରେ ପୂର୍ବ ପ୍ରେମିକାଙ୍କ ସହ ବଲିଉଡର ଅନେକ କଳାକାର ଯୋଗ ଦେବେ...

ଆର୍ଥିକ ସଙ୍କଟ ବେଳେ ଶ୍ରୀଲଙ୍କାକୁ ସାହା ହେଲା ବଡ଼ଭାଇ ତଥା ପଡ଼ୋଶୀ ଭାରତ: ସନତ ଜୟସୂର୍ୟା

କଲମ୍ବୋ: ଆର୍ଥିକ ସଙ୍କଟ ବେଳେ ଶ୍ରୀଲଙ୍କାକୁ ସାହାଯ୍ୟ କରିଥିବାରୁ ପୂର୍ବତନ କ୍ରିକେଟ୍‌ ଖେଳାଳି ସନତ ଜୟସୂର୍ଯା ପଡ଼ୋଶୀ ଦେଶ ଭାରତକୁ ପ୍ରଶଂସା କରିଛନ୍ତି। ଭାରତକୁ ବଡ଼ଭାଇ ବୋଲି...

ଏକ୍ସଇ ଭାରିଆଣ୍ଟକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ: ଡିଏମଇଟି

ଭୁବନେଶ୍ବର: କରୋନା ଭୁତାଣୁର ନୂଆ ଏକ୍ସଇ ଭାରିଆଣ୍ଟକୁ ନେଇ ଭୟଭୀତ ହେବାର ଆଵଶ୍ୟକତା ନାହିଁ ବୋଲି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି...

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଏଲଭିପିଇଆଇ ଠାରେ ଆଇସିଆଇସିଆଇସେଂଟର ଫର୍ ଏଲଡରର୍ଲି ଆଇ କେୟାରର ଶୁଭାରମ୍ଭ

ଭୁବନେଶ୍ୱର, ୬ ଏପ୍ରିଲ୍‌, ୨୦୨୨ - ଆଇସିଆଇସିଆଇ ସେଂଟର ଫର୍ ଏଲଡରର୍ଲି ଆଇ କେୟାର କୁଆଇସିଆଇସିଆଇ ବ୍ୟାଙ୍କ ସହାୟତାରେ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ମିଠୁ...

ପ୍ରସାରଣ ସେବା ପୋର୍ଟାଲ (ବିଏସପି) ଉନ୍ମୋଚନ କଲେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ

ପୋର୍ଟାଲ ଦ୍ବାରା ଇକୋସିଷ୍ଟମରେ ପାରଦର୍ଶିତା, ଉତ୍ତରଦାୟିତ୍ବ ଏବଂ ତତ୍ପରତା ବୃଦ୍ଧି ପାଇବ : ଶ୍ରୀ ଅନୁରାଗ ଠାକୁରପୋର୍ଟାଲକୁ ଯଥାଶୀଘ୍ର ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ‘ଜାତୀୟ ସିଙ୍ଗଲ ୱିଣ୍ଡୋ...

ୱି ପକ୍ଷରୁ ନିଯୁକ୍ତି ଓ ଦକ୍ଷତା ସୁଯୋଗ ସହ ଭାରତୀୟ ଯୁବପିଢ଼ିଙ୍କୁ ସଶକ୍ତ କରାଯିବ

ଚା ଅପ୍‌ନା, ଏନ୍‌ଗୁରୁ ଓ ପରୀକ୍ଷା ଭଳି ସଂସ୍ଥା ସହ ସହଯୋଗିତା ସ୍ଥାପନଭୁବନେଶ୍ୱର: ଭାରତୀୟ ଯୁବପିଢ଼ିଙ୍କୁ ଉତମ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ୱି ପକ୍ଷରୁ...

