Prabaha TV Media

ଏସ୍‌ବିଆଇ ପକ୍ଷରୁ ଗ୍ରାହକଙ୍କ ପାଇଁ ଡିଜିଟାଲ୍ ନିରାପତା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର: ଗ୍ରାହକମାନଙ୍କ ଡିଜିଟାଲ୍ କାରବାରକୁ ସୁରକ୍ଷିତ ଓ ନିରାପଦ ରଖିବା ଲାଗି ସେମାନେ କ’ଣ କରିବେ ଓ କ’ଣ ନକରିବେ ସେନେଇ ଏସବିଆଇ ପକ୍ଷରୁ ଏକ ବ୍ୟାପକ...

ବ୍ଲକସ୍ତରୀୟ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା

ଭୁବନେଶ୍ୱର, ୨୧/୦୪/୨୦୨୨ (ପିଆଇବି): ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟ ସରକାରଙ୍କ ସହିତ...

ଭାରତୀୟ ଖଣି ଇଂଜିନିୟର ସଂଘ ପକ୍ଷରୁ ଭୁବନେଶ୍ୱରରେ ସର୍ବଭାରତୀୟ ପରିଷଦ ବୈଠକ ଆୟୋଜିତ

ଭୁବନେଶ୍ୱର: ଭାରତୀୟ ଖଣି ଇଞ୍ଜିନିୟର ସଂଘ (ଏମ୍‌ଇଏଆଇ) ପକ୍ଷରୁ ୨୦୨୨ ଏପ୍ରିଲ୍ ୨୩ ଓ ୨୪ ତାରିଖରେ ଭୁବନେଶ୍ୱରଠାରେ ତୃତୀୟ ସର୍ବଭାରତୀୟ ପରିଷଦ ବୈଠକ ଆୟୋଜନ କରାଯାଇଛି...

ଅପେକ୍ଷାର ଅନ୍ତ: ରଣବୀରଙ୍କ ଭାଗ୍ୟ ପୁଣି ଖୋଲିଯିବ!

ମୁମ୍ୱାଇ : ଦୀର୍ଘଦିନ ହେବ କପୁର ଓ ଭଟ୍ଟ ପରିବାର ଭିତରେ ଚାଲିଥିଲା ଅଙ୍କକଷା। ବଲିଉଡ୍ ଇଣ୍ଡଷ୍ଟ୍ରିରେ କଳାକାର କ୍ରେଜ୍‌କୁ ନେଇ ବଡ଼ଲୋକୀ ତଉଲାଯାଏ। ଅମିତାଭ ବଚ୍ଚନଙ୍କ...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ମାଆ ଦେଇଥିବା ରୁଦ୍ରାକ୍ଷମାଳା ଉପହାର ଦେଲେ ଅଭିନେତା ଅନୁପମ ଖେର୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ସମୟର କେତେକ ଫଟୋ ଶନିବାର ସନ୍ଧ୍ୟାରେ ବଲିଉଡ୍‌ ଅଭିନେତା ଅନୁପମ ଖେର୍‌ ତାଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲ୍‌ରେ ପୋଷ୍ଟ୍‌ କରିଛନ୍ତି।...

ମାଲକାନଗିରିଠାରୁ ଭଦ୍ରାଚଳମ ଓ ନବରଂଗପୁରଠାରୁ ଜୁନାଗଡ଼ ଯୋଡ଼ି ହେବ ରେଳ ଲାଇନ୍: ଅଶ୍ୱିନୀ ବୈଷ୍ଣବ

ମାଲକାନଗିରି: କେନ୍ଦ୍ର ରେଳବାଇ, ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମାଲକାନଗିରି ଗସ୍ତ ସମୟରେ ରେଳବାଇ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସହିତ...

ବରୀ ରାମଚନ୍ଦ୍ରପୁରରେ ୧୩ ବର୍ଷୀୟ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲା: ଗିରଫ ହେଲା ଅଭିଯୁକ୍ତ

ଯାଜପୁର: ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଧୀନସ୍ଥ ଅନ୍ୟାସପୁରରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ବଳାତ୍କାର ଓ ହତ୍ୟା ଘଟଣାରେ ପୁଲିସ୍‌ ଅଭିଯୁକ୍ତ ସୁବ୍ରତ ବେହେରାଙ୍କୁ...

ସୈଫ୍‌ଙ୍କ ପୁଅ ଇବ୍ରାହିମ୍‌ଙ୍କୁ ଡେଟ୍‌ କରୁଛନ୍ତି କି ପଲକ ତିୱାରୀ? କ୍ୟାମେରା ସାମ୍ନାରେ ମୁହଁ ଲୁଚାଇବାର କାରଣ କହିଲେ

ମୁମ୍ବାଇ: ଶ୍ବେତା ତିୱାରୀଙ୍କ ଗେହ୍ଲୀ ଝିଅ ପଲକ ତିୱାରୀ ଖୁବ୍ କମ୍‌ ସମୟରେ ମନୋରଞ୍ଜନ ଦୁନିଆରେ ନିଜର ନାମ କମାଇବାରେ ସମର୍ଥ ହୋଇଛନ୍ତି। ନିଜର ଅଭିନୟ ଡେବ୍ୟୁକୁ...

