ଅରୁନ୍ଧତୀ ଜ୍ୱେଲର୍ସ କୁ OTV, Business Odisha Award 2023 ରେ “Best Jewellery innovation brand in Odisha” ସମ୍ମାନରେ ସମ୍ମାନୀତ

ଭୁବନେଶ୍ୱର: ଓଡିଶାର ସର୍ବବୃହର୍ତ ଜୁଏଲାରୀ ବ୍ରାଣ୍ଡ ଅରୁନ୍ଧତୀ କୁ ଚଳିତ ବର୍ଷ ଙଞଠ, ଙୟସଗ୍ଦଷବ ଈଙ୍କଗ୍ଦସଦ୍ଭରଗ୍ଦଗ୍ଦ ଇଙ୍ଗବକ୍ସୟରେ ଈରଗ୍ଦଗ୍ଧ ଔରଙ୍ଗରକ୍ଷକ୍ଷରକ୍ସଚ୍ଚ ଓଦ୍ଭଦ୍ଭକ୍ଟଙ୍ଖବଗ୍ଧସକ୍ଟଦ୍ଭ ଭକ୍ସବଦ୍ଭୟ ସଦ୍ଭ ଙୟସଗ୍ଦଷବ ସମ୍ମାନରେ ସମ୍ମାନୀତ କରାଯାଇଅଛି ।


ହୋଟେଲ ସ୍ୱସ୍ତି ଗ୍ରାଣ୍ଡ ଠାରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପଫେସର ଗଣେଶୀ ଲାଲ ଜୀ ଓ ଙଞଠ ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଜାଗି ମାଙ୍ଗତ ପଣ୍ଡାଙ୍କ ଦ୍ୱାରା ଅରୁନ୍ଧତୀ ଜ୍ୱେଲର୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେରଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଥିଲା ।


ଏହି ଅବସରରେ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେର ପ୍ରକାଶ କରିଛନ୍ତି ଯେ ଏହି ଈରଗ୍ଦଗ୍ଧ ଓଦ୍ଭଦ୍ଭକ୍ଟଙ୍ଖବଗ୍ଧସକ୍ଟଦ୍ଭ ଔରଙ୍ଗରକ୍ଷକ୍ଷରକ୍ସଚ୍ଚ ଈକ୍ସବଦ୍ଭୟ ସଦ୍ଭ ଙୟସଗ୍ଦଷବ ଇଙ୍ଗବକ୍ସୟ ସମ୍ମାନକୁ ମୁଁ ସମସ୍ତ ଓଡିଶାବାସୀଙ୍କ ଆର୍ଶୀବାଦ, ବିଶ୍ୱାସ ଓ ଭଲପାଇବା ସହ ଅରୁନ୍ଧତୀର ସମସ୍ତ କର୍ମଚାରୀଙ୍କ ନିରନ୍ତର ଓ ନିଷ୍ଠାପର କଠିନ ପରିଶ୍ରମ ଯୋଗୁ ସମ୍ଭବ ହୋଇ ପାରିଛି । ମୁଁ ସମସ୍ତଙ୍କୁ ମୋ ହୃଦୟରର ଅନ୍ତରରୁ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରିବା ସହ ଏହି ସମ୍ମାନକୁ ସମସ୍ତଙ୍କୁ ସମର୍ପିତ କରୁଛି । ଆଗାମୀ ଦିନରେ ଏହି ସମ୍ମାନ ଆମକୁ ଉତ୍ସାହିତ କରିବା ସହ ଓଡିଶା ମାଟି ପାଇଁ ଅନେକ ଗର୍ବ ଓ ଗୌରବ ଆଣିଦେବା ପାଇଁ ପ୍ରେରଣା ଯୋଗାଇଦେବ ।
ରାଜ୍ୟରେ ସର୍ବବୃହର୍ତ ଜୁଏଲାରୀ ବ୍ରାଣ୍ଡ ହିସାବରେ ୨୦୨୩ ବର୍ଷ ଶେଷ ସୁଦ୍ଧା ଅରୁନ୍ଧତୀ ଓଡ଼ିଶାର ୧୦ଟି ପ୍ରମୁଖ ସହରରେ ତାର ସେବା ଯୋଗାଇଦେବାର ଲକ୍ଷ ରଖିଅଛି ।

Leave a Reply

Your email address will not be published. Required fields are marked *