ଅରୁନ୍ଧତୀ ଜ୍ୱେଲର୍ସ ଆଣିଛନ୍ତି ରଥଯାତ୍ରାର ସର୍ବଶ୍ରେଷ୍ଠ ଅଫର

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଉପଲକ୍ଷେ ଓଡ଼ିଶାର ସର୍ବବୃହତ ଜ୍ୱେଲରୀ ବ୍ରାଣ୍ଡ୍ ଅରୁନ୍ଧତୀ ଜ୍ୱେଲର୍ସର ନେଇ ଆସିଛି ଆର୍କଷଣୀୟ ଅଫର “WHEELS OF FORTUNE” RATHA YATRA MEGA SALE । ତା\’ର ପ୍ରିୟ ଗ୍ରାହାକଙ୍କ ପସନ୍ଦ ଓ ଚାହିଦାକୁ ଦୃଷ୍ଟିରେ ରଖି ଏହି ଆର୍କଷଣୀୟ ଅଫର ସହ ୧୦,୦୦୦ରୁ ଉର୍ଦ୍ଧ ସୁନ୍ଦର ଡିଜାଇନ୍ ଗହଣା ସମ୍ଭାର ସହିତ ପ୍ରିମିୟମ ବିବାହ ସୁନା ଗହଣା କିଣା ଉପରେ ଫ୍ଲାଟ୍ ୫୦% ଛାଡ, ହୀରା ଗହଣାର ହୀରା ମୂଲ୍ୟ ଉପରେ ୩୦% ପ୍ରର୍ଯ୍ୟନ୍ତ ଛାଡ ଓ ରୂପା ଆଇଟମ୍ ଉପରେ ଫ୍ଲାଟ୍ ୨୫% ରିହାତି ସହିତ ୫ ଷ୍ଟାର ପ୍ରମିଜ୍ ସେବାରେ ପାଆନ୍ତୁ ଲାଇଫି ଟାଇମ୍ ଫ୍ରି ରିପାୟାର, ୧୦୦% ଏକ୍ସଚେଞ୍ଜ ଭାଲ୍ୟୁ ଓ ଗହଣା ଉପରେ ଫ୍ରି ଇନ୍ସୁରାନ୍ସ୍ ସେବା ପାଇପାରିବେ ।

ଓଡ଼ିଶାର ସର୍ବ ବୃହତ ଜୁଏଲାରୀ ବ୍ରାଣ୍ଡ ଅରୁନ୍ଧତୀ ଜ୍ୱେଲର୍ସର ତରଫରୁ ନିଜର ମନ ପସନ୍ଦର ଗହଣା ଏବଂ ଅକର୍ଷଣୀୟ ଅଫରର ଅନନ୍ଦ ନେବା ପାଇଁ ସମସ୍ତ ଗ୍ରାହାକବନ୍ଧୁ ମାନଙ୍କୁ ସାଦର ନିମନ୍ତ୍ରଣ କରାଯାଇଅଛି ।

Leave a Reply

Your email address will not be published. Required fields are marked *