ଆଇପିଏଲ୍ : ଦିଲ୍ଲୀ ଦଳର ଟିମ ସେଫର୍ଟ କରୋନା ସଂକ୍ରମିତ ଚିହ୍ନଟ, ମିଚେଲ ମାର୍ସଙ୍କ ପରେ ୨ୟ ଖେଳାଳି

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ ଉପରେ କରୋନାର କଳାବାଦଲ ପୁଣି ଘୋଟିବାରେ ଲାଗିଛି । ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପାଇଁ ଖେଳୁଥିବା ନ୍ୟୁଜିଲାଣ୍ଡ...

ଡିଏଭି ପବ୍ଲିକ ସ୍କୁଲ ପୋଖରୀପୁଟ ରେ ଜଳଦାନ ସେବାକେନ୍ଦ୍ର

ଡିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଡକ୍ଟର  ସୁଜାତା ସାହୁଙ୍କ ପ୍ରରୋଚନାରେ ତା16/4 ରିଖରେ ଗାଇଡ କ୍ୟାପ୍ଟେନ ନୀନା ତ୍ରିପାଠୀ ଓ ସ୍କାଉଟ ମାଷ୍ଟର ସଞୟ ସାହୁଙ୍କ ପ୍ରତ୍ଯକ୍ଷ...

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମାତ୍ର ୧୭% ଲୋକ ପ୍ରିକସନ ଡୋଜ ନେଇଛନ୍ତି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ପ୍ରିକସନ ଡୋଜ ନେବା ପାଇଁ ଲୋକଙ୍କ...

କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ଉପକୃତ ହେବେ ୭.୫୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ

ଭୁବନେଶ୍ବର: କେନ୍ଦୁପତ୍ର  ସଂଗ୍ରହ  ମୂଲ୍ୟରେ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ୭.୫୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଉପକୃତ  ହେବେ ବୋଲି ଜଣାଯାଇଛି।...

ୱାର୍ଲଡ୍‌ଷ୍ଟିଲ୍ ପକ୍ଷରୁ ଟାଟା ଷ୍ଟିଲ୍ ଲିମିଟେଡ୍ ଓ ଟାଟା ଷ୍ଟିଲ୍ ୟୁରୋପକୁ ୨୦୨୨ ଷ୍ଟିଲ୍ ସଷ୍ଟେନେବିଲିଟି ଚାମ୍ପିଆନ୍‌ସ ଭାବେ ମାନ୍ୟତା

ଭୁବନେଶ୍ୱର: ବିଶ୍ୱ ଇସ୍ପାତ ସଂଘ ପକ୍ଷରୁ ଟାଟା ଷ୍ଟିଲ୍ ଲିମିଟେଡ୍ ଓ ଟାଟା ଷ୍ଟିଲ ୟୁରୋପକୁ ୨୦୨୨ ଷ୍ଟିଲ୍ ସଷ୍ଟେନେବିଲିଟି ଚାମ୍ପିଆନ୍‌ସିପ୍ ମାନ୍ୟତା ଦିଆଯାଇଛି । ଲଗାତାର...

ୟୁକ୍ରେନ୍‌ ସଙ୍କଟ ୧୭୦ କୋଟି ଲୋକଙ୍କୁ ଦାରିଦ୍ର୍ୟ ଓ କ୍ଷୁଧା କବଳରେ ପକାଇବ: ଜାତିସଂଘ ମୁଖ୍ୟ

ନୂଆଦିଲ୍ଲୀ: ରୁଷୀୟ ଆକ୍ରମଣ ଯୋଗୁଁ ୟୁକ୍ରେନ୍‌ରେ ଉପୁଜିଥିବା ସଙ୍କଟ ବିଶ୍ବ ଜନତାର ଏକପଞ୍ଚମାଂଶରୁ ଊର୍ଦ୍ଧ୍ବ ଅର୍ଥାତ୍‌ ୧୭୦ କୋଟି ଜନତାଙ୍କୁ ଦାରିଦ୍ର୍ୟ ଓ କ୍ଷୁଧା କବଳରେ ପକାଇବ...

ଲଖିମ୍‌ପୁର ହିଂସା ମାମଲାରେ ଆଶିଷ ମିଶ୍ରାଙ୍କ ଜାମିନ ଖାରଜ କଲେ ସୁପ୍ରିମ୍‌ କୋର୍ଟ; ସପ୍ତାହକ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦେଶ

ନୂଆଦିଲ୍ଲୀ: ଲଖିମ୍‌ପୁର ହିଂସାକାଣ୍ଡ ମାମଲାର ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଖାରଜ କରି ତାଙ୍କୁ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବା ଲାଗି ଆଜି ସୁପ୍ରିମ୍‌ କ‌ୋର୍ଟ...