ବେଦାନ୍ତଲାଞ୍ଜିଗଡ଼ ୨୧ ଟି ମୋସ୍କୁଲର ବିକାଶପାଇଁକଳାହାଣ୍ଡିଜିଲ୍ଲାପ୍ରଶାସନସହିତବୁଝାମଣାସ୍ୱାକ୍ଷରକରିଛି

ଲାଞ୍ଜିଗଡ଼଼, ଜୁନ ୨୯, ୨୦୨୩:ବେଦାନ୍ତଲିମିଟେଡ, ଲାଞ୍ଜିଗଡ଼ଭାରତର ଅଗ୍ରଣୀ ମେଟାର୍ଲଜିକାଲଗ୍ରେଡ ଆଲୁମିନାଉତ୍ପାଦନକାରୀ ଓଡ଼ିଶାସରକାରଙ୍କଅଧିନରେପରିଚାଳିତମୋସ୍କୁଲଅଭିଯାନରେ ୨୧ ଟିସ୍କୁଲରବିକାଶପାଇଁଏକଏମଓୟୁସ୍ୱାକ୍ଷରକରିଛି । ସହଯୋଗର ଏକ ଅଂଶଭାବରେକମ୍ପାନିଏହିବିଦ୍ୟାଳୟ ଗୁଡ଼ିକରେ ସ୍ମାର୍ଟ ଶ୍ରେଣୀଗୃହ, ଇ- ଲାଇବ୍ରେରୀ, ଖେଳପଡ଼ିଆରବିକାଶ, ବଗିଚା ଇତ୍ୟାଦି ଆବଶ୍ୟକୀୟ ଭିତିଭୂିମ ନିର୍ମାଣକରିବ ଯାହା ରାଜ୍ୟର ଶିକ୍ଷାବ୍ୟବସ୍ଥାରେ ସକାରାତ୍ମକ ପରିବର୍ତନ ଆଣିବାକୁ କମ୍ପାନିପକ୍ଷରୁ ଏହି ସହଯୋଗ।

ଓଡ଼ିଶାସରକାରଙ୍କ ମୋସ୍କୁଲଅଭିଯାନ ସରକାରୀ-ବେସରକାରୀ ସହଯୋଗରେ ସରକାରୀ ତଥା ସହାୟତା ପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଉନ୍ନତିପାଇଁ ଏକଅଭିଯାନ ଭାବରେ ପରିଚାଳିତ । ଓଡ଼ିଶାସରକାରଙ୍କ ୫ଟି ବିଦ୍ୟାଳୟପରିବର୍ତନକାର୍ଯ୍ୟକ୍ରମଅନୁଯାୟୀବେଦାନ୍ତ ୨୧ ଟିସ୍କୁଲରପରିବର୍ତନଆଣିବାରେମୁଖ୍ୟଭୂମିକାଗ୍ରହଣକରିବ ।

ସହଭାଗିତା ସଂପର୍କରେ ଶ୍ରୀଜି.ଜି.ପାଲ, ସିଇଓ-ଆଲୁମିନାବିଜିନେସ, ବେଦାନ୍ତ ଲିମିଟେଡ କହିଛନ୍ତି ଯେ ମୋସ୍କୁଲ କାର୍ଯ୍ୟକ୍ରମପାଇଁ ଆମେଓଡ଼ିଶାସରକାରଙ୍କସହିତଭାଗିଦାରୀହୋଇଆମେଆନନ୍ଦିତ । ଏହିପଦକ୍ଷେପଜରିଆରେବେଦାନ୍ତଆଲୁମିନିୟମଶିକ୍ଷାକୁସଶକ୍ତକରିବ । ସରକାରଙ୍କସହିତମିଳିତହୋଇଆମେଏହିବିକାଶକାର୍ଯ୍ୟରେ ୨୧ ବିଦ୍ୟାଳୟରଉନ୍ନତିକୁନିଶ୍ଚିତକରିବୁ । ପରିବର୍ତନରଏହିଯାତ୍ରାରେଏକଅଂଶହୋଇଥିବାରୁଆମେଗର୍ବିତ ।

ଶ୍ରୀପାୱାରସଚିନପ୍ରକାଶ, ଆଇଏଏସ, ମୁଖ୍ୟବିକାଶଅଧିକାରୀ, କହିଛନ୍ତିଯେ-ମୋସ୍କୁଲଅଭିଯାନରସୁନ୍ଦରପଦକ୍ଷେପପାଇଁବେଦାନ୍ତଜିଲ୍ଲାପଶାସନସହିତସହଭାଗିହୋଇଥିବାରୁମୁଁବହୁତଖୁସି । ବେଦାନ୍ତ ୨୧ ଟିସ୍କୁଲରନବୀକରଣକାର୍ଯ୍ୟକରିବ । ଆଶାକରୁଛିଏହାଦ୍ୱାରାଛୋଟଛୋଟପିଲାମାନେବହୁଉପକୃତହେବେ । ବେଦାନ୍ତରଏହିମହତକାର୍ଯ୍ୟକୁମୁଁପୂର୍ଣ୍ଣସମର୍ଥନକରୁଛି ।

ବିଭିନ୍ନପଦକ୍ଷେପମାଧ୍ୟମରେକଳାହାଣ୍ଡିରେଶିକ୍ଷାକ୍ଷେତ୍ରରେବିକାଶପାଇଁବେଦାନ୍ତକାର୍ଯ୍ୟକରୁଛି । ଦୂରବର୍ତିଅଂଚଳରେଶିକ୍ଷାରପ୍ରସାରପାଇଁ ୨୦୦୬ରେ ଡିଏଭିବେଦାନ୍ତଇଂଟରନ୍ୟାନାଲଇଂରାଜୀସ୍କୁଲପ୍ରତିଷ୍ଠାକରିଥିଲା । ଏହିବିଦ୍ୟାଳୟଦ୍ୱାରାଗୁଣମାନରଶିକ୍ଷାଯୋଗାଇଦିଆଯାଉଛି । ଏହାସହିତଏହାରନନ୍ଦଘରକାର୍ଯ୍ୟକ୍ରମମାଧ୍ୟମରେବେଦାନ୍ତର ୧୩୦ରୁ ଅଧିକଆଧୁନିକଅଙ୍ଗନବାଡିମହିଳା ଓ ଶିଶୁମାନଙ୍କକଲ୍ୟାଣପାଇଁକାର୍ଯ୍ୟକରୁଛି । ଏହିପଦକ୍ଷେପବେଦାନ୍ତଆଲୁମିନିୟମରଯୁବକଙ୍କୁସଶକ୍ତକରିବାରେମୁଖ୍ୟଭୂମିକାବହନକରୁଛି । ଏହା ପିଲାମାନଙ୍କର ପ୍ରାରମ୍ଭିକପର୍ଯ୍ୟାୟରେ ଏକସକାରାତ୍ମକ ପ୍ରଭାବ ସୃଷ୍ଟିକରିବାଲାଗି ଅଦ୍ୟମ ପ୍ରତିବଦ୍ଧତାକୁପ୍ରତିଫଳିତକରିଥାଏ ।

Leave a Reply

Your email address will not be published. Required fields are marked *