ବାଲୁଗାଁ ସାନ୍ତରାପୁରରେ ଶ୍ରୀ ଶ୍ରୀ ଦଧିବାମନ ଦେବଙ୍କ ଝୁଲଣ ଯାତ୍ରା ମହାଡମ୍ବରରେ ପାଳିତ

ଖୋର୍ଦ୍ଧା ଜିଲ୍ଲା ଚିଲିକା ବାଲୁଗାଁ (ସାନ୍ତରାପୁର ରେ )ମହାଆଡମ୍ବରର ସହିତ ଝୁଲଣ ଯାତ୍ରା ପାଳିତ ହେଉଛି. ଏହି ଉତ୍ସବରେ ମନ୍ଦିରର ତଷ୍ଟି ତ୍ରିନାଥ ପଣ୍ଡା ଓ ସମ୍ପାଦକ ସୁଧୀର ପଣ୍ଡା ଉପସ୍ଥିତିରେ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଝୁଲଣାଯାତ୍ରା ମହାଡମ୍ବରର ସହିତ ପାଳନ କରୁଥିଲେ. ଏହି ଯାତ୍ରାର ମୁଖ୍ୟ ଆକରଷଣ ରାମଲୀଳା ଗୀତ ଗାନ କରିବା ଏବଂ ସେହି ଗୀତର ରସରେ ବିଭୋରିତ ହୋଇ ଆନ ନ୍ଦିତ ହୋଇ ଗୀତ ଗାଇବା. ଶେଷରେ ଖୁସିରେ ପ୍ରସାଦ ପାଇ ପ୍ରଭୁଙ୍କର କରୁଣା ଲାଭ କରିଛନ୍ତି.

Leave a Reply

Your email address will not be published. Required fields are marked *