‘ଫୋର୍ବସ୍‌’ ଶ୍ରେଷ୍ଠ ଧନୀ ତାଲିକା ୨୦୨୨: ବିଶ୍ବର ଶ୍ରେଷ୍ଠ ଧନୀ ତାଲିକାର ୧୦ମ ସ୍ଥାନରେ ମୁକେଶ ଅମ୍ବାନି; ୧୧ଶ ସ୍ଥାନରେ ଗୌତମ ଅଦାନୀ

ନୂଆଦିଲ୍ଲୀ: ‘ଫୋର୍ବସ୍‌’ର ବାର୍ଷିକ ବିଶ୍ବ ଶ୍ରେଷ୍ଠ ଧନୀ ତାଲିକା-୨୦୨୨ରେ ‘ରିଲାଏନ୍ସ୍‌ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଏବଂ ‘ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ଟାଇକୁନ୍‌’ ଗୌତମ ଅଦାନୀ ଯଥାକ୍ରମେ ୧୦ମ ଓ...

ୟୁକ୍ରେନ୍‌ ଆକ୍ରମଣ ହେତୁ ‘ୟୁରୋପୀୟ ସଂଘ’ କଟକଣାର ସମ୍ମୁଖୀନ ହୋଇପାରନ୍ତି ପୁଟିନ୍‌ଙ୍କ କନ୍ୟା

ମସ୍କୋ: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କ କନ୍ୟାମାନଙ୍କ ଉପରେ କଟକଣା ଜାରି କରିବା ଲାଗି ‘ୟୁରୋପୀୟ ସଂଘ’ ଆଲୋଚନା କରୁଥିବା କଥା ସେ ସଂକ୍ରାନ୍ତରେ ଅବଗତ ଥିବା...

ଦକ୍ଷିଣ ୟୁକ୍ରେନ୍‌ରେ ଗୋଳାବର୍ଷା, ୮ ମୃତୟୁକ୍ରେନର ମିସାଇଲ ମାଡରେ ରୁଷ୍ ହେଲିକପ୍ଟର ଧ୍ବଂସ

କିବ୍‌: ରୁଷ୍‌ କିବ୍‌ ଏବଂ ଚେର୍ନିହିବରୁ ସେନା ପ୍ରତ୍ୟାହାର କରିବାପରେ ଏବେ ଦକ୍ଷିଣ ଏବଂ ପୂର୍ବ ଭାଗରେ ଆକ୍ରମଣ ଜୋରଦାର କରିଛି। ଦକ୍ଷିଣ ୟୁକ୍ରେନ୍‌ରେ ରୁଷ୍‌ର ଗୋଳାବର୍ଷା...

ଜୁନ ୧୯ ଓ ୨୬ରେ ସମବାୟ ସମିତି ନିର୍ବାଚନ, ସୂଚନା ଦେଲେ ରାଜ୍ୟ ସମବାୟ ନିର୍ବାଚନ କମିସନର

ଭୁବନେଶ୍ବର: ଆସନ୍ତା ଜୁନ ୧୯ ଓ ୨୬ ତାରିଖରେ ୭୦୭୬ ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ହେବ ବୋଲି ରାଜ୍ୟ ସମବାୟ ନିର୍ବାଚନ କମିସନର ସୁନ୍ଦରଲାଲ...

ପଣ୍ଡିତମାନେ ଶୀଘ୍ର କଶ୍ମୀରକୁ ଫେରିବେ: ଆରଏସଏସ ମୁଖ୍ୟ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ ରବିବାର ଦିନ କହିଛନ୍ତି ଯେ କଶ୍ମୀର ପଣ୍ଡିତମାନେ ଖୁବ୍‌ ଶୀଘ୍ର କଶ୍ମୀର ଉପତ୍ୟକାରେ ନିଜ ଘରକୁ ଫେରିବାକୁ ସକ୍ଷମ...

ପୁଣି କମିଲା ସଂକ୍ରମଣ: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬ କରୋନା ପଜିଟିଭ ଚିହ୍ନଟ, ୬ ଜଣ ୧୮ ବର୍ଷରୁ କମ୍ ବର୍ଗର

ଭୁବନେଶ୍ବର: ଗତକାଲି ୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